ବନ୍ଧୁଗଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲୁରେ କରନ୍ତୁ ନାହିଁ ଏହି ସବୁ କାମ ନଚତେ ଆପଣଙ୍କର ଭାଗ୍ୟ ଦୃଭାଗ୍ୟ ରେ ବଦଳି ଯିବ ପୁରାଣ ଶାସ୍ତ୍ର ଅନୁସାରେ କୁହାଯାଇଛି କି ସଂସାରରେ ସମସ୍ତଙ୍କୁ ସ୍ତାନ କରିବା ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦରକାର ତମ୍ଭା ରେ ନୋଟରେ ଜଳ ଅର୍ପଣ କଲେ ବହୁତ ଶୁଭ ହୋଇଥାଏ ମନ୍ଦାର ଫୁଲ ମିଶାଇ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଦେବ ବହୁତ ଶୀଘ୍ର ପର୍ସନ ହୁଅନ୍ତି ଜଳକୁ ଛଡେଇ ବା ସମୟରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଉଚ୍ଚାରଣ କରିବା ମଧ୍ୟ ଅବଶ୍ୟ ହୋଇଥାଏ |
ଯେଉଁ ଲୋକର ସ୍ୱାସ୍ଥ ସବୁବେଳେ ଖରାପ ରହୁଥାଏ ଯଦି ସେହି ଲୋକ ପ୍ରତିଦିନ ସକାଳୁ ଉଠି ସ୍ଥାନ କରିସାରିବାପରେ ସୂର୍ଯ୍ୟ ଦେବଙ୍କୁ ଜଳ ଛଡାଏ ସ୍ୱାସ୍ଥ ସମ୍ଭଧିତ ସବୁ ସମସ୍ୟା ଦୂର ହୋଇଥାଏ | ବହୁତ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦେବଙ୍କ ଦଶା ଭଲନଥାଏ ସେଥିପାଇଁ ବହୁତ ଅସୁବିଦା ପଡିଥାଏ ସେଥିପାଇଁ ପ୍ରତେକ ଦିନ ସଖାଳୁ ଉଠି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଚାଲନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଆମକୁ କେଉଁ ସବୁ କଥା ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଉଚିତି |
ପୂର୍ବଦିଗ ଆଡ଼କୁ ମୁହଁ କରି ସୂର୍ଯ୍ୟଙ୍କୁ ସବୁବେଳେ ଜଳ ଅର୍ପଣ କରିବା ଉଚିତି ସବୁବେଳେ ସୂର୍ଯ୍ୟଙ୍କ ଦିଶା ପୂର୍ବଦିଗ ରେ ହେବ ଅବଶକ୍ୟ ଏହା ଅପାଙ୍କ ପାଇଁ ଶୁଭ ଦାୟକ ହୋଇଥାଏ ଜଳ ଅର୍ପଣ କରିବା ସମୟରେ କିଛିବି ଜଳର ଛିଟା ଆପଣଙ୍କ ଗୋଡ଼ରେ ନପଡିବ ଦରକାର ସବୁବେଳେ ଏକାଥର ବିଶେଷ ଧ୍ୟାନ ଦେବା ଉଚିତି ଆପଣ ଯେଉଁ ଜାଗାରେ ଜଳ ଛଡ଼ାହୁ ଛନ୍ତି କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଜଳ ଛଡ଼ାହୁ ଥିବେ ଯେପରି ଜଳ ଛିଟା ଆପଣଙ୍କ ଗୋଡ଼ ଉପରେ ନପଡେ଼ | ଯଦି ଜଳ ଛଡେଇ ବା ସମୟରେ ଜଳର ଛିଟା ଆପଣଙ୍କ ଗୋଡ ଉପରେ ପଡିଥାଏ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ମନାଯାଏ କାହିଁକି ନ ଏହା ଦ୍ୱାରା ସୂର୍ଯ୍ୟ ଦେବତା କ୍ରୋଧିତ ହୋଇଥାନ୍ତି ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କର ଅଶୁଭ କୃପା ଦୃଷ୍ଟି ପଡିଥାଏ |
ଯଦି ସୂର୍ଯ୍ୟ ଦେବଙ୍କୁ ଚପଲ ପିନ୍ଦି ଜଳ ଅର୍ପଣ କରନ୍ତି ସୂର୍ଯ୍ୟ ଦେବ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଆପଣଙ୍କର ଯାହାବି କାମ ଅଟକି ରହିଛି ସେସବୁ କାମରେ ଆଗକୁ ବଢି ପାରନ୍ତି ନାହିଁ ସେଥି ପାଇଁ ସର୍ବଦା ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଖାଲି ପାଦରେ ଜଳ ଅର୍ପଣ କରନ୍ତୁ ତାହା ଆପଣଙ୍କୁ ଶୁଭ ଫଳ ମିଳିଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …