Breaking News

ସୁଶାନ୍ତ ଚନ୍ଦ୍ରର ଏହି ପାର୍ଶ୍ଵରେ ଜାଗା କିଣିଥିଲେ , ଆଉ ସେଠାରେ ଏଲିୟନ ମାନେ ଅଛନ୍ତି !

ଗୋଟେ ଫିଲ୍ମ୍ ଆସିବାର ଥିଲା ଯାହା ଏକ ହିନ୍ଦୀ ଚଳଚ୍ଚିତ୍ର ଥିଲା ଏହି ଚଳଚ୍ଚିତ୍ରରେ ନାଁ ଥିଲା ଚନ୍ଦାମାମ ଦୂର୍ କେ । ଏହି ଫିଲ୍ମ୍ ରେ କିଏ ଅଭିନୟ କରିଥାନ୍ତେ ଆପଣ ଜାଣନ୍ତି ସୁଶାନ୍ତ ସିଂ ରାଜପୁତ । ଏହି ଫିଲ୍ମ୍ ରେ ସୁଶାନ୍ତ ଜଣେ ଆଷ୍ଟ୍ରନୋଟ୍ ଭାବରେ ନଜର ଆସିବାର ଥିଲା ଯାହା କି ଭାରତୀୟ କଳାକାର ଙ୍କ ପାଇଁ ଏକ ନୂଆ ଭୂମିକା ହୋଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟ ଯେ ଏହି ଭଳି ହୋଇ ପାରିଲାନି ।

ସୁଶାନ୍ତ ସିଂ ରାଜପୁତ ଏହି ଫିଲ୍ମ୍ ରେ ଅଭିନୟ କରିବାର ସ୍ଵପ୍ନ ଅଧୁରା ରହିଗଲା । ସେ ଏବେ ଆମ ଗ୍ରହଣ ରେ ନାହାନ୍ତି ତାଙ୍କ ମୃତୁ ଏବେ ସୁଦ୍ଧା ଏକ ରହସ୍ୟ ମୟ ଘଟଣା ପରି ରହିଛି । ସୁଶାନ୍ତ ସିଂ ରାଜପୁତ ମରିବା ପରେ ହିଁ ଜଡ଼ିତ ଅନେକ ଖବର ସାମ୍ନା କୁ ଆସିଲା ଏମିତିକି ସେ ଖବର ମାନଙ୍କ ଭିତରୁ ଗୋଟାଏ ସାଧାରଣ ଜିନିଷ ଯାହା ଆମ ନଜର କୁ ଆସିଥିଲା । ତାହା ଥିଲା କୋଉଠି ନା ଯୋଉଠି ସୁଶାନ୍ତ ଆପଣ ଓ ମୋ ଭଳି ସ୍ପେଶ୍ ଲଭର ଥିଲେ ।

ବିଜ୍ଞାନ ସହ ଜଡ଼ିତ ଥିବା ଜିନିଷ ଉପରେ ସେ ରୁଚି ରଖୁଥିଲେ । ଏ ଦୁନିଆ ରହସ୍ୟ ଆମ ମାନଙ୍କ ପରି ବୁଝିବାକୁ ଚାହୁଥିଲି । ଆପଣ ମାନେ ପ୍ରତେକ୍ ଦିନ ସୁଶାନ୍ତ କୁ ନେଇ କିଛି ନା କିଛି କାହାଣୀ ଦେଖିଥିବେ ହେଲେ ତା ଭିତରୁ ଏମିତି ଗୋଟେ କଥା ସୋସିଆଲ ମିଡିଆରେ ଭାଇରାଲ ହେଲା ଯାହା ଜାଣିବାକୁ ଲୋକଙ୍କ ମନରେ ବହୁତ ଆଗ୍ରହ ଦେଖି ବାକୁ ମିଳିଲା । ସେ ଘଟଣା ଟି ହେଉଛି ସୁଶାନ୍ତ ଙ୍କ ର ଚନ୍ଦ୍ରରେ ଜାଗା କିଣି ବାର କଥା ।

ସୁଶାନ୍ତ ନିଜ ଘରେ ବସେ ଟେଲିସ୍କୋପ ମାଧ୍ୟମ ରେ ଦେଖୁ ଥିଲେ ବୋଲି ଖବର ମିଳୁଥିଲା । କିନ୍ତୁ ଥରେ ଭାବିଲେ ଯେଉଁ ପାଖରେ ସେ ଜମି କିଣି ଥିବେ ତାହା ଟେନିଶିସ୍କୋପ ଦେଖିବା କଣ ସମ୍ଭବ? ସତରେ ସୁଶାନ୍ତ ସିଂ ରାଜପୁତ ଚନ୍ଦ୍ରରେ ଗୋଟେ ଜାଗା କିଣି ଥିଲେ ଆଉ ଏଇ କଥା ଲୋକ ଙ୍କ ସାମ୍ନା କୁ ଆସିଲା ସେତେ ବେଳେ ଯେତେ ବେଳେ ସିଏ ମୃତୁ ବରଣ କରିସାରିଥିଲେ ।

ସବୁ ଆଡେ ତାଙ୍କର ଅନେକ ଫୋଟ ଦେଖି ବାକୁ ମିଳିଲା ଯେଉଁ ଥିରି ନିଜର ଟେଲିସ୍କୋପ ଧରି ଦେଖୁ ଥିବାର ନଜର ଆସିଥିଲେ। ଏମିତି ତାଙ୍କର ମୃତୁ ପରେ ଶ୍ରଦ୍ଧା କହିଥିଲେ ଯେ ସୁଶାନ୍ତ ମୋତେ ଗୋଟେ ସୁନ୍ଦର୍ ଜହ୍ନ ଦେଖେଇଥିଲେ । ଆଉ ନିଜ ଟେନିଶିସ୍କୋପ ମାଧ୍ୟମରେ ଚନ୍ଦରେ ନିଜ ଜାଗା ଦେଖିବା କଥା ଲୋକ ମାନଙ୍କ ମୁହଁରେ ଶୁଣି ବାକୁ ମିଳେ । ହେଲେ ଏହି କଥା ଲୋକେ ଏମିତି ଭାବରେ କହୁଛନ୍ତି ନ ଏହାର କୌଣସି ସତତ୍ୟା ଅଛି ବୋଲି ଆମେ ଜାଣି ବାକୁ ଚାହିଁଲୁ ।

ତାପରେ ଆମ କୁ ଆଉ କିଛି ନୂଆ ଜିନିଷ ଜାଣି ବାକୁ ପାଇଲୁ ସୁଶାନ୍ତ କିଣି ଥିବା ଚନ୍ଦ୍ର ଯୋଉ ପାର୍ଶ୍ଵରେ ଅଛି ତାହା କୁ ସି ଅଫ ମସ୍କୋ ଭି.ଏନ୍.ସି କୁହାଯାଇଛି । ଆଉ ଏ ଭାଗ ଚନ୍ଦ୍ର ର ସେଇ ପାର୍ଶ୍ଵରେ ପଡେ ଯାହା ତାକୁ ଆମେ ଡାର୍କ ସାଇଡ ବୋଲି କହୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *