Breaking News

ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ବିବାହ କରିଥିବା ଓଡ଼ିଆ କଳାକାର ମାନେ, କାହା ସ୍ତ୍ରୀ ଦେଖିବାକୁ ବେଶୀ ସୁନ୍ଦର |

ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବୋହୁତସାରା କଳାକାର ଅଛନ୍ତି ଯେଉଁମାନେ କି ପରସ୍ପରକୁ ସୁଟିଂ ସେଟ୍ ରେ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହିଭଳି କଳାକାର ମାନଙ୍କ ବିଷୟରେ ଯେଉଁମାନେ ସୁଟିଂ ସେଟ୍ ରୁ ଭଲପାଇ ବିବାହ କରିଛନ୍ତି।

ଅରବିନ୍ଦ ଓ ଜାଙ୍କଲିନ୍ଆ – ପଣମାନେ ଜିଣିଥିବେ ଗତ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅରବିନ୍ଦ ଓ ଜାଙ୍କଲିନ୍। ପରସ୍ପରକୁ ଜେଜେମା ଧାରାବାହିକରୁ ଭଲପାଇ ଦୀର୍ଘ ୪ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡି।

ସୁଭାଶିଷ ଓ ଆନିଶା – ଏହି ଯୋଡିକୁ ଆପଣମାନେ ବୋହୁତସାରା ସିନେମା ଓ ଶିରିୟଲ୍ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ଆନିଶା ମା ହେବାକୁ ଯାଉଛନ୍ତି।

ଚନ୍ଦନ ଓ ମାହି -ଏହି ଯୋଡିକୁ ଆପଣମାନେ ବୋହୁତସାରା ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ଚନ୍ଦନ ଓ ମାହି ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବଂ ବର୍ତ୍ତମାନ ସମୟରେ ତାଙ୍କର ଏକ କୁନି ଝିଅଟେ ଅଛି ଓ ମାହି ଚନ୍ଦନଙ୍କ ସହ ତାଙ୍କ ଶାଶୁଘରେ ବୋହୁତ ଖୁସିରେ ରହୁଛନ୍ତି।

ସବ୍ୟସାଚୀ ଓ ଅର୍ଚ୍ଚିତା – ଓଲିଉଡର ଅନ୍ୟତମ ଜବରଦସ୍ତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଯୋଡି ବୋହୁତ ଦିନ ହେବ ପରସ୍ପରକୁ ଭଲପାଇ ଆସୁଥିଲେ କିନ୍ତୁ ୨୦୨୧ ମାର୍ଚ୍ଚ ୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଅନୁଭବ ଓ ବର୍ଷା – ଓଲିଉଡର ଜବରଦସ୍ତ ଯୋଡି ଅନୁଭବ ଓ ବର୍ଷାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ 2014 ମସିହାରେ ପରସ୍ପରକୁ ବିବାହ କରିଥିଲେ ଏହି ଯୋଡି କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡିଙ୍କ ମଧ୍ୟରେ କିଛି ଝଗଡ଼ା ଲାଗିଛି ଯାହାଦ୍ଵାରା କି ସେମାନେ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି।

ଜିନା ଓ ରୁଦ୍ର – ଗୋଟେ ରିଆଲିଟି ସୋ ମାଧ୍ୟମରେ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଜିନା ଓ ରୁଦ୍ର। ବର୍ତ୍ତମାନ ସମୟରେ ଏହି ଯୋଡି କିଛି ରିଆଲିଟି ସୋରେ ଜଜ୍ ଭାବରେ ନଜର ଆସୁଛନ୍ତି ଓ ଏମାନେ ଏବେ ବିବାହ ପରେ ଖୁସି ରେ ଅଛନ୍ତି |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.