Breaking News

ସ୍ଵାମୀ ଙ୍କୁ ଛାଡି ପର ପୁରୁଷ ସହ ପ୍ରେମ ! ପରେ ଗୋଟିଏ କିସ ପାଇଁ ପ୍ରେମିକା କୁ ହତ୍ୟା କଲା ପ୍ରେମିକ

ଘଟଣାଟିରେ ପ୍ରେମୀକାର ଗଳା କାଟି ହତ୍ୟା କରିଥିବା ପ୍ରେମିକ ସୌରଭକୁ ପୋଲିସ ପଚରା ଉଚରା କରୁଛି । ଏହା ସହିତ ଏକ କଥା ସାମ୍ନା କୁ ଆସିଛି ଯେ ଦୀର୍ଘ ତିନି ବର୍ଷର ଏହି ସମ୍ପର୍କକୁ କ’ଣ ପାଇଁ ଏମିତି ଶେଷ କରାଗଲା, ଯାହା କୌଣସି ଫିଲ୍ମ ଷ୍ଟୋରୀରୁ କମ ନୁହେଁ। ଯାହା ବିଷୟରେ ଆମେ ଆପଣଙ୍କୁ ଏହି ଆର୍ଟିକ୍ଲ ରେ କହିବୁ।

ହତ୍ୟାକାରୀ ସୌରଭ ପୋଲିସଙ୍କୁ କହିଛନ୍ତି କି ପ୍ରିୟା ଅଗ୍ରୋୱାଲ (୨୫) ଙ୍କ ସହିତ ତାଙ୍କର ଦେଖା ତିନି ବର୍ଷ ପୂର୍ବେ ପରଦେଶୀପୁରା ଚୌରାହେରେ ହୋଇଥିଲା। ଯେଉଁଠି ଦୁଇ ଜଣଙ୍କର ଧକ୍କା ହେବାପରେ ସାଙ୍ଗ ହୋଇଥିଲେ ଏବଂ ପରେ ଏହି ବନ୍ଧୁତ୍ବ ଲଭରେ ବଦଳି ଯାଇଥିଲା।


ରିପୋର୍ଟ ମୁତାବକ ସୌରଭ ପୋଲିସଙ୍କୁ କହିଛି କି ଯେ, ପ୍ରିୟା ଲକଡାଉନ ସମୟରେ ମୋ ସହ ରହୁଥିଲା । ଘର ନ ମିଳିବାରୁ ତାକୁ ଛାଡିବାକୁ ପଡିଲା। ଆମର କେତେଥର ରିଲେସନ ରହିଛି। ନା ସେ ତା ସ୍ବାମୀଙ୍କୁ ଛାଡିବାକୁ ରାଜି ଅଛି ନା ମତେ ।କିଛିଦିନ ପୂର୍ବେ ସେ କହିଲା କି , ମୁଁ ମୋ ସ୍ବାମୀଙ୍କୁ ଛାଡି ଦେବି କିନ୍ତୁ ଝିଅ କୁ ମୁଁ ମୋ ସାଙ୍ଗ ରେ ରଖିବାକୁ ଚାହେଁ | କେବଳ ଏତିକି ହିଁ ନୁହେଁ ସେ ତା ଝିଅକୁ କହି ମତେ ବାପା ଡାକିବାକୁ କହୁଥିଲା କିନ୍ତୁ ମୁଁ ଝିଅକୁ ରଖିବାକୁ ଚାହୁଁ ନଥିଲି


ତିନି ଚାରି ଦିନ ପୂର୍ବ ରୁ ମୁଁ ତାର ସ୍ବାମୀର ସ୍ଟାଟସ ଦେଖିଲି ଯେ ପ୍ରିୟା ସହିତ ତା ସ୍ବାମୀ ର କିସ୍ କରୁଥିବାର ଫଟୋ। ଏହାକୁ ଦେଖି ମୁଁ ବହୁତ ରାଗି ଯାଇଥିଲି ସେଥିପାଇଁ ମୁଁ ତାକୁ ଡାକି ଥିଲି। ସେ ମୋ ସହ ଯୁକ୍ତି କରି କହିଲା ମୁଁ ସ୍ବାମୀଙ୍କୁ ଛାଡି ଦେବି କିନ୍ତୁ ଝିଅକୁ ନୁହେଁ। ଏହି କଥାରେ ବହୁତ ଝଗଡା ହେଲା। ବଗିଚାରେ ଗୋଟିଏ କଇଁଚି ପଡିଥିଲା।


ତେବେ ସେହି ପଡିଥିବା କଇଁଚି କୁ ନେଇ ମୁଁ ତା ତଣ୍ଟିରେ ପୁରାଇ ଦେଇଥିଲି। ମତେ ଲାଗିଲା କି ସେ ବଞ୍ଚି ଯିବ ଏବଂ ତା ସ୍ବାମୀ ଡରି ଯିବ କିନ୍ତୁ ସେ ମରିଗଲା। ମୁଁ ତା ଠାରୁ ଗହଣା ନେଇଥିଲି ସତ କିନ୍ତୁ ମୁଦି ଛାଡି ସବୁ ଫେରାଇ ଦେଇଥିଲି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *