Breaking News

ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ ନହେଲେ ଆପଣ ହୋଇଯିବେ ଦରିଦ୍ର, ଜାଣି ରଖନ୍ତୁ …

ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ ଭୁଲ ରେ ମଧ୍ୟ କରନ୍ତୁ ଅହିଁ ଏହି କାର୍ଯ୍ୟ ହୋଇଥାଏ ଅଶୁଭ ଦର୍ଶକବନ୍ଧୁ ଘରେ କିଛି ଜିନିଷ କୁ ନିୟମିତ ଦୃଷ୍ଟି ରେ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ସହ ରହିଥାଏ ଘର ସହିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ ଏହି ସବୁ ଜିନିଷ କୁ ଅଣଦେଖା କରିବା ପକାଇଥାଏ |

କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତୁ ସୂର୍ଯାଦେୟ ପରେ ସମସ୍ତେ ସଖାଳେ ନିଜ ଘର ସଫା କରନ୍ତି କିନ୍ତୁ ବସ୍ତୁ ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟାରେ ଘର ସଫା କରିବା ଖାସ କରି ସୂର୍ଯ୍ୟାସ୍ତ ପରେ ସଫା କରିବା ବା ଝାଡୁ କରିବା ଅଶୁଭ ହୋଇଥାଏ | ବାସ୍ତୁ ଶାସ୍ତ୍ର ଅନୁସାରେ ସଖାଳେ ଘର ସଫା କରିବା ଉଚିତ ହୋଇଥାଏ |

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରନ୍ତୁ ନାହିଁ ବିଳମ୍ବିତ ସନ୍ଧ୍ୟା ଓ ରାତ୍ରି ସମୟରେ ଝାଡୁ କରିବାକୁ ବାରଣ କରାଯାଇଛି ଏହି ଭଳି କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ଵାସ୍ଥ ସୁଖ ଶାନ୍ତି ସହ ଜଡିତ ସମସ୍ୟା ମଧ୍ୟ ହୋଇଥାଏ |

ଵସ୍ତୁ ଅନୁଯାୟୀ ଘରର ଝାଡ଼ୁକୁ ଦୌଡ଼ି ରେ ବାନ୍ଧି ରଖିବା ଉଚିତ ଝାଡୁ ର ଅଂଶ ଏପଟେ ସେପଟେ ପଡିବ ଉଚିତ ନୁହେଁ ଏହା ଦ୍ୱାରା ଧନ ହାନି ହୋଇଥାଏ ବାସ୍ତୁ ଅନୁସାରେ ଟଙ୍କା ଭଳି ଝାଡ଼ୁକୁ ମଧ୍ୟ ଲୁଚାଇ ରଖିବା ଉଚିତ ଝାଡୁ ଲୁଚାଇ ରଖିବା ଲାଭ ଦାୟକ ହୋଇଥାଏ ଏହା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ଓ ଦରିଦ୍ରତା ଦୂରରେ ରୁହେ |

ଝାଡୁ କୁ ସବୁବେଳେ ଶୁଖାଇ ରଖିବା ଉଚିତ ଏହା ଦ୍ୱାରା ଆର୍ଥିକ ସଙ୍କଟ ଆସିନଥାଏ ଝାଡୁ ରଖିବାର ସଠିକ ଦିଗ ଦକ୍ଷିଣ ଦିଗ ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ରାତି ସମୟରେ ଝାଡ଼ୁକୁ ଘରର ମୁଖ୍ୟ ଦ୍ୱାରା ରେ ରଖିବା ଲାଭ ଦାୟକ ହୋଇଥାଏ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.