ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ସୁପରଷ୍ଟାର ସ୍ୱରାଜ ବାରିକ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଅନେକ ସାରା ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ସ୍ୱରାଜ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳମଧ୍ୟ ହୋଇପାରିଛନ୍ତି |
ତେବେ ଆସନ୍ତୁ ଜାଣିବା ସ୍ୱରାଜ ବାରିକ ପ୍ରକୃତରେ କାହାକୁ ଭଲପାଉଛନ୍ତି ବା ତାଙ୍କ ପ୍ରେମିକ କିଏ | ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଶିଶୁ କଳାକାର ଭାବେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି ମାରିଥିଲେ ସ୍ୱରାଜ ବାରିକ ଶିଶୁ କଳାକାର ଭାବେ ବହୁତ ସାରା ଓଡ଼ିଆ ଫିଲ୍ମ ରେ ନିଜର କମାଲ ଆକ୍ଟିଙ୍ଗ ଦେଖେଇ ସାରିଛନ୍ତି ଆଉ ତାପରେ ଗୋଟେ ହିରୋ ଭାବରେ ତୁ ମୋ ଲଭ ଷ୍ଟୋରି ରେ ନିଜର ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି |
ସ୍ୱରାଜ ବାରିକ ଏବଂ ସେ ଏବେ ଏକ ସୁପରଷ୍ଟାର ବନିପାରିଛନ୍ତି| ଦର୍ଶକବନ୍ଧୁ ଏହା ପରେ ସନମୀରା ଓ ଶିବାନୀ ଙ୍କ ସହ ଅଭିନୟ କରି ବହୁତ ସାରା ଫିଲ୍ମ ମଧ୍ୟ ଦେଇସାରିଛନ୍ତି ଗତ କିଛି ତଳେ ଗୋଟେ ଇଣ୍ଟରଭ୍ୟୁ ରେ ସ୍ୱରାଜ ଓ ଭୂମିକା ଯାଇଥିଲେ ସେଠାରେ ଆଙ୍କର ସ୍ୱରାଜ କୁ ପଚାରିଥିଲେ |
ସ୍ୱରାଜ ଆପଣ କାହାକୁ ଭଲପାଉଛନ୍ତି ସ୍ୱରାଜ ଏ ପ୍ରଶ୍ନର ଉତ୍ତର ଦେଇଥିଲେ କି ସେ ଏ ପର୍ଯ୍ୟନ୍ତ କାହାରିକୁ ଭଲପାଇନାହାନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |