ବନ୍ଧୁଗଣ ହିନ୍ଦୁ ଧର୍ମରେ ସାପକୁ ପୂଜା କରାଯାଇଥାଏ ସାପର ବିଷୟରେ ବିଭିନ୍ନ ପୁରାଣ ଗ୍ରନ୍ଥ ମାନଙ୍କରେ ଉଲେଖ ରହିଅଛି କେତେ ବେଳେ ସାପ ଦେବତାଙ୍କର ପ୍ରତୀକ ଅଟେ କେତେ ବେଳେ ମୃତ୍ୟୁ ର ସଙ୍କେତ ମଧ୍ୟ ହୋଇଥାଏ ତେଣୁ ସଫା ମନୁଷ୍ୟ ଜୀବନ ସହିତ ପ୍ରଚୀନ କାଳରୁ ମନୁଷ୍ୟ ଶୀତ ଯୋଡି ହୋଇରହିଛି ଏଠି ପାଇଁ ମନୁଷ୍ୟକୁ କେବେ ନା କେବେ ସ୍ୱପ୍ନରେ ସଫା ଦେଖା ଦେବା ସହ ସୋଭାବିକ ଅଟେ କିନ୍ତୁ ଯଦି ରାତିରେ ସାପର ସ୍ବପ୍ନ ଆସିଥାଏ ତେବେ ଆମେ ଡରିଯାଇଥାଉ ଓ ଆମେ ଜାଣିବାକୁ ଚାହିଁଥାଉକି କଣ ଏହା କୌଣସି ଅମଙ୍ଗଳ ସୂଚନା ନୁହେଁତ |
ତେଣୁ ଶାସ୍ତ୍ର ଅନୁସାରେ ସାପ ଦେଖିବାର ଅଲଗା ଅଲଗା ଅର୍ଥ ରହିଅଛି କେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ କେବେ ଅମଧ୍ୟ ଏହାଏ ଅଶୁଭ ହୋଇଥାଏ | ସ୍ୱପ୍ନରେ ଏକରୁ ଅଧିକ ଫଣା ଥିବା ସାପ ବା ସପ୍ତ ଫେଣି ସାପ ଦିଖିବା ଅର୍ଥ ଏମିତି ସ୍ବପ୍ନ ବହୁତ କମ ଲୋକ ଦେଖିଥାନ୍ତି ଏହି ସ୍ୱପ ମନୁଷ୍ୟ ଜୀବନରେ ଆଗାମୀ ସଫଳତାରେ ସୂଚନା ଦେଇଥାଏ ସାପର ସାତଟି ଫଣା ଆପଣଙ୍କୁ ଅନେକ ଦିଗରୁ ସଫଳତାର ସଙ୍କେତ ଦେଇଥାଏ |
ସ୍ୱପ୍ନରେ ମଲା ସାପ ଦେଖିବାର ଅର୍ଥ ସ୍ୱପ୍ନରେ ମରିଯାଇଥିବା ସାପ ଦେଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଟେବୁ ଏମିତି ସ୍ବପ୍ନ ଆସିବା ପରେ ଆପଣ ଭଗବାନ ଶିବଙ୍କୁ ପୂଜା କରି କ୍ଷମା ପର୍ଥନା କରନ୍ତୁ | ସ୍ୱପ୍ନରେ ପିତଳ ବା ଧାତୁରେ ନିର୍ମିତ ସାପ ଦେଖିବା ଅର୍ଥ ଏହି ସ୍ବପ୍ନ ଆପଣଙ୍କର କିଛି ଦୈବିକ ଋଣର ସୂଚନା ଦେଇଥାଏ ଯଦି ଆପଣ ମାନଙ୍କର କୌଣସି ଦେବ କାର୍ଯ୍ୟ ବାକି ରହିଛି ତେବେ ତୁରନ୍ତ ସମାପ୍ତି କରି ନିଅନ୍ତୁ |
ସ୍ୱପ୍ନରେ ସାପ ସହିତ ଶିବ ଲିଙ୍ଗର ଦୃଶ୍ୟ ଦେଖିବାର ଅର୍ଥ ଏହା ହେଉଛି ଅତ୍ୟନ୍ତ ଶୁଭ ସ୍ୱପ୍ନ ଏମିତି ସ୍ବପ୍ନ ପ୍ରୟ ପ୍ରତେକ ଏକ ହଜାର ଲୋକ ମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ଆସିଥାଏ ଏବଂ ଆପଣ ମାନେ ଜଣେ ଶିବ ଭକ୍ତ ଅଟନ୍ତି | ଯଦି ସ୍ୱପ୍ନରେ ହଳଦିଆ ବା ସୁନେଲି ରଙ୍ଗର ସଫା ଦେଖିବା ଅର୍ଥ ହଳଦୀ ରଙ୍ଗ ଶୁଭ୍ର ପ୍ରତୀକ ଅଟେ ତେଣୁ ଯଦି ଆପଣ ସ୍ୱପ୍ନରେ ହଳଦିଆ ରଙ୍ଗର ସାପ ଦେଖନ୍ତି ତେବେ ଆପଣ ମାନଙ୍କର ଧନ ସମ୍ପତି ବୃଦ୍ଧି ହେବାର ସୂଚନା ମିଳୁଥାଏ |
ସ୍ବପ୍ନ ରେ ସାପ ନିଜ ପଛରେ ଗୋଡ଼େଇ ବାର ଅର୍ଥ ଏହା ଅଶୁଭ ଅଟେ ତେଣୁ ଏମିତି ସ୍ୱପ୍ନ ଦେଖିବା ପରେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏବଂ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର ସହିତ ବେଲପତ୍ର ଅର୍ପଣ କରି ଖେମା ମାର୍ଜନା କରନ୍ତୁ | ସ୍ୱପ୍ନରେ ସାପ ଅଣ୍ଡା ଦେଖିବାର ଅର୍ଥ ଆପଣ ମାନଙ୍କର ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ବନୁଛି ଏବଂ ଏହା ବୈବାହିକ ଜୀବନରେ ଖୁସି ଆସିବାର ଶୁଭ ସୂଚନା ମଧ୍ୟ ଦେଇଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …