Breaking News

ବ୍ରେକିଙ୍ଗ ନ୍ୟୁଜ : ସୁଟିଂ ସମୟରେ ପାଣିରେ ବୁଡ଼ିଗଲେ ହିରୋଇନ ତମନ୍ନା ଓ ଶ୍ରଦ୍ଧା ପାଣିଗ୍ରାହୀ

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିରିଏଲ ଓ ଆଲବମ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଫ୍ରେଣ୍ଡ୍ସ ବର୍ତ୍ତମାନ ସମୟରେ ଯାହା ଏକ ସୂଚନା ମିଳୁଛି ଶ୍ରଦ୍ଧା ସୁଟିଂ ସମୟରେ ବୁଡି ଯାଇଛନ୍ତି ତେବେ ଫ୍ରେଣ୍ଡ୍ସ ଏହା ବିଷୟରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଆପଣମାନେ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ବେଶ ଭଲଭାବରେ ଜାଣିଥିବେ ବହୁତ କମ ସମୟ ମଧ୍ୟରେ ଶ୍ରଦ୍ଧା ଜବରଦସ୍ତ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ ଓ ତାଙ୍କର ଅଭିନୟ ଦେଖିବାକୁ ସାରା ଓଡ଼ିଶାର ଦର୍ଶକମାନେ ମଧ୍ୟ ବେଶ ପସନ୍ଦ କରନ୍ତି |

ତେବେ ଦର୍ଶକବନ୍ଧୁ ଗତ ଦିନ ମାନଙ୍କରେ ଶ୍ରଦ୍ଧା ଓ ତମନ୍ନା ଗୋଟେ ଆଲବମ କରୁଥିବାର ନଜର ଆସିଛନ୍ତି ଆଉ ଆଲବମ ସୁଟିଂ ସମୟରେ ଗୋଟେ ବୋଟ ରେ ସେମାନେ ଯାଉଥିବାର ଦେଖାଦେଇଛନ୍ତି ତେବେ ଦୁର୍ଭାଗ୍ୟ ବଶତଃ ଏହି ବୋଟ ଟି ବୋଟିଂ କରିବା ସମୟରେ ଓଲଟି ପଡିଥିଲା |

ତେବେ ଏହା ପରେ ସେମାନେ ପାଣି ରେ ଖସିପଡିଥିଲେ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ସେମାନେ ସମସ୍ତେ ଅଳ୍ପକେ ଗୋଟେ ବଡ଼ ଦୁର୍ଘଟଣା ରୁ ରକ୍ଷା ପାଇଯାଇଛନ୍ତି ଆଉ ସମସ୍ତେ ବର୍ତ୍ତମାନ ସମୟରେ ସୁସ୍ଥ ରହିଥିବାର ନଜର ଆସିଛନ୍ତି ତାହେଲେ ଫ୍ରେଣ୍ଡ୍ସ ଆପଣଙ୍କୁ ଶ୍ରଦ୍ଧା କିପରି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.