Breaking News

ସୁଟିଂରେ ପୁଣି ଏକାଠି ହେଲେ ସିଦ୍ଧାନ୍ତ ଓ ରଚନାଙ୍କ ଯୋଡି, ଖୁବ ଶୀଘ୍ର କରିବେ ଧମାଲ, Puni ଫେରିବ ପୁରୁଣା ଦିନ…

ନମସ୍କାର ବର୍ତ୍ତମାନ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଏକ ବହୁତ ବଡ଼ ଖୁସି ଖବର ତେବେ ଆପଣ ମାନଙ୍କ ମନୋରଞ୍ଜନ କରିବା ପାଇଁ ଅନେକ ଚାଳଚିତ୍ର ପ୍ରତି ବର୍ଷ ବାହାରିଥାଏ ତେବେ ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରି ଦିନକୁ ଦିନ ଲୋକପ୍ରିୟତା କମିବାରେ ଲାଗିଛି । କାରଣ ନିର୍ମିତ ହୋଇଥିବା ଚଲଚିତ୍ର କେବଳ ଲଭ୍ ଷ୍ଟୋରି ଏବଂ ରୋମାଣ୍ଟିକ ସିନେମା ହେଉଛି ଯାହାକି ଯୁବ ପିଡି ମାନଙ୍କୁ ଏଭଳି ସିନେମା ପସନ୍ଦ ଆସୁନାହିଁ ।

ଆଜିର ଦର୍ଶକମାନେ ବାସ୍ତବ କାହାଣୀକୁ ପସନ୍ଦ କରିଥାଆନ୍ତି ଯାହାକି ଓଡ଼ିଶାରେ ହୋଇପାରୁ ନାହିଁ ତେବେ ସେଭଳି ସମୟରେ ଆସିଛି ଏକ ବଡ଼ ଖୁସି ଖବର ବର୍ତ୍ତମାନ ପାଇଁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଗୋଟିଏ ଚଳ ଚିତ୍ର ବେଶ୍ ଚର୍ଚ୍ଚାରେ ଅଛି ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଟିକୁ ବେଶ୍ ଭଲ ପାଇବା ଦେଇଛନ୍ତି । ଏହି ଚଳ ଚିତ୍ରରେ ଆମ ଓଡ଼ିଶାର ପରମ୍ପରା ସଂସ୍କୃତି ସହ ରହିବା ସହିତ ଶ୍ରୀ ଜଗନ୍ନାଥଙ୍କୁ ନେଇ ଏହି ଚଳ ଚିତ୍ରଟି ହେଇଛି ।

ଏହି ଚଳଚ୍ଚିତ୍ରଟି ହେଉଛି ମହାବାହୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଆକାଶ ଏବଂ ନାୟିକା ପୁନମ୍ ଦାସ ଏବଂ ଲୋକପ୍ରିୟ ଆକ୍ ଟର ଶ୍ରୀତମ ଦାସ ଏହି ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେବା ସହିତ। ଅଭିନୟ କରୁଛନ୍ତି ଏହି ସିନେମାକୁ ଦେଖି ଅନେକ ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଛି । ମହାବାହୁ ଏକ ସୁପର ହିଟ୍ ଚଳଚିତ୍ର ବୋଲି ପ୍ରଯୋଜକ ରମେଶ ବାରିକ୍ କହିଛନ୍ତି ପ୍ରଯୋଜକ ରମେଶ ବାରିକ୍ କହିଛନ୍ତି ଯେ ଆଗାମୀ ଚଳ ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ନେଇ ଆଗକୁ ଏକ ଚାଲଚିତ୍ର ଆସିବାକୁ ଯାଉଛି ।

ଉଭୟେ ଏକାଠି ହୋଇ ଅଭିନୟ କରିବା ପାଇଁ ରାଜି ଅଛନ୍ତି ସେ କହିଛନ୍ତି ଯେ ଅନୁଭବ ମହାନ୍ତିଙ୍କୁ ନେଇ ଏକ ଚଳ ଚିତ୍ର କରିବାକୁ ଯାଉଛନ୍ତି କାରଣ ଦର୍ଶକ ମାନେ ତାଙ୍କର ଅଭିନୟ କରିବା ପାଇଁ ଇଛୁକ ଅଛନ୍ତି ସବୁଠାରୁ ବଡ଼କଥା ହେଉଛି ଯେ ବାବୁଶାନ୍ ଙ୍କୁ ନେଇ ଏକ ଫିଲ୍ମ୍ କରିବା ପାଇଁ ଯାଉଛନ୍ତି ।

ଏହି ଚଳଚ୍ଚିତ୍ରର ନାମ ହେଉଛି ଗୋଟେ ଥିଲା ରାଜା ପ୍ରଦ୍ୟୁସର୍ ରମେଶ ବାରିକ୍ କହିଛନ୍ତି ଯେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଏକାଠି ସିନେମା କରିବା ପାଇଁ ରାଜି ଅଛନ୍ତି ତେବେ ସେମାନଙ୍କୁ ନେଇ ଖୁବ୍ ଶୀଘ୍ର ଏକ ଚଳ ଚିତ୍ର କରାଯିବ ତେବେ ଏହା କେତେ ଠିକ୍ ତାହା ସମୟ ଆସିଲେ ଜଣା ପଡ଼ିବ ।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.