Breaking News

ସିନେମା ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ବିବାହ କରିଥିବା ଓଡ଼ିଆ ସେଲିବ୍ରେଟି ମାନେ …

ଦର୍ଶକବନ୍ଧୁ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବୋହୁତସାରା କଳାକାର ଅଛନ୍ତି ଯେଉଁମାନେ କି ପରସ୍ପରକୁ ସୁଟିଂ ସେଟ୍ ରେ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଏହିଭଳି କଳାକାର ମାନଙ୍କ ବିଷୟରେ ଯେଉଁମାନେ ସୁଟିଂ ସେଟ୍ ରୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ।

ଅନୁଭବ ଓ ବର୍ଷା – ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଓଲିଉଡର ଜବରଦସ୍ତ ଯୋଡି ଅନୁଭବ ଓ ବର୍ଷାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ୨୦୧୪ ମସିହାରେ ପରସ୍ପରକୁ ବିବାହ କରିଥିଲେ ଏହି ଯୋଡି କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡିଙ୍କ ମଧ୍ୟରେ କିଛି ଝଗଡ଼ା ଲାଗିଛି ଯାହାଦ୍ଵାରା କି ସେମାନେ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି।

ସୁଭାଶିଷ ଓ ଆନିଶା – ବନ୍ଧୁଗଣ ଏହି ଯୋଡିକୁ ଆପଣମାନେ ବୋହୁତସାରା ସିନେମା ଓ ଶିରିୟଲ୍ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ଆନିଶା ମା ହେବାକୁ ଯାଉଛନ୍ତି।

ମୋନାଲିସା ଓ ଦେବାଶିଷ -ଫ୍ରେଣ୍ଡ୍ସ ଏହି ଯୋଡିକୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଓଡ଼ିଆ ଆଲବମ୍ ଜଗତରୁ ଭଲପାଇ ବିବାହ କରିଥିଲେ ମୋନାଲିସା ଓ ଦେବାଶିଷ। ବର୍ତ୍ତମାନ ସମୟରେ ମୋନାଲିସା ଓ ଦେବାଶିଷଙ୍କର ଗୋଟେ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଜିନା ଓ ରୁଦ୍ର – ଦର୍ଶକବନ୍ଧୁ ଗୋଟେ ରିଆଲିଟି ସୋ ମାଧ୍ୟମରେ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଜିନା ଓ ରୁଦ୍ର। ବର୍ତ୍ତମାନ ସମୟରେ ଏହି ଯୋଡି କିଛି ରିଆଲିଟି ସୋରେ ଜଜ୍ ଭାବରେ ନଜର ଆସୁଛନ୍ତି।

ସବ୍ୟସାଚୀ ଓ ଅର୍ଚ୍ଚିତା – ତେବେ ଫ୍ରେଣ୍ଡ୍ସ ଓଲିଉଡର ଅନ୍ୟତମ ଜବରଦସ୍ତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଯୋଡି ବୋହୁତ ଦିନ ହେବ ପରସ୍ପରକୁ ଭଲପାଇ ଆସୁଥିଲେ କିନ୍ତୁ ୨୦୨୧ ମାର୍ଚ୍ଚ ୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବବି ମିଶ୍ର ଓ କୋୟେଲ ବାନାର୍ଜୀ – ବନ୍ଧୁଗଣ ବବି ମିଶ୍ର ଓ କୋୟେଲ ବାନାର୍ଜୀ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ କରିଥିଲେ କିନ୍ତୁ ଗତ ସପ୍ତାହରେ କୋୟେଲ ବାନାର୍ଜୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତାଙ୍କର ଛାଡ଼ପତ୍ର ହୋଇଯାଇଛି ବୋଲି ଜଣେଇଥିଲେ।

ଚନ୍ଦନ ଓ ମାହି – ଦର୍ଶକବନ୍ଧୁ ଏହି ଯୋଡିକୁ ଆପଣମାନେ ବୋହୁତସାରା ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ଚନ୍ଦନ ଓ ମାହି ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବଂ ବର୍ତ୍ତମାନ ସମୟରେ ତାଙ୍କର ଏକ କୁନି ଝିଅଟେ ଅଛି ଓ ମାହି ଚନ୍ଦନଙ୍କ ସହ ତାଙ୍କ ଶାଶୁଘରେ ବୋହୁତ ଖୁସିରେ ରହୁଛନ୍ତି।

ଅରବିନ୍ଦ ଓ ଜାଙ୍କଲିନ୍ – ଆପଣମାନେ ଜାଣିଥିବେ ଜିଣିଥିବେ ଗତ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅରବିନ୍ଦ ଓ ଜାଙ୍କଲିନ୍। ପରସ୍ପରକୁ ଜେଜେମା ଧାରାବାହିକରୁ ଭଲପାଇ ଦୀର୍ଘ ୪ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡି।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.