ଦର୍ଶକବନ୍ଧୁ ତକିଆ ଆମ ପାଇଁ ମହତ୍ୱ ପୂର୍ଣ୍ଣ ବସ୍ତୁ ଅଟେ କାରଣ ବହୁତ ଲୋକ ବିନା ତକିଆରେ ସୋଇ ପାରନ୍ତି ନାହିଁ କିଛି ଲୋକଙ୍କ ଅଭ୍ୟସ ଥାଏ ସେମାନେ ନିଜ ପାଖରେ କିଛି ବସ୍ତୁ ରଖି ଶୁଅନ୍ତି ଯେମିତି ରବର ବେଣ୍ଡ କିମ୍ବା କ୍ଲିପ ଓ ବହି ଇତ୍ୟଦି ତକିଆ ତଳେ ରଖି ସୋଇଥାନ୍ତି କିନ୍ତୁ ହୋଇପାରେ ଆପଣଙ୍କର ଏହି ଅଭ୍ୟସ ଆପଣଙ୍କ ଖେତୀ କରୁଛି | ଯଦି ଆପଣ ଜଣା ଅଜଣାରେ ଶୋଇ ପଡୁଛନ୍ତି କିଛି ଏମିତି ଦିନିସ ନିଜ ପାଖରେ ରଖି ଶୋଉଚନ୍ତି ଯାହା ଆପଣଙ୍କୁ ନରଖିବା ଦରକାର ଆଉ ଏଠି ପାଇଁ ଆପଣଙ୍କ ଜୀବନରେ ସମସ୍ୟା ଚିନ୍ତା ଦୁଃଖ ସଙ୍କଟ ଆସିଥାଏ ଚାଲନ୍ତୁ ଜାଣିବା ସେହି ସବୁ ବସ୍ତୁ କଣ ଯାହାକୁ ନିଜ ପାଖରେ ରଖି ଶୋଇବା ବିଲୁକୁଲ ଭଲ ନୁହେଁ |
ପ୍ରଥମ ଦିନିଷ ବହୁତ ଲୋକ ଶୋଇବା ପୂର୍ବରୁ ବହି ପଡିବ ପସନ୍ଦ କରନ୍ତି ଆଉ ନିଦ ଆସିବା ଦ୍ୱାରା ବହିକୁ ତକିଆ ତଳେ ରାଖୀ ଶୋଇଯାନ୍ତି କିନ୍ତୁ ବନ୍ଧୁଗଣ ବହି ଧର୍ମୀକ ବହି ଉପରେ ଅଟେ କାରଣ ସେମାନଙ୍କର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ କିନ୍ତୁ ବହି ଭୁତ ପ୍ରେତ ହିଂସା ଉପରେ ଅଟେ ସେଥିରେ ନିଶ୍ଚୟ ଭାବରେ ନକାରାତ୍ମକ ପ୍ରଭାବ ରହିଥାଏ ଯାହାର ନକାରାତ୍ମକ ପ୍ରଭାବ ଆମର ମାନସିକ ସ୍ତିତି ଉପରେ ପଡି ଥାଏ |
ବହୁତ ଜଣକ ଏହି ଅଭ୍ୟସ ଥାଏକି ସେମାନେ ନିଜ ପର୍ସ ଏବଂ ଟଙ୍କା କୁ ତକିଆ ତଳେ ରଖି ସୋଇଥାନ୍ତି କିନ୍ତୁ ଏମିତି କରିବା ପୁରା ପୁରି ଭୁଲୁ ହୋଇଥାଏ ପର୍ସ କିମ୍ବା ଟଙ୍କା ତକିଆ ତଳେ ରଖି ଶୋଇବା ଦ୍ୱାରା ଅନ୍ୟବସକ ଖର୍ଚ୍ଚ ବଢିଥାଏ ଆଉ ତା ସହ ଆମକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ ଟଙ୍କାକୁ ସବୁବେଳେ ଆଲମାରୀ ସିନ୍ଧୁକରେ ରଖନ୍ତୁ ହଁ କିଛି ବିଶେଷ ଗ୍ରହର ଶାନ୍ତି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା କିମ୍ବା ରୂପାର ମୁଦ୍ରାକୁ ଆପଣ ନିଜ ତକିଆ ତଳେ ରଖି ସୋଇପାରିବେ |
ଦର୍ଶକବନ୍ଧୁ ଘଣ୍ଟା ଏପରି ଏକ ବସ୍ତୁ ଅଟେ ଯାହା ଆମ ପାଇଁ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ ଅଟେ ସମୟ ଦେଖିବା ସହି ଘଣ୍ଟା ସମୟରେ ମହତ୍ୱ କୁ ବି ବୁଝାଇ ଥାଏ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ରେ ଘଣ୍ଟା ତକିଆ ତଳେ ରଖି ଶୋଇବା ନିଷେଧ ମନାଯାଇଛି ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏହା ଭଲ ନୁହେଁ ତକିଆ ତଳେ କିମ୍ବା ଶୋଇବା ପାଖରେ ଘଣ୍ଟା ରଖି ଶୋଇବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆମ ମନ ଓ ମାତିଷ୍କ ଉପରେ ପଡିଥାଏ |
ବହୁତ ଲୋକ ଘର ଗାଡି କିମ୍ବା ଦୋକାନ ଚାବି ତକିଆ ତଳେ ରଖି ଶୋଇଥାନ୍ତି ଏମିତି କକାରୀ ନିଜ ଜୀବନରେ ଅନେକ ସମସ୍ୟାକୁ ଆପଣ ଡାକି ଥାନ୍ତି କାରଣ ବ୍ୟକ୍ତି କିଛି ଡର ଭ୍ରମ କିମ୍ବା ବିଶ୍ୱାସର କାରଣ ରେ ଯଦି ଏମିତି କରୁଛନ୍ତି ତ ଏହାର ଅର୍ଥ ସେହି ବ୍ୟକ୍ତି ମନ ମାତିଷ୍କ ରେ ଆଘାତରୁ ହିଁ ନକାରାତ୍ମକ ଉର୍ଜା ଚାଲୁଥାଏ ଏହି ସବୁ ବସ୍ତୁକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ସେମାନେ ସମ୍ପର୍କରେ ଅଧିକ ଆସିବେ ଜୀବନରେ ଅଧିକ ସଙ୍କଟ ସାମ୍ନା କରିବାକୁ ପଡେ ସେଥିପାଇଁ ଭୁଲୁରେ ଏହି ସବୁ ଦିନିସକୁ ତକିଆ ତଳେ ରଖି ସୁଅନ୍ତୁ ନାହିଁ |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …