ନମସ୍କାର ବନ୍ଧୁଗଣ ଆମେ ଦେଖୁଥିବେ ସ୍ୱପ ଆମକୁ ଭବିଷ୍ୟତ ଆଡକୁ ସଂକେତ ଦେଇଥାଏ କୁହାଯାଏ କି ସବୁ ସ୍ବପ୍ନ ର କିଛି ନା କିଛି କାରଣ ଥାଏ ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣଙ୍କୁ ସ୍ୱପ୍ନରେ ମାତା ଦୁର୍ଗା ଦେଖା ଦିଅନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ଏହା ଭଲ ହୋଇଥାଏ ନା ଖରାପ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ଜଣେ ଚିନ୍ତିତ ବ୍ୟକ୍ତି ବା ଦୁଃଖୀ ବ୍ୟକ୍ତିଙ୍କ ସ୍ୱପ୍ନରେ ଯଦି ମାତା ଦୁର୍ଗା ଆସନ୍ତି ତେବେ ଏହାର ଅର୍ଥ ହେଉଛି ତାର ସବୁ ଦୁଃଖ ଆଗାମୀ ଦିନ ମାନଙ୍କରେ ଶେଷ ହେବାକୁ ଯାଉଛି ଓ ବହୁତ ଶୀଘ୍ର ସେ ଲାଭବାନ ହେବ ଓ ତାର ଜୀବନରେ ଆଗାମୀ ଦିନ ମାନଙ୍କରେ ବହୁତ ଖୁସି ଆସିବାକୁ ଯାଉଛି |
ତେବେ ଦର୍ଶକବନ୍ଧୁ ଯଦି କୌଣସି ଗରିବ ବ୍ୟକ୍ତିର ସ୍ୱପ୍ନରେ ମା ଦୁର୍ଗା ଆସନ୍ତି ତେବେ ଏହାର ଅର୍ଥ ହେଉଛି କି ତା ଜୀବନରୁ ଏବେ ବହୁତ ଶୀଘ୍ର ଦରିଦ୍ରତା ଦୂର ହେବାକୁ ଯାଉଛି | କୁହାଯାଏ କି ଯଦି କୌଣସି ଲୋକ ବେମାର ଅଛି ଆଉ ତା ସ୍ୱପ୍ନରେ ମା ଦୁର୍ଗା ଦେଖା ଦିଅନ୍ତି ତେବେ ଏହାର ଅର୍ଥ ହେଉଛି କି ବହୁତ ଶୀଘ୍ର ତାକୁ ଏହି ସବୁ ବେମାରୀ ରୁ ମୁକ୍ତି ମିଳିବାକୁ ଯାଉଛି |
ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ମା ଦୁର୍ଗା ଲଢୁଥିବାର ଦେଖିବାକୁ ମିଳେ ତେବେ ଏହାର ଅର୍ଥ ହେଉଛି ସେହି ବ୍ୟତି ଏବେ ତାର ସବୁ ସମସ୍ୟା ସହ ଲଢ଼ିବାକୁ ପୁରା ଠିକ ଠାକ ଭାବରେ ପ୍ରସ୍ତୁତ ଅଛି ଆଉ ତାକୁ ତାର ଜୀବନରେ ବହୁତ ଶୀଘ୍ର ସଫଳତା ମିଳିବାକୁ ଯାଉଛି |
ଓ ଏହା ଛଡା ଯଦି ଆପଣ କାହାକୁ ଡରୁଛନ୍ତି ଓ ଏହି ସମୟରେ ଆପଣଙ୍କ ସ୍ବପ୍ନ ରେ ମା ଦୁର୍ଗା ଦର୍ଶନ ଦିଅନ୍ତି ତେବେ ଏହାର ଅର୍ଥ ହେଉଛି କି ଆପଣଙ୍କର ଡରିବାର କୌଣସି ଆବଶ୍ୟକତା ନାହିଁ ଆପଣ ନିଜର ସାହାସିକତା ସହ ଜୀବନ ଜାପନ କରନ୍ତୁ ତେବେ କହିବାକୁ ଗଲେ ମା ଦୁର୍ଗାଙ୍କୁ ସ୍ୱପ୍ନରେ ଦେଖିବା ବହୁତ ଶୁଭ ହୋଇଥାଏ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …