Breaking News

ସ୍ଵାମୀ ଙ୍କ ସହ ଚିଲିକା ସମୁଦ୍ର ରେ ଝିଲିକ ,ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବହୁତ ସଫଳତା ହାସଲ କରିପାରିଛନ୍ତି | ଝିଲିକ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତି |ତେବେ ବନ୍ଧୁଗଣ ଝିଲିକ ଙ୍କର ବିବାହ ଏକ ବର୍ଷ ହୋଇସାରିଲାଣି |ବିବାହ ପରେ ବହୁତ ଚର୍ଚା ରେ ଥିଲେ ଝିଲିକ ସୋସିଆଲ ମିଡିଆ ରେ ତାଙ୍କ ବିବାହ ର ଫଟୋ ଗୁଡିକ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା |
ଝିଲିକ ଶାଶୁ ଘରେ କେମିତି ଅଛନ୍ତି କଣ କରୁଛନ୍ତି କେମିତି ଠାକୁର ପୂଜା କରୁଛନ୍ତି ଓ ନିଜ ପରିବାର ସ୍ଵାମୀ ଙ୍କ ସହ କୁଆଡେ ବୁଲିବାକୁ ଯାଉଛନ୍ତି ଏମିତି ସବୁକିଛି ପ୍ରତ୍ୟକ ସମୟରେ ସୋସିଆଲ ମିଡିଆ ରେ ଚର୍ଚା ର ବିଷୟ ପାଲଟି ଥାଏ |ତେବେ ବର୍ତମାନ ସମୟରେ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଝିଲିକ ଙ୍କର ଚିଲିକା ଭ୍ରମଣ |ସେ ଚିଲିକାରେ କେମିତି ମଜା ମସ୍ତି କରୁଛନ୍ତି ଓ ଛୋଟ ଛୋଟ ପକ୍ଷୀ ମାନଙ୍କୁ କେମିତି ଖାଇବାକୁ ଦେଉଛନ୍ତି ତା ସହିତ ସେ ଜାଲରେ ମାଛ ମାରୁଥିବାର ନଜର ଆସିଛନ୍ତି ଝିଲିକ |


ସେ ସମୁଦ୍ରରେ କେମିତି ମାଛ ମାରୁଛନ୍ତି ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ |ତେବେ ବନ୍ଧୁଗଣ ବର୍ତମାନ ସମୟରେ ସୋସିଆଲ ମିଡିଆ ରେ ଚର୍ଚା ର ବିଷୟ ପାଲଟିଛି ଝିଲିକ ଙ୍କର ଚିଲିକା ଭ୍ରମଣ ଓ ସେ ଏହି ବୁଲିବା ସମୟର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି |ତେବ ଏହି ଭିଡିଓ ରେ ଯାହା ଯାହା ଜଣା ପଡୁଛି ଝିଲିକ ଛୋଟ ଛୋଟ ପକ୍ଷୀ ଙ୍କୁ ଖାଇବାକୁ ଦେଉଛନ୍ତି | ଓ ଡଙ୍ଗା ରେ ବୁଲୁଛନ୍ତି ଏହି ଖୁସି ର ସମୟ କୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.