ଦର୍ଶକବନ୍ଧୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲୁ ରେ କରନ୍ତୁ ନାହିଁ ଏହି ସବୁ କାମ ନଚେତ ଆପଣଙ୍କର ଭାଗ୍ୟ ଦୃଭାଗ୍ୟରେ ବଦଳିଯିବ ପୁରାଣ ଶାସ୍ତ୍ର ଅନୁସାରେ କୁହାଯାଇଛି କି ସଂସାର ରେ ସମସ୍ତଙ୍କୁ ସ୍ଥାନ କରିବା ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦରକାର ତମ୍ବା ର ନୋଟରେ ଜଳ ଚଢ଼େଇଲି ଶୁଭ ବୋଲି ମାନାଯାଇଥାଏ ଏହା ସହିତ ମନ୍ଦାର ଫୁଲ ମିଶାଇ ଭଗବାନ ସୂର୍ୟ୍ଯଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି |
ଜଳକୁ ଚଢାଇବା ସମୟରେ ସୂର୍ଯ୍ୟ ଦେବ ଙ୍କର ମନ୍ତ୍ର ଉଚ୍ଚାରଣ କରିବା ମଧ୍ୟ ଅବଶ୍ୟ ହୋଇ ଥାଏ | ଯେଉଁ ଲୋକର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଯଦି ସେହି ଲୋକ ପ୍ରତି ଦିନ ସକାଳୁ ଉଠି ସ୍ଥାନ କରି ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଏ ତେବେ ତାକୁ ସ୍ୱାସ୍ଥ୍ୟ ସମ୍ବଧିତ ସବୁ ସମସ୍ୟା ଦୂର ହୋଇଥାଏ ବହୁତ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦେବଙ୍କ ଦଶା ଠିକି ନଥାଏ ସେଥି ପାଇଁ ବହୁତ ଅସୁବିଦାର ସାମ୍ନା କରିବାକୁ ପଡିଥାଏ ସେଥି ପାଇଁ ପ୍ରତେକ ଦିନ ସକାଳୁ ଉଠି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳର ଘିଅ ଦିଅନ୍ତୁ |
ପୂର୍ବ ଦିଗ ଆଡକୁ ମୁହଁ କରି ସୂର୍ଯ୍ୟ ଦେବଙ୍କୁ ସବୁବେଳେ ଜଳ ଅର୍ପଣ କରିବା ଉଚିତି ସବୁବେଳେ ସୂର୍ଯ୍ୟ ଦେବଙ୍କ ଦିଶା ପୂର୍ବ ଦିଗରେ ହେବ ଅବଶକ୍ୟ ଏହା ଆପଣଙ୍କ ପାଇଁ ଶୁଭ ଦାୟକ ହୋଇଥାଏ ଜଳ ଅର୍ପଣ କରିବା ସମୟରେ କିଛିବି ଜଳର ଛିଟା ଯେପରି ଆପଣଙ୍କ ଗୋଡ଼ରେ ନପଡିବ ଉଚିତି |
ସବୁବେଳେ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତି ଆପଣ ଯେଉଁ ଠାରେ ଜଳ ଚଢ଼ାଉ ଛନ୍ତି କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଚଢ଼ାଉଥିବେ ଯେପରି ଜଳର ଛିଟା ଆପଣଙ୍କ ଗୋଡ ଉପରେ ନପଡୁ ଯଦି ଜଳ ଚଢ଼ାଇବା ସମୟରେ ଗୋଡ ଉପରେ ଏହି ଜଳର ଛିଟା ପଡିଥାଏ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ମନା ଯାଇଥାଏ |
କାହିଁକି ନ ଏହା ଦ୍ୱାରା ସୂର୍ଯ୍ୟ ଦେବ କ୍ରୋଧିତ ହୁହନ୍ତି ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କର ଅଶୁଭ କୃପା ଦୃଷ୍ଟି ପଡିଥାଏ | ଯଦି ସୂର୍ଯ୍ୟ ଦେବଙ୍କୁ ଚପଲ ପିନ୍ଧି ଜଳ ଅର୍ପଣ କରନ୍ତି ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ଆପଣଙ୍କର ଯାହାବି କାମ ଅଟକି ରହିଛି ସେ ସବୁ କାମରେ ଆପଣ ଆଗକୁ ବଢି ପାରନ୍ତି ନାହିଁ ସେଥି ପାଇଁ ସର୍ବଦା ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲା ସମୟରେ ଖାଲି ପାଦରେ ଜଳ ଅର୍ପଣ କରନ୍ତୁ |
ଯଦି ସୂର୍ଯ୍ୟ ଦେବଙ୍କୁ ଚପଲ ପିନ୍ଧି ଜଳ ଅର୍ପଣ କରାନ୍ତି ସୂର୍ଯ୍ୟ ଦେବ ଏହି ମାନଙ୍କ ଉପରେ କ୍ରୋଧିତ ହୁହାନ୍ତି ତେଣୁ ଏହି କାମ କରନ୍ତୁ ନାହିଁ | ରବିବାର ଦିନ ଜଳ ଅବଶ୍ୟ ସୂର୍ଯ୍ୟ ଦେବଙ୍କୁ ଚଢାନ୍ତୁ ଆମେତ ପ୍ରତିଦିନ ଜଳ ଚଢ଼ାଉ କିନ୍ତୁ ରବିବାର ଦିନ ଅବଶ୍ୟ ବଢ଼ାନ୍ତୁ କାହିଁକି ରବିବାର ହେଉଛି ସୂର୍ଯ୍ୟ ଦେବଙ୍କର ବାର ଏହି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କେଲ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦଶା ଥିଲେ ସେ ସବୁ ସମାପ୍ତ ହୋଇଥାଏ |