ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ହଉ ବା ସୂର୍ଯ୍ୟ ପରାଗ ଏହି ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀର ବିଶେଷ ସ୍ଥାନକୁ ନେଇ ଘଟି ଥାଏ ପ୍ରତେକ ଦିନ ଗ୍ରହ ଓ ନକ୍ଷେତ୍ର ମାନଙ୍କର ମଧ୍ୟରେ କିଛିନା କିଛି ପରିବର୍ତନ ଘଟିଥାଏ ପୂର୍ବତନ କାରଣରୁ ପ୍ରତେକ ଦିନର ତିଥି ଓ ନକ୍ଷେତ୍ର ଅଲଗା ଅଲଗା ହୋଇଥାଏ ସୂର୍ଯ୍ୟ ଙ୍କ ଚାରି ପଟେ ପୃଥିବୀ ଏବଂ ପୃଥିବୀର ଚାର ପଟେ ଚନ୍ଦ୍ର ସବୁବେଳ ପରିକ୍ରମା କରିଥାନ୍ତି ଯେତେ ବେଳେ ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ଏକ ସରଳ ରେଖାରେ ରହିଥାନ୍ତି ସେତେ ବେଳେ ସୂର୍ଯ୍ୟ ପରାଗ ଲାଗିଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଗ୍ରହ ନକ୍ଷେତ୍ର ମାନଙ୍କର ପ୍ରବେଶାରୁ ଏମାନଙ୍କର ବହୁତ ବଡ଼ ପରିବର୍ତନ ହୋଇଥାଏ |
ଏହି ସୂର୍ଯ୍ୟ ପରାଗ ଆସନ୍ତା 30 ତାରିକ ଶନିବାର ଦିନ ଏହି ଅମାବାସ୍ୟରେ ଲାଗିବାକୁ ଯାଉଅଛି ଏହି ମହା ସଂଯୋଗ ଦୀର୍ଘ 500 ବର୍ଷ ପରେ ଘଟିବ ପାଇଁ ଯାଉଛି ଯାହା ଫଳରେ ରାଶି ଚକ୍ରର ଏହି 8 ଟି ରାଶି ମାନଙ୍କର ଭାଗ୍ୟରେ ବହୁତ ବଡ ପରିଵର୍ତନ ହେବାକୁ ଯାଉଛି ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ସୁନା ଭଳି ଚମକି ଉଠିବ ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିବା |
ସୂର୍ଯ୍ୟ ପରାଗ ଲାଗିବାର ସମୟ ଏହି ବର୍ଷ ସୂର୍ଯ୍ୟ ପରାଗର ଗ୍ରାସ ସମୟ ଓ ପରାଗ ଆସିବାର ସମୟ ହେଉଛି 30 ଏପ୍ରିଲ ଶନିବାର ମଧ୍ୟ ରାତି 12 ଟା 15 ମିନିଟିରୁ ଆରମ୍ଭ ହେବ ଏବଂ ରାତ୍ରି 4 ବାଜି 7 ମିନିଟିରେ ଶେଷ ହେବ ଏହି ସୂର୍ଯ୍ୟ ପରାଗ ମହା କାଶରେ ପ୍ରୟ 3ଘଣ୍ଟା 52 ମିନିଟି ପର୍ଯ୍ୟନ୍ତ ରହିବ ଏହି ପରାଗର ମହା ସଂଯୋଗ କାରଣରୁ ଏହି ରାଶି ମାନଙ୍କର ଆସୁଥିବା ସମୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରାଇବାର ଅଛି କାର୍ଯ୍ୟ କ୍ଷେତ୍ର ରେ ଏହି ବ୍ୟକ୍ତି ଙ୍କୁ ଆସନ ରୁପକୁ ଫଳ ପ୍ରାପ୍ତି |
ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ନିଶ୍ଚୟ ମିଳିବ ରଧାନୀତି ଓ ପ୍ରଶାସନିକ ମାନଙ୍କୁ ମନସାନମାନ ଓ ସଫଳତା ପ୍ରାପ୍ତି ହେବ ଦମ୍ପତିୟ ଜୀବନରେ ଖୁସି ଲାଗିରହିବ ଏହି ରାଶି ମାନଙ୍କ ଭାଗ୍ୟରେ ଆସୁଥିବା ବିପଦ ଏବଂ ଦୃଘଟଣା ଯୋଗୁଁ ଦୁରେଇ ଯିବ ଆପଣଙ୍କର ଯେଉଁ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଗୁଡିକ ଅଟକି ରହିଛି ତାହା ସହଜରେ ପୁରାହେବ ଆପଣ ଭାବି ଥିବା ପ୍ରତେକ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ | ସେହି ସବୁ ଭାଗ୍ୟ ଶାଳୀ ରାଶି ମାନେ ହଉଛନ୍ତି ବୃଷ ରାଶ, ମିଥୁନ ରାଶି,ସିଂହ ରାଶି,ଧନୁ ରାଶି, ମକର ରାଶି ,କୁମ୍ଭ ରାଶି ଏବଂ ମୀନ ରାଶି |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …