ଦର୍ଶକବନ୍ଧୁ ଦାମ୍ପତ୍ୟ ଜୀବନରେ ରାଗ ରୁଷା ମନମାଳିନ ସାଧାରଣ କଥା କେବେ କେବେ ଏହା ପତିପତ୍ନୀ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ କିନ୍ତୁ ବାରମ୍ବାର ଏପରି ହେବ ଦ୍ୱାରା ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ | ଯଦି ବିନା କାରଣରେ ଛୋଟ ଛୋଟ କଥାରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥାଏ ଏବଂ ଘରେ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଉଥାଏ |
ତେବେ ବନ୍ଧୁଗଣ ଏହା ବସ୍ତୁଦୋଷ ଜନିତ ହୋଇପାରେ | ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣାକୁ ଏହି ଖବର ମଧ୍ୟରେ ଜଣେଇବୁ | ତେବେ ଘରର ମୁଖ୍ୟ ଦ୍ୱାରରେ କଣ୍ଟା ଗଛ କିମ୍ବା ଭାଙ୍ଗିଯାଇଥିବା ଜିନିଷ ରଖନ୍ତୁ ନାହିଁ | ମାଟିସୁରେଇରେ ପାଣି ରଖି ତାକୁ ଘରର ଉତର ପୂର୍ବ କୋଣରେ ରହିଲେ ବସ୍ତୁ ସମସ୍ୟା ଦୂର ହୋଇଥାଏ | 7 ଟି ଦ୍ଵିତୀୟ ଚନ୍ଦ୍ର ଦର୍ଶନ କଲେ ମନବାଞ୍ଛା ପୁର୍ଣ ହୁଏ ପ୍ରତିଦିନ ସକାଳେ ଦୁଇଟି ନିମ ପତ୍ର ଖାଇଲେ ମୁହଁର ରାଗ ତେଜେ ବାଡିଥାଏ |
ବନ୍ଧୁଗଣ ସକାଳୁ ଉଠି ବସି ଏକ ଗ୍ଲାସ ପାଣି ପିଲେ ମଙ୍ଗଳ ହୋଇଥାଏ | ପିତୃ ମାତୃ 7ଦିନ ପାନ ଖାନ୍ତୁ ନାହିଁ କିମ୍ବା ଅନ୍ୟ ଘରେ ଭୋଜନ କରନ୍ତୁ ନାହିଁ, ଏହି ଦିନରେ ଅଧିକାଂଶ ନିରବ ରହିଲେ ମଙ୍ଗଳ ହୋଇଥାଏ | ଭୂମି ଉପରେ ଆସନ ପରିକରି ବସି କରି ଖାଇଲେ ମଙ୍ଗଳ ହେବ ହୋଇଥାଏ | ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଞ୍ଚ ଅଲବମରେ ରଖିଲେ ତାହା ଦୂର ହୋଇଥାଏ | ଗାଧୁଆ ଘରେ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହଁ କାରଣ ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି |
ବନ୍ଧୁଗଣ କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ | ସନ୍ଧ୍ୟା ସମୟରେ ଖାଇବା ଶୋଇବା ପାଠ ପଡିବ ଉଚିତ ନୁହେଁ, ସକାଳୁ ଉଠିବା ପରେ ପ୍ରଥମେ ଠାକୁର ଦର୍ଶନ କରିବାପରେ ନିଜ ମୁହଁ ଆଇନରେ ଦେଖନ୍ତୁ |
ବନ୍ଧୁଗଣ ପୋଡି ହୋଇଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ, ମାଙ୍କଡ ଘର ଭିତରେ ପଶିଲେ ଅର୍ଥହାନିର ସୂଚନା ମିଳେ ମଙ୍ଗଳବାରଦିନ ହନୁମାନ ଚାଳିଶ ପଢନ୍ତୁ | ଲୀନାକୁ କାଚ ପାତ୍ରରେ ରଖି ସେଥିରେ କିଛି ଲବଙ୍ଗ ରଖିଲେ ଆର୍ଥିକ ସ୍ଥିତି ଭଲ ହୁଏ | ଦର୍ଶକବନ୍ଧୁ ଗର୍ଭବତୀ ମହିଳା ମାନେ ଗୀତ ପାଠ କଲେ ବହୁତ ମଙ୍ଗଳ ହୋଇଥାଏ ପୂଜାରେ ତମ୍ଭା ବାସନା ବ୍ୟବହାର କରିବା ଉଚିତ,ସୂର୍ଯ୍ୟ ପୂଜା ସମୟରେ ତମ୍ଭା ମୁଦିଟିଏ ପିନ୍ଧିବା ଉଚିତ |
ଦର୍ଶକବନ୍ଧୁ ସୂର୍ଯ୍ୟ ଅସ୍ତ ପରେ କ୍ଷୀର ହଳଦୀ କାହାରିକୁ ଦିଅନ୍ତୁ ନାହିଁ | ବାଡ଼ିରେ ମହୁ ଫେଣା ଥିଲେ କେବେ ଭାଙ୍ଗନ୍ତୁ ନାହିଁ ଏହା ଶୁଭ ଫଳ ଦେଇଥାଏ ଏହି ସବୁ ଜିନଷକୁ ନିହାତି ଜାଣିବା ଉଚିତ ଏହାସବୁ ଅନୁଚିନ୍ତା ସ୍ୱାମୀ ସ୍ତ୍ରୀ ଭିତରେ ବାରମ୍ବାର ଝଗଡା ହେଉଥିଲେ କଣ କରିବେ ଆପଣମାନେ ଏହି ଖବର ମାଧ୍ୟମରେ ଜାଣିଲେ | ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଂକର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ