Breaking News

ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ , ଜାଣନ୍ତୁ କିଛି ଖାସ୍ କଥା !

ଦର୍ଶକବନ୍ଧୁ ସ୍ବପ୍ନ ଦେଖିବା ବହୁତ ସାଧାରଣ କଥା ଅଟେ ସବୁ ଲୋକଙ୍କୁ ସ୍ବପ୍ନ ଆସିଥାଏ କାହାକୁ କମ କାହାକୁ ଅଧିକ ଆସିଥାଏ କିଛି ଲୋକଙ୍କୁ ଲଗାତାର ଫିଲ୍ମ ପରି ସ୍ବପ୍ନ ଦେଖାଯାଇଥାଏ ତିନି ପ୍ରକାରର ଲୋକଙ୍କୁ ସ୍ବପ୍ନ ବହୁତ ଆସିଥାଏ | ପ୍ରଥମରେ ଯିଏ ବେମାର ରହିଥାଏ | ଦ୍ୱିତୀୟରେ ଯାହାର ହାତର ରେଖା ବହୁତ ଅଙ୍କା ବଙ୍କା ଯାହାର ହାତରେ ବହୁତ ଅଧୁକ ରେଖା ଥାଏ | ତୃତୀୟରେ ଯେ ଅଧିକ ଭାବିଥାଏ ଯିଏ ବହୁତ ଭାବୁକ ହୋଇଥାଏ ଏବଂ ହୃଦୟ ରୁ ବହୁତ ସଫା ହୋଇଥାଏ ସେମାନେ ଅଧିକ ସ୍ବପ୍ନ ଦେଖିଥାନ୍ତି ଆସନ୍ତୁ ଜାଣିବା କେଉଁ ପ୍ରକାରର ସ୍ବପ୍ନ ସତ ହୋଇଥାଏ |

ଯଦି ରାତିକୁ ତିନି ଭଗରେ ବିଭକ୍ତ କରିଦେବା 10 ଟାରୁ 12ତା ଭିତରେ ଯେଉଁ ସ୍ବପ୍ନ ଆସିଥାଏ ଏହାର କୌଣସି ଅର୍ଥ ରହିନଥାଏ ଏହା ଶୋଇବାର ପ୍ରଥମ ପାହାର ହୋଇଥାଏ ଆପଣ ଯେଉଁ କାର୍ଯ୍ୟ କରି ସୋଇଛନ୍ତି କିମ୍ବା ଯେମିତି ଆପଣଙ୍କର ଦିନ ଯାଇଥିବ ସେହି ସମ୍ଵଡିଥ ସ୍ବପ୍ନ ଏହି ସମୟରେ ଆସିଥାଏ | କିନ୍ତୁ 12 ଟାରୁ 3ତା ଭିତରେ ଯେଉଁ ସ୍ବପ୍ନ ଦେଖାଯାଏ ତାହା ଆପଣଙ୍କ ପାଇଁ ସୂଚକ ହୋଇଥାଏ ଏମିତି ସ୍ବପ୍ନ ଦେଖିବା ସମୟରେ ଆପଣ ନିଦରେ ବହୁତ ଅଜୀବି ବ୍ୟାକୁଳ ଅନୁଭବ କରିଥାନ୍ତି | ଏବଂ 3ଟାରୁ 6ଟା ମଧ୍ୟରେ ଦେଖା ଯାଇଥିବା ସ୍ବପ୍ନ ପୁରା ହେବାର ସମ୍ଭାବନା ବହୁତ ଅଧିକ ହୋଇଥାଏ |

ଏହାକୁ ଏମିତି ବୁଝି ପାରିବାକି ଯେଉଁ ସମୟରେ ସ୍ବପ୍ନ ଦେଖୁଛନ୍ତି ସେହି ସମୟରେ ଆପଣଙ୍କ ଆଖପାଖରେ କିଛି ସେମିତି ହିଁ ଘଟଣା ଆପଣଙ୍କ ନିକଟତର ଲୋକ ସହିତ ଘଟୁଥାଇ ପରେ ଯଦି ସୂର୍ଯ୍ୟ ଉଦୟ ସମୟରେ ଆପଣ କୌଣସି ସ୍ବପ୍ନ ଦେଖୁଛନ୍ତି ତ ଏହାର ବହୁତ ସମ୍ଭାବନା ହୋଇଥାଏ ସେହି ସ୍ବପ୍ନ ଆପଣ ଉଠିବା ପରେ ଦିନରେ କୌଣସି ସମୟରେ ପୁରା ହୋଇଥାଏ ଏହା ଥିଲା କେଉଁ ସମୟର ସ୍ବପ୍ନ କଣ ପ୍ରଭାବ ପକେଇଥାଏ |

ଅଧିକାଂଶ ଲୋକ ଙ୍କର ପ୍ରଶ୍ନ କୋଉ ମାନଙ୍କର ସ୍ବପ୍ନ ସତ ହୋଇଥାଏ | ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କର ହୃଦୟ ସଫା ହୋଇଥାଏ କିମ୍ବା ଯାହାର ମନରେ ଛଳ କପଟ ନଥାଏ ଯେଉଁ ଲୋକ ସଫା ହୃଦୟରେ ପୂଜା ପାଠ କରିଥାନ୍ତି ଯିଏ ଅନ୍ୟର କଷ୍ଟକୁ ବୁଝି ପାରନ୍ତି ଏମିତି ଲୋକଙ୍କ ସ୍ବପ୍ନ ପ୍ରାୟ ସତ ହୋଇଯାଇଥାଏ ଏମିତି ଲୋକଙ୍କ ଜୀବନରେ ଘଟିବାକୁ ଥିବା ଘଟଣା ମାନ ସ୍ବପ୍ନ ଦେଖି ଦେଇଥାନ୍ତି ଏହା ଥିଲା କେଉଁ ପ୍ରକାରର ଲୋକଙ୍କ ସତ ହୋଇଥାଏ |

ଯଦି ଭଗବାନ କିମ୍ବା ଦେବୀ ଦେବତାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତ ଏହାର ଅର୍ଥ କଣ ହୋଇପାରେ ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନର ବିଶେଷ ମହତ୍ୱ ରହିଥାଏ କାହିଁ ନା କାହିଁ ଏହି ସ୍ବପ୍ନ ଆପଣଙ୍କ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାନ୍ତି ଏହି ପ୍ରକାରର ଦେବୀ ଦେବତା କିମ୍ବା ଭଗବାନଙ୍କୁ ସ୍ୱପ୍ନରେ ଦେଖିଥାନ୍ତି ତା ଏହାର କିଛିନା କିଛି ଅର୍ଥ ଅବଶ୍ୟ ରହିଥାଏ | ବନ୍ଧୁଗଣ ଦେବୀ ଦେବତାଙ୍କର ସ୍ବପ୍ନ ସେବେ ଆସିଥାଏ ଯେବେ ଆପଣ ଧର୍ମୀକ ପ୍ରବୃତ୍ତିର ହୋଇଥାନ୍ତି କିମ୍ବା ଆପଣ ଭକ୍ତିରେ ବିଶ୍ୱାସ ରଖିଥାନ୍ତି କିନ୍ତୁ ବେସ୍ତତା ପାଇଁ ଭଗବାନଙ୍କୁ ପୂଜା କରିପାରିନଥାନ୍ତି |

ସ୍ବପ୍ନ ରେ ଦେବୀ ଦୁର୍ଗା ସ୍ୱପ୍ନରେ ମା ଦୁର୍ଗାଙ୍କୁ ଦେଖିବା ଶକ୍ତିର ପ୍ରତୀକ ଅଟେ ମା ଦୁର୍ଗାଙ୍କ ସ୍ବପ୍ନ ରୋଗର ବିନାଶର ସଙ୍କେତ ହୋଇଥାଏ ଭଗବାନ ବ୍ରମହା | ବ୍ରମାହା ଙ୍କୁ ସ୍ୱପ୍ନରେ ଦେଖିବା ଏହାକି ଆପଣଙ୍କ ଜୀବନରେ ପ୍ରସନ୍ନ ତାର ଆଗମନ ନିଶ୍ଚିତ ଅଟେ ଭଗବାନ ଗଣେଶ | ଭଗବ ଗଣେଶ ସ୍ୱପ୍ନରେ ଆସିବାର ଅର୍ଥ ଆପଣଙ୍କ ଜୀବନରେ ରୋକି ଯାଇଥିବା ସବୁ କାର୍ଯ୍ୟ ଏବେ ଜଲଦି ପୁରଣ ହେବାର ଅଛି |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.