Breaking News

ଟଳିଲା ବାତ୍ୟା ଆସାନି ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ଭିଭାଗ …

ଏବେ ଏବେ ପାଣି ପାଗ ବିବାହଗ ତରପରୁ ଆସିଲା ବଡ ଖବର ବାତ୍ୟା ଆସାନୀ ପ୍ରଭାବରେ ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ 10ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ସମ୍ଭାବନା ଏନେଇ ପାଣି ପାଗ ତରପରୁ ଏହି 10 ଟି ଜିଲାକୁ ଜାରି କଲେ ସତର୍କ ସୂଚନା ତେବେ ଏହି 10ଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିର ତାଣ୍ଡବ ରଚିବା ନେଇ ଆସନ୍ତା 24 ଘଣ୍ଟା ପାଇଁ ସତର୍କ ସୂଚନା ଜାରି ହୋଇଛି |

ଦର୍ଶକବନ୍ଧୁ ବାତ୍ୟା ଆସାନି ବାତ୍ୟା ଏବେ ଟଳି ଯାଇଛି ତେବେ ବାତ୍ୟା ଆସାନି ପ୍ରଭାବରେ ଆଗାମୀ 2 ଘଣ୍ଟା ପାଇଁ ରାଜ୍ୟରେ 10ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୁରଭଞ୍ଜ ବାଲେଶ୍ୱର ଖୋର୍ଦ୍ଧା ପୁରୀ ଗଞ୍ଜାମ ଗଜପତି ରାୟଗଡା କୋରାପୁଟ ନବରଙ୍ଗପୁର ମାଲକାନଗିରି ଏହି 10ଟି ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଏନେଇ ପାଣିପାଗ କେନ୍ଦ୍ର ତପରୁ ଆଗାମୀ 24 ଘଣ୍ଟା ପେଁ ଜାରି ହୋଇଛି ସତର୍କ ସୂଚନା |

ତେବେ ଆସନ୍ତା 13 ତାରିଖ ପାଇଁ କୌଣସି ଚେତା ବନି ଜାରି କରଯାଇ ନାହିଁ ଆଜି ସକାଳ ଠାରୁ ଆରମ୍ଭ ହୋଇଯିବ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ପୁରୀ ଗଜପତି ଖୋର୍ଦ୍ଧା ଆଦି ଜିଲ୍ଲାରେ ଭୀଷଣ ବର୍ଷା ନେଇ କେନ୍ଦ୍ର ତରପରୁ ସତର୍କ ସୂଚନା ଜାରି କରାଯଇଛି | ସେହି ଭଳି ଆସନ୍ତା 4 ତାରିଖ ପରେ ରାଜ୍ୟରେ ଫୁଣି ଥରେ ବର୍ଷାର ପ୍ରକୋପ କମିଯିବ ଏବଂ 14 ତାରିଖ ଠାରୁ ରାଜ୍ୟରେ ଫୁଣି ଥରେ ତାତିର ପ୍ରଭାବ ପବଢିବାରେ ଲାଗିବ |

ତେବେ ଦର୍ଶକବନ୍ଧୁ ବର୍ତମାନ ସମୟରେ ବାତ୍ୟା ଆସାନିର ବିପଦ ଓଡିଶା ଟାରୁ ଟଲି ଯାଇଛି ଏହାରି ପ୍ରଭାବରେ ଅର୍ଥାତ ବାତ୍ୟା ଆସାନି ପ୍ରଭାବରେ 24 ଘଣ୍ଟା ମଧ୍ୟରେ ପାଇଁ ଜାରି ହୋଇଛି ସତର୍କ ସୂଚନା | ଏହି ସବୁ ଜିଲ୍ଲାରେ ପବନ ଓ ବର୍ଷାର ଆଶଙ୍କା ରହିଛି ସତର୍କ ରହିବାକୁ ଜାରି କରାଯାଇଛି |

About odisha news

Check Also

ଏବେ ଏବେ ବାତ୍ୟାକୁ ନେଇ ଆସିଲା ବଡ ଖବର, ଏହି ୧0ଟି ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ କରିବା ବାତ୍ୟା ( ଆସାନି ) !

ଦର୍ଶକବନ୍ଧୁ ଏବେ ଏବେ ବାତ୍ୟାକୁ ନେଇ ଆସିଲା ବଡ଼ ଖବର ବେଙ୍ଗାପ ସାଗରରେ ହେବାକୁ ଥିବା ବାତ୍ୟା ଗତି ପଥ …

Leave a Reply

Your email address will not be published.