ଦର୍ଶକବନ୍ଧୁ ତକିଆ ତଳେ ଭୁଲ ରେ ବି ଏହି ଦିନିଆ ରଖନ୍ତୁ ନାହିଁ ଏହା କରିବା ଦ୍ୱାରା ବ୍ୟକ୍ତି ର ଖରାପ ସମୟ ଆରମ୍ଭ ହୋଇଥାଏ ଏହି ଜିନିଷ ପ୍ରେତ ଆତ୍ମା କୁ ଘରକୁ ଆକର୍ଷିତ କରିଥାଏ ତେବେ ସାଙ୍ଗମାନେ ଶୋଇବା ପାଇଁ ସମସ୍ତଙ୍କୁ ଏକ ତକିଆ ର ଆବଶ୍ୟକତା ପଡ଼ିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କି ଏହି ତକିଆ ଆପଣଙ୍କର ଖରାପ ସମୟ ଆଣିପାରେ | ତକିଆ ତଳେ ଏହି ଜିନିଷ ରଖି ଶୋଇବା ଦ୍ଵାରା ବୋହୁତ ସାରା ଅସୁବିଧା ହୋଇଥାଏ | ବୋହୁତ ଲୋକ ଜାଣତରେ ଅଜାଣତରେ ଏହି ସବୁ ଜିନିଷ ତକିଆ ତଳେ ରଖି ସୋଇପଡନ୍ତି |
ଯାହା ଫଳରେ ବର୍ବଦାର ର ସାମ୍ନା କରିବାକୁ ପଡ଼ିଥାଏ ତେବେ ସେଥିପାଇଁ ତକିଆ ତଳେ ଏହି ସବୁ ଜିନିଷ ରଖି ଶୁଅନ୍ତି ନାହିଁ ଏବେ ଚାଲନ୍ତୁ ଜାଣିବା ସାହି ଜିନିଷ ବିଷୟ ରେ | ନମ୍ବର ୧ ଯଦି ଆପଣ ଆପଣଙ୍କ ତକିଆ ତଳେ ବହି ଦରକାରୀ କାଗଜ ଘର ଚାବି ଗାଡ଼ି ଚାବି ଆଦି ରଖୁଛନ୍ତି ତେବେ ଏପରି ଭୁଲ କରନ୍ତୁ ନାହିଁ | ତେବେ ଏହା ଦ୍ଵାରା ଦୋଷ ଲାଗିଥାଏ | ଏହାଦ୍ବାରା ଆପଣଙ୍କର ମାନସମ୍ମାନ ହାନି ହୋଇଥାଏ | ଏବଂ କାମ ରେ ଅ ସଫଳତା ମିଳିଥାଏ | କାରଣ ଅଦରକାରୀ କାଗଜ ବୁଦ୍ଧ ଗ୍ରହ ସହ ସମ୍ବନ୍ଧିତ। ସେଥିପାଇଁ ଆମେ ଏହାକୁ ତକିଆ ତଳେ ରଖିବା ଦ୍ଵାରା ଆମେ ଆମର ବୁଦ୍ଧ ଗ୍ରହ କୁ ଖରାପ କରିଥାଉ |
ଏହା ଦ୍ଵାରା ବିଧି କ୍ଷୟ ହୋଇଥାଏ କ୍ୟାରିଅର ରେ ଅସଫଳତା ମିଳିଥାଏ | ନମ୍ବର ୨ ତକିଆ ତଳେ ଭୁଲରେ ବି ଛୁରୀ ରଖି ଶୁଅନ୍ତି ନାହିଁ ଏହାଦ୍ବାରା ଆପଣଙ୍କର ଶକ୍ତି ବୃଦ୍ଧି ହୋଇଥାଏ | ଏବଂ ପ୍ରେତ ଆତ୍ମ ଆଦି ଆପଣଙ୍କୁ କଷ୍ଟ ଦେଇଥାନ୍ତି | କାରଣ ଛୁରୀ ନକାରାତ୍ମକ ତା ବଢ଼ାଇଥାୟେ।ତକିଆ ତଳେ ଛୁରୀ ରଖି ଶୋଇବା ଦ୍ଵାରା ଆପଣଙ୍କ ଶତ୍ରୁ ଆପଣଙ୍କ ଉପରେ ବିଜୟ କରିଥାଏ | ଏହାଦ୍ବାରା ଶତ୍ରୁ ବୃଦ୍ଧି ହୋଇଥାଏ ତେଣୁ ଫ୍ରେଣ୍ଡସ ଏପରି କରନ୍ତୁ ନାହିଁ |
ନମ୍ବର ୩ ତକିଆ କଭର ଫାଟିଯାଇଥିଲେ ଏପରି ତକିଆ ଦେଇ ଶୋଇଲେ ଅପନଙ୍କରବରହୁ ଦୋଷ ଉତ୍ପନ୍ନ ହୋଇଥାଏ | କାରଣ କପଡା ରାହୁ ଙ୍କ ପ୍ରତିନିଧିତ୍ବ କରିଥାଏ | ଏପରି ତକିଆ ରେ ଶୋଇବା ଦ୍ବାରା ଆପଣଙ୍କର ବୋହୁତ କ୍ଷତି ହୋଇଥାଏ | ନମ୍ବର ୪ ମନିପରସ ଶୋଇବା ସମୟ ରେ କେବେବି ଏହାକୁ ମୁଣ୍ଡପଖରେ ରଖିବା ଉଚିତ୍ ନୁହେଁ | ଏହାଦ୍ବାରା ଧନ ହାନି ଯୋଗ ବନିଥାୟେ | ଏବଂ ଏହି କାରଣ ରୁ ରାତିରେ ଭଲ ଭାବରେ ନିଦ ଆସିନଥାଏ ତେବେ ଫ୍ରେଣ୍ଡସ ଏହି ସବୁ ଭୁଲ କରନ୍ତୁ ନାହିଁ |
Check Also
ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ
ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …