Breaking News

ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ର ଅର୍ଥ କଣ ହୋଇଥାଏ ? ଦେଖନ୍ତୁ …

ଦର୍ଶକବନ୍ଧୁ ସ୍ବପ୍ନ ରେ ଇଶ୍ଵରରଙ୍କୁ ଦର୍ଶନ କରିବା ଦ୍ୱାରା ମଣିଷକୁ କଣ ଲାଭ ମିଳିଥାଏ | ମନୁଷ୍ୟକୁ ଏଭଳି ସ୍ବପ୍ନ ଦେଖିଲା ପରେ କଣ କରିବା ଉଚିତି ଏହା ବିଷୟରେ ଆଜି ମୁଁ ଆପଣଙ୍କୁ କହିବି | କୁହାଯାଇକି ଆମେ ଆମ ଜୀବନର ଇଛାକୁ ଆମ ସ୍ୱପ୍ନରେ ଦେଖି ଥାଉ ଆମେ କେଉଁ ପ୍ରକାରର ସ୍ବପ୍ନ ଦେଖି ଥାଉ ତାହା ଆମ ହାତରେ ନଥାଏ ଆମେ କେଉଁ ପ୍ରକାରର ସ୍ବପ୍ନ ଦେଖିପାରିବା ତେବେ ସାପ ଆମ ସ୍ୱପ୍ନରେ କେବେ କେବେ ଇଶ୍ୱର ସଂକେତ ଦେଖା ଦେଇଥାଏ |

ଆମର ପ୍ରଚୀନ ଗ୍ରନ୍ଥ ଏବଂ ପୁରାଣ ରେ ମଧ୍ୟ ସ୍ୱପ୍ନକୁ ମହତ୍ୱ ପୁର୍ଣ ବୋଲି କୁହାଯାଏ | ସ୍ୱପ୍ନରେ ଅଲଗା ଅଲଗା ଦିନିଷ ଅଲଗା ଅଲଗା ଅର୍ଥ ମଧ୍ୟ ରହିଛି ଧର୍ମ ଅନୁସାରେ ସ୍ବପ୍ନ ଦେଖିବା ଏହାର ପ୍ରଭାବ ଆମ ଜୀବନରେ କିପରି ପଡିଥାଏ ଏହା ଉପରେ ପୁରା ଲେଖା ଯାଇଛି ସେହି କାଳରେ ସ୍ବପ୍ନକୁ ଭ୍ରମ ମାୟା ମାନାଯାଇଥାଏ ଇଶ୍ଵରୀୟ ସ୍ୱପ୍ନକୁ ଭବିଷତ ରେ ଘଟିବାକୁ ଥିବା ଘଟଣାର ପୂର୍ବ ସୂଚନା ବୋଲି ମାନାଯାଏ |

ଆମେ ସମସ୍ତେ ଖରାପ ସମୟରେ ହିଁ ଭଗବାନକୁ ଡାକିଥାଉ ଏବଂ ମନ୍ଦିର କୁ ହିଁ ଯାଇଥାନ୍ତି ମନ୍ଦିରରେ ଭଗବାନ ଦର୍ଶନ ସହଜରେ ହୋଇଯାଏ କିନ୍ତୁ ମଣିଷର ଏହି ଇଚ୍ଛା ରହିଥାଏ ଖାସ କରି ଇଶ୍ୱରଙ୍କୁ ସ୍ୱପ୍ନରେ ଦର୍ଶନ ହେବ ବୋଲି ଏହା ଭୁତ କଷ୍ଟ କର କାମ |

ଆପଣ ନେଜେ ଅନୁଭବ କରିପାରୁଥିବେ ଆମକୁ ସ୍ୱପ୍ନରେ ଘର ଗଛ ଲତା ମଣିଷ ପଶୁ ପାଖି ଏବଂ ମନ୍ଦିରର ଦର୍ଶନ ମିଳିଥାଏ କିନ୍ତୁ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ହୁଏ ନାହିଁ ସ୍ୱପ୍ନରେ ମନ୍ଦିର ଦେଖନ୍ତି ମନ୍ଦିରକୁ ଯୋଡି ହୋଇ ରହିଥିବା ବିଭିନ୍ନ ପ୍ରକାରର ବସ୍ତୁ ଯୋଡି ହୋଇଥାନ୍ତି ମନ୍ଦିର ରେ କିଛି କିଛି ଲୋକଙ୍କୁ ମନ୍ଦିରରେ ହେଉଥିବା ପୂଜା ପାଠ ମନ୍ତ୍ର ଉଚ୍ଚାରଣ ହେଉଥିବାର ଏବଂ ଆଳତି ହେବାର ସ୍ବପ୍ନ ଦେଖନ୍ତି ଏଠି ପାଇଁ ଶ୍ରଦ୍ଧା ଏବଂ ଭକ୍ତି ଦରକାର ଏହା ଦ୍ୱାରା ହିଁ ଇଶ୍ୱର ପର୍ସନ ହୋଇଥାନ୍ତି ଆଉ ଦର୍ଶନ ଦେଇଥାନ୍ତି |

ଭଗବାନ ଙ୍କର ଦର୍ଶନ ପାଇବା ପାଇଁ ପ୍ରଚୀନ କାଳରୁ ହିଁ ଜପ ତପ ଉପବାସ ତପସ୍ୟା କରାଯାଉଛି ମହାଭାରତ ରାମାୟଣ ଏବଂ ପ୍ରଚୀନ ଗ୍ରନ୍ଥରେ ହିଁ କିଛି ତପସ୍ୟାର ଉଲେଖ କରାଯାଇଛି | ଯେଉଁ ଥିରେ ଭଗବାନଙ୍କ ଦର୍ଶନ ପ୍ରାପ୍ତ କରିବା ପାଇଁ ତଥା ତାଙ୍କୁ ପର୍ସନ କରିବାର ବରଦାନ ପ୍ରାପ୍ତ କରିଛନ୍ତି |

କିନ୍ତ ସେହି ତପସ୍ୟା ସାମାନ୍ୟ ତପସ୍ୟା ନୁହେଁ ଯାହାକି କେଉଁ ସାମାନ୍ୟ ବ୍ୟକ୍ତି କରିପାରିବେ ନାହିଁ ଏହି ତପସ୍ୟା କୁ ବର୍ଷ ବର୍ଷ ଧରି କରାଯାଉଥିଲା ଯାହା କୋଠାର ତପସ୍ୟା ଥିଲା ଏହାକୁ କେହି କରି ପାରନ୍ତି ନାହିଁ କେବେଳ ଅଧୁଭୂତ ଶକ୍ତି ଥିବା ବାଲା ବ୍ୟକ୍ତି ହିଁ ଏହି ତପସ୍ୟା କୁ କରିବାରେ ସକ୍ଷମ ହୋଉଥିଲେ |

ଆଜିର ଏହି କଳିଯୁଗରେ ମନୁଷ୍ୟ ସାଧାରଣ ପ୍ରୟାସ କରି ଇଶ୍ୱରଙ୍କୁ ଦର୍ଶନ କରି ପାରୁଛି ଈଶ୍ୱର ଆମ ସ୍ୱପ୍ନରେ ଆସି ସାକ୍ଷତ ଡରାଣ ଦିଅନ୍ତୁ ବୋଲି ଆମ ସମସ୍ତ ଙ୍କର ଇଚ୍ଛା ଥାଏ ବୋଲି ଏହା କିନ୍ତୁ ପୁଣ୍ୟ ବାନ ବ୍ୟକ୍ତିଙ୍କ ପାଖରେ ସମ୍ଭବ ଏହା ମଧ୍ୟ ଏତେ ସହଜ ନୁହେଁ ଏହି କଲି ଯୁଗରେ ଭଗବାନ ଦର୍ଶନ କରିବା ସହଜ ଏଥି ପାଇଁ ଆପଣଙ୍କୁ ସବୁ ଦିନ ବ୍ରହ୍ମ ମୁହଁରୁ ଇଶ୍ୱରଙ୍କୁ ଧ୍ୟାନ କରିବା ଉଚିତି ଇଶ୍ୱରଙ୍କୁ କଳ୍ପନା କରିବା ଉଚିତି ଏବଂ ସବୁବେଳେ ପ୍ରଶ୍ନ ଏହିବା ଦରକାର ଏହା କରିବା ଦ୍ୱାରା ଆପଣଙ୍କୁ ଗୋଟେ ଦିନ ଆପଣଙ୍କୁ ଇଶ୍ୱର ଦର୍ଶନ ହୋଇ ପାରିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.