ଦର୍ଶକବନ୍ଧୁ ଆପଣମାନେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଘଟଣା ଶୁଣୁଥିବେ ତେବେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ସ୍ତ୍ରୀ ପିଲାଙ୍କୁ ଛାଡି ପ୍ରେମିକ ସହିତ ପଳାଇ ଯାଇଛନ୍ତି ସେ କାହା ସହିତ ପଳାଇ ଯାଇଛନ୍ତି ପରିବାରେ କେହି ଜାଣିନାହାନ୍ତି | ପଳାଇ ଯାଇଥିବାଙ୍କ ସ୍ୱାମୀ ଏ ବାବଦରେ ରିପୋଟ ଦାଖଲ କରିଛନ୍ତି ଏହି ଘଟଣାରେ ପୋଲିସି ତନ୍ଧନ୍ତ୍ତି କରିଛି |
ସୂଚନା ଅନୁସାରେ ମହିଳା ଙ୍କ ସ୍ୱାମୀ ସୁରଟରେ ଅବସ୍ତିତ ଏକ କମ୍ପାନୀ ରେ କାମ କରୁଥିଲେ | କିଛି ଦିନ ପରେ ସ୍ୱାମୀ ଘର ନିର୍ମାଣ କରିବାକୁ ଆସିଥିଲେ ଏହି ସମୟ ମଧ୍ୟରେ ମାର୍ଚ୍ଚ ୧ ତାରିକରେ ମହିଳା ଜଣଙ୍କ ଏକ ଔଷଧ ଆଣିବାକୁ କହି ଘରୁ ବାହାରି ଥିଲେ କିନ୍ତୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ |
ଅସୁବିଦା ଜନକ ମହିଳାଙ୍କ ସ୍ୱାମୀ ତାଙ୍କ ତରପରି ବହୁତ ଖୋଜା ଖୋଜି କରିଥିଲେ | ତାଙ୍କ ସ୍ତ୍ରୀ ର କିଛି ଖବର ମିଳିଲାନାହିଁ ଏହି ମାମଲା ଦୋଗଡାଉନୁ ସବଡ଼ିଭିଜନ ଅନ୍ତର ଗତ ନୟା ଭୋଜ ପୁରୁ ଅଞ୍ଚଳର ଏକ ଗାଁ ଅଟେ |
ପ୍ରେମର ଜାଲରେ ପଡିବା ପରେ ସେ କାହା ସହିତ ପଳାଇ ଯାଇଛନ୍ତି ବୋଲି ସ୍ୱାମୀ ଭୟ କରୁଛନ୍ତି ଦାଇତ୍ୱ ରେ ଥିବା ରାଜୀବ ରଞ୍ଜରାୟ କହିଛନ୍ତି ଯେ ସ୍ୱାମୀଙ୍କ ବିବୃତି ପଞ୍ଜିକରଣ କରିବା ପରେ ପୋଲିସି ଅଧିକ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …