ନମସ୍କାର ବନ୍ଧୁଗଣ ତକିଆ ତଳେ ରଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ ନହେଲେ ହୋଇ ପରେ ବିରାଟ ଅସୁବିଧା ଆମକୁ ପ୍ରତି ଦିନ କାର୍ଯ୍ୟ କରିବା ପରେ ଟିକେ ଆରାମ ପାଇବା ପାଇଁ ସମୟ ଦରକାର ହୋଇଥାଏ ଆଉ ଟିକେ ଶାନ୍ତି ରେ ଶୋଇବା ପାଇ କୋମଳ ତ୍ୟାଚାର ଆବଶ୍ୟକ ହୋଇଥାଏ କିନ୍ତୁ ଏମିତି ଅନେକ ଜିନିଷ ରହିଛି ଯାହାକୁ ବାସ୍ତୁ ଶାସ୍ତ୍ରରେ ଅନୁସାରେ ନୀତି ଶଯ୍ୟା ପାଖରେ ରଖିବା ଉଚିତ୍ ନୁହେଁ ଏମିତି ତରଭର୍ ରେ ଆମେ ଅନେକ ଜିନିଷ ତକିଆ ପାଖରେ ରଖି ଶୋଇ ପଡ଼ିଥାଉ କିନ୍ତୁ ବସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ଅଛି ଯାହା କୁ ତକିଆ ପାଖରେ ରଖି ଶୋଇବା ଉଚିତ୍ ନୁହେଁ |
ଆଜି ଆମେ ଏମିତି ପାଞ୍ଚୋଟି ଜିନିଷ ବିଷୟରେ ଜାଣିବା ଯାହାକୁ ତକିଆ ତଳେ ରଖି ଶୋଇବା ଉଚିତ୍ ନୁହେଁ ନମ୍ୱର୍ ୧ ପର୍ଶ କୁ ତକିଆ ତଳେ ରଖି ଶୋଇବା ଉଚିତ୍ ନୁହେଁ କାରଣ ମାତା ଲକ୍ଷ୍ମୀଙ୍କର ବାସ ତକିଆ ତଳେ ହଇନଥାଏ ମାତା ଲକ୍ଷ୍ମୀଙ୍କର ବାସ ସର୍ବଦା ଆଲମାରୀ ରେ ହୋଇଥାଏ ତେଣୁ ଏମିତି କେବେ ବି କରନ୍ତୁ ନାହିଁ ଏମିତି କରିବା ଦ୍ୱାରା ସ୍ବାମୀ ସ୍ତ୍ରୀ କ ମଧ୍ୟ ରେ ଝଗଡ଼ା ହୋଇଥାଏ ନମ୍ୱର୍ ୨ ଔଷଧ ବୋହୁତ ଲୋକ ରାତିରେ ଔଷଧ ଖାଇଥାନ୍ତି ଔଷଧ ଖାଇ ସାରିବା ପରେ ଆମେ ଲୋକ ଏହାକୁ ତକିଆ ତଳେ ରଖି ସୋଇ ଯାଆନ୍ତି ବାସ୍ତୁ ଶାସ୍ତ୍ରରେ ଏମିତି କରିବା ଠିକ୍ ନୁହେଁ ନମ୍ୱର୍ |
୩ ଚାବି କାଠି ସାଧାରଣ ତ ଶୋଇବା ପୁର୍ବରୁ ଆମେ ଚାବିକାଠି କୁ ତକିଆ ତଳେ ରଖି ସୋଇ ପଡିଥାନ୍ତି କିନ୍ତୁ ଏମିତି କରିବା ସଂପୂର୍ଣ୍ଣ ଭୁଲ ଅଟେ ବାସ୍ତୁ ଶାସ୍ତ୍ର ରେ ଏମିତି କରିବା ଦ୍ୱାରା ଧନ ର ଅଭାବ ଦେଖା ଯାଇଥାଏ ନମ୍ୱର୍ ୪ ଜୋତା ବା ଚପଲ କେବେ ବିଛଣା ପାଖରେ ରଖନ୍ତୁ ନାହିଁ ବା ବିଛଣା ତଳେ କେବେ ବି ଜୋତା ବା ଚପଲ ରଖି ଶୁଅନ୍ତି ନାହିଁ ଏହା କରିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ ଏହା ଦ୍ବାରା ଘର ଲୋକ କ ମଧ୍ୟରେ ସର୍ବଦା କଲି ଝଗଡ଼ା ଲାଗିଥାଏ |
ନମ୍ୱର୍ ୫ ବହି କିଛି ବ୍ୟକ୍ତି ଶୋଇବା ବେଳେ ବାହି ପଢ଼ିଥନ୍ତି ଓ ଶୋଇବା ପୂର୍ବରୁ ବାହି କୁ ମୁଣ୍ଡ ତଳେ ରଖି ସୋଇ ପଡନ୍ତି କିନ୍ତୁ ଏହା କରିବା ଦ୍ଵାରା ଆମର ଆୟୁଷ ଏବଂ ସ୍ମରଣ ଶକ୍ତି କାମ ହୋଇଥାଏ କେବେ ବି ବାହି କୁ ତକିଆ ତଳେ ରଖି ଶୋଇବା ଉଚିତ୍ ନୁହେଁ ତେଣୁ ଆପଣ ମାନେ ମଧ୍ୟ ଏହି ପାଞ୍ଚଟି ଜିନିଷ କୁ ତକିଆ ତଳେ ରହି ଶୁଅନ୍ତି ନାହିଁ !
Check Also
ସପନ ରେ କେଉଁ ଭଗବାନ ଙ୍କୁ ଦେଖିଲେ କେଉଁ ଫଳ ମିଳେ, ଯଦି Apana ଶୋଇଲା ସମୟରେ ଖରାପ ସ୍ୱପ୍ନ ଦେଖନ୍ତି କଣ କରିବେ ଦେଖନ୍ତୁ…
ନମସ୍କାର ଦର୍ଶକବନ୍ଧୁ ଆଜି ଜାଣିବା ଶୋପ୍ନ ରେ କେଉଁ ଭଗବାନ କ ଦର୍ଶନ ଦ୍ବାରା କଣ ସବୁ ଲାଭ ହୋଇଥାଏ …