ଯେପରିକି ଆପଣ ମାନେ ଜାଣିଥିବେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେବେ ଯଦି ଆପଣ ନିଜ ଶରୀରର ଅଥବା ନିଜ ସ୍ୱାସ୍ଥ୍ୟର ଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ । ତେବେ ଆଜି ଆମର ଏହି ଆର୍ଟିକ୍ଲ ଟି ତୁଳସୀ ଗଛ ର ଔଷଧୀୟ ଗୁଣ ଉପରେ ଆଧାରିତ ଅଟେ। ଆପଣ ମାନେ ଏହା ଦେଖିଥିବେ କି ସାଧୁ ସନ୍ଥ ମାନେ ଆମକୁ ଯେଉଁ ପାଣି ଦିଅନ୍ତି ସେହି ପାଣି ରେ ମଧ୍ୟ ତୁଳସୀ ର ପତ୍ର ମିଶିଥାଏ ଏବଂ ସେଥିପାଇଁ ବହୁତ ସାରା ଲୋକ ମଧ୍ୟ ଏହାକୁ ମାଆ ବୋଲି କହିଥାନ୍ତି । ଆପଣ ମାନେ ଚିନ୍ତା କରନ୍ତୁ କି ଯଦି ଏକ ତୁଳସୀ ଆମର ସର୍ଦ୍ଦି ,କ୍ୟାନ୍ସର ଏବଂ ଚୁଟି ଝଡ଼ିବା ସମସ୍ୟା କୁ ଦୂର କରିପାରି ଥାଏ ତାହେଲେ ତାହାକୁ ମାଆ କହିବାରେ ଆସୁବିଧା କଣ ।
ତେଣୁ ପୂର୍ବକାଳରେ ଲୋକ ମାନଙ୍କୁ ଏହି ତୁଳସୀ ର ଔଷଧୀୟ ଗୁଣ ସମ୍ବନ୍ଧରେ ବହୁତ କିଛି ଜଣାଥିଲା ସେଥିପାଇଁ ଲୋକମାନେ ନିଜ ଘର ଆଗରେ ଏହି ତୁଳସୀ ଗଛ କୁ ଲଗାଉଥିଲେ । ତେବେ ଶାସ୍ତ୍ରରେ କୁହାଯାଇଥିବା କଥା ସବୁ କୁ ଅନ୍ଧ ବିଶ୍ବାସ ନ ମାନି ଏହା ପଛରେ ଥିବା ବିଜ୍ଞାନ କୁ ଟିକେ ଦେଖନ୍ତୁ । ତେବେ ଆଜି ଆପଣମାନଙ୍କୁ ଏହି ତୁଳସୀ ବିଷୟରେ କିଛି କହିବୁ ଯାହା କି ଆପଣ ମାନଙ୍କୁ ଜଣା ନାହିଁ ,ଯେମିତିକି ତୁଳସୀ କୁ ଘର ଆଗରେ କାହିଁକି ଲଗାଯାଇଥାଏ ,ଏହି ତୁଳସୀ କୁ ମାଆ ବୋଲି କାହିଁକି କୁହାଯାଇଥାଏ । ବନ୍ଧୁଗଣ ଏହି ତୁଳସୀ ଗଛ ନିକଟରେ ମଶା ରୁହନ୍ତି ନାହିଁ କି କୌଣସି ପ୍ରକାରର ବ୍ୟାକ୍ଟେରିଆ ମଧ୍ୟ ।
ଯଦି ଆମେ ଏକ ତମ୍ବା ପାତ୍ର ରେ ପାଣି ନେଇ ସେଥିରେ ତୁଳସୀ ପକାଇ ତେବେ ତାହା ୮ ଘଣ୍ଟା ପରେ ଅମୃତ ହୋଇଯାଇଥାଏ । ଯଦି ଆପଣ ତୁଳସୀ ପତ୍ର କୁ ନ ଚୋବେଇ ସକାଳୁ ଖାଲି ପେଟରେ ଏହାର ୨ ରୁ ୩ ପତ୍ର କୁ ପ୍ରତିଦିନ ଖାଆନ୍ତି । ତେବେ ଏହା ଅନେକ ପ୍ରକାରର ରୋଗ କୁ ଦୂର କରିଥାଏ। ଯଦି ଆପଣଙ୍କ ଶ୍ୱାସ ଜନିତ ସମସ୍ୟା ଥିବା ତାହେଲେ ତାହା ବହୁତ୍ ଶୀଘ୍ର ଭଲ ହୋଇଯିବ ।
ତୁଳସୀ ପତ୍ର ରସ କୁଆହୁ ସହ ମିଶାଇ ସେବନ କଲେ ଆପଣଙ୍କ ଯେ କୌଣସି ପ୍ରକାରର ଜ୍ବର ହୋଇଥିଲେ ବି ଭଲ ହୋଇଯିବ । ଏହାର ପ୍ରତିଦିନ ସେବନ କରିବା ଦ୍ଵାରା ଆପଣ କ୍ୟାନ୍ସର ଭଳି ମାରାତ୍ମକ ରୋଗ ମୁ ମଧ୍ୟ ଦୂର ରେ ରହିବେ ଏବଂ ଯଦି ଆପଣଙ୍କ ଚୁଟି ଉପୁଦୁଚି ତାହେଲେ ଏହାର ସେବନ କରିବା ଦ୍ୱାରା ଏହା ଆପଣଙ୍କ ଚୁଟି କୁ ମୂଳ ରୁ ଶକ୍ତ କରିଥାଏ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ