ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀଙ୍କୁ ବିରୋଧ କିନ୍ତୁ ଶଙ୍ଖକୁ ସମର୍ଥନ ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା | ତେବେ ଦର୍ଶକବନ୍ଧୁ ସ୍ୱାମୀଙ୍କୁ ବିରୋଧ କରିଛନ୍ତି ବର୍ଷା କିନ୍ତୁ ଦଳ କୁ ପୁରା ସମର୍ଥନ କରୁଥିବାର ନଜର ଆସିଛନ୍ତି ଓଲିଉଡ଼ କୁଇନ ବର୍ଷା ସରପଞ୍ଚ ପ୍ରାଥୀ ପାଇଁ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି କେନ୍ଦ୍ରାପଡା ସାଂସଦ ଙ୍କ ପତ୍ନୀ ତଥା ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ |
ତେବେ ଦର୍ଶକବନ୍ଧୁ ସୂଚନା ଅନୁଯାୟୀ ବର୍ଷା ଭଦ୍ରକ ଯାଇ ବିଜୁ ଜନତା ଦଳ ସପକ୍ଷରେ ଭୋଟ ମାଗିଛନ୍ତି ସେ ଗାଁ ରେ ବୁଲି ବୁଲି ବିଜେଡି ସରପଞ୍ଚ ପାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ସେ ଗାଁ ଗାଁ ବୁଲି ଲୋକମାନଙ୍କ ହାତ ରେ ହାତ ମିଳାଇ ଭୋଟ ମାଗିଛନ୍ତି ଓ ପ୍ରଚାର ସମୟରେ ସେ ଗାଡ଼ିରେ ସରପଞ୍ଚ ପ୍ରାଥୀ ଙ୍କ ସହ ବୁଲୁଥିବାର ନଜର ଆସିଥିଲେ |
ତେବେ ବର୍ଷା ଙ୍କୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବେଶ ଭିଡ଼ ଜମିଥିଲା ଏପଟେ ଦେଖିବାକୁ ଗଲେ ସ୍ୱାମୀ ଅନୁଭବ ଙ୍କ ବାନ୍ଧବୀ ଜାଗୃତିଙ୍କ ନାଁ ରେ ବର୍ଷା ମାମଲା ଦାୟର କରିଛନ୍ତି ବର୍ତମାନ ଏହାରି ମଧ୍ୟରେ ବିଜେଡି ପାଇଁ ବର୍ଷା ଭୋଟ ମାଗୁଥିବାର ନଜର ଆସିଛନ୍ତି |
ତେବେ ଦର୍ଶକବନ୍ଧୁ ଆଜି ତାଙ୍କର ଏହି ପ୍ରଚାରକୁ ଦେଖି ଜଣାପଡୁଥିଲା କି ସ୍ୱାମୀଙ୍କୁ ବରୋଧ କରିବେ ସତ୍ୱେ ସେ ବିଜେଡି କୁ ପୁରା ସମର୍ଥନ ଜଣାଇଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ବର୍ଷା କେମିତି ଲାଗନ୍ତି ଆଉ ଏସବୁ କୁ ନେଇ ଆପଣଙ୍କର ମତ କଣ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |