Breaking News

ତକିଆ ତଳେ କଉଡ଼ି ରଖି ସୋଇଲେ Swami ଏବଂ ସ୍ତ୍ରୀ ସମ୍ପର୍କରେ କଣ ପରିବର୍ତ୍ତନ ଆସେ ଦେଖନ୍ତୁ….

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନ କ ମଇ କିଛି ମହତ୍ତ୍ଵ ପୂର୍ଣ୍ଣ ଅନୁଚିନ୍ତା ନେଇ କରି ଆସିଛୁ ଯାହା | ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଜାଣିବା ଅତ୍ୟନ୍ତ ହିଁ ଗୁରୁତ୍ଵ ପୂର୍ଣ୍ଣ ଅଟେ ତେବେ ବନ୍ଧୁଗଣ ଆସନ୍ତୁ ଆଜିର ଅନୁଚିନ୍ତା ଜାଣିବା ବନ୍ଧୁଗଣ ଘର ର ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ କୋଣରେ ସ୍ବାମୀ ସ୍ତ୍ରୀ ଶୋଇବା ଦ୍ଵାରା ଉଭୟ କର ସମ୍ପର୍କ ରେ ସବୁ ବେଳେ ଆସନ୍ତି ଓ ବିବାଦ ଦେଖା ଯାଇଥାଏ |

ତେଣୁ ଏହି କୋଣରେ ଆପଣ ଆଦୌ ବି ସୁଆନ୍ତୁ ନାହିଁ ମାନେ ରଖିବେ ବନ୍ଧୁଗଣ ଶୋଇବା ଘର ର ଖଟ ରୁ ଓ କବାଟରେ ଯେମିତି କୌଣସି ଶବ୍ଦ ବାହାରୁ ନଥିବା ସେ କଥା ପ୍ରତି ଆପଣ ସର୍ବଦା ଧ୍ୟାନ ରଖିବେ ନଚେତ୍ ଆପଣ କ ଦାମ୍ପତ୍ୟ ଜୀବନ ରେ ବିଭିନ୍ନ ପ୍ରକାର ର ସମସ୍ୟା ଦେଖା ଦେଇ ଥାଏ ନବ ବିବାହିତ ଦଂପତି ଯଦି ଶୋଇବା ଘର ର ଝର୍କା ରେ ଯଦି ଫଟ ରଖାଯାଏ | ତେବେ ତାଙ୍କ ଦାମ୍ପତ୍ୟ ଜୀବନ ସୁଖ ଓ ମଧୁର ମୟ ରେ ବ୍ୟତି ଟା ହୋଇଥାଏ ଘର ର ଐସନ୍ୟ କୋଣ ରେ ପାଣି ପତ୍ର ରଖିବା ଦ୍ବାରା ଏହା ଘର ପାଇ ଶୁଭ ଓ ମଙ୍ଗଳ କରି ହୋଇଥାଏ |

ଯଦି ବୈବାହିକ ଜୀବନ ରେ କୌଣସି ସମସ୍ୟା ଦେଖା ଦେଇଥାଏ ତେବେ ଛୋଟ ପିଲା କୁ ମିଠା ଦେବା ଦ୍ବାରା ଏବଂ ସାତ ପ୍ରକାର ର ଦାନା ମିଶାଇ ପକ୍ଷୀ କୁ ଖାଇବା କୁ ଦେବା ଦ୍ବାରା ଏହା ଶୁଭ ଓ ଲାଭ କରି ସାବ୍ୟସ୍ତ ହୋଇଥାଏ | ଶୋଇବା ଘରେ ଖଟତଲେ କୌଣସି ଜିନିଷ ରଖିବା ଦ୍ବାରା ଜୀବନ ରେ ନକାରାତ୍ମକ ତା ପ୍ରବେଶ ହୋଇଥାଏ ସନ୍ତାନ ଇଚ୍ଛା ରଖୁଥିବା ଦମ୍ପତି ମାନେ ଶୋଇବା ଘରେ ଉତ୍ତର ପଟରେ ନଚୁଥିବା ମୟୂର ର ଫଟ କିମ୍ବା ଗାଈ ବାଛୁରୀ କ ଫଟ ରଖିବା ଦ୍ବାରା ଏହା ଶୁଭ ଓ ମଙ୍ଗଳ କରି ହୋଇଥାଏ |

ସ୍ତ୍ରୀ ଲୋକ ମାନେ ସ୍ୱାମୀର ବାମ ପାଖରେ ଶୋଇବା ଦ୍ବାରା ତାଙ୍କ ବୈବାହିକ ଜୀବନ ରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ ଯଦି ନିଜର ସ୍ବାମୀ କରି ମ୍ୱ ସ୍ତ୍ରୀ ଅନ୍ୟ ଲୋକର ପତି ଆକର୍ଷିତ ହୋଇଥାଏ ପରିବାର ରୁ ଅଲଗା ହେବାକୁ ଲାଗନ୍ତି | ତେବେ ଶୋଇବା ସମାଉରେ ତକିଆ ତଳେ କଉଡି ରଖି ଶୋଇବା ଦ୍ବାରା ସେ ସବୁ ସମସ୍ୟା ରୁ ମୁକ୍ତି ମିଳିଥାଏ ଶନିବାର ଦିନ ଆମ୍ବ କିମ୍ବା ଅଶୋକ ଡାଳ ଶୋଇବା ଘରେ ରଖିବା ଦ୍ବାରା ବହୁତ୍ ଶୁଭ ହୁଏ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟ ରେ ଥିବା ସମ୍ପର୍କ ମଧୁର ହୋଇଥାଏ ଶୋଇବା ଘରେ ଖରାପ ଘଡି ଓ ଇଲେକ୍ଟ୍ରୀକାଲ୍ ଉପକରଣ ଚିରା ଫଟୋ ଚିତ୍ର ରଖିବା ଦ୍ବାରା ଘରେ ଆସନ୍ତି ବୃଦ୍ଧି ହୋଇଥାଏ |

ଏବଂ ଘରେ ନକାରାତ୍ମକ ତା ମଧ୍ୟ ଦେଖା ଦେଇଥାଏ ଘରେ କୌଣସି କୋଣ ରେ ପାଣି କୁ ଜମା ରଖିବା ଦ୍ବାରା ଘରେ ସବୁବେଳେ କଳହ ରଖିବା ର ଭାବନା ରହିଥାଏ ପ୍ରତ୍ୟେକ ଦିନ ଘର ପୋଛିବା ସମୟରେ ଯଦି ସେହି ପାଣି ରେ ଆପଣ ଲୁଣ ପକେଇଲି ଘର ପୋଛୁ ଛନ୍ତି ତ ଏହା ଆପଣ କ ଘର ପାଇ ବୋହୁତ ହିଁ ଶୁଭ ହୋଇଥାଏ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.