Breaking News

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତି ! ଶାଶୂ ଘରେ ବୋହୁ କୁ ମିଳିବ ଏହି ଅଧିକାର . . .

ଆଜ୍ଞା ହଁ ସର୍ବୋଚ ଅଦାଲତ ଙ୍କ ଇଏ ଏକ ଐତିହାସିକ ନିଷ୍ପତି, ପୁଅ ଭଳି ପୁତ୍ରବଧୂ କୁ ବି ମଧ୍ୟ ମିଳିବ ଘରେ ସମାନ ଅଧିକାର | ସ୍ବାମୀଘରେ ରହିବା ସ୍ତ୍ରୀ ର ସମ୍ପୂର୍ଣ ଅଧିକାର |

 ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତି ! ଶାଶୂ ଘରେ ବୋହୁ କୁ ମିଳିବ ଏହି ଅଧିକାର . . .
ସୁପ୍ରୀମ କୋର୍ଟ ଙ୍କ ଗୁରୁତ୍ବପୂର୍ଣ ଫଇସଲା କୌଣସି ବି ପରିସ୍ଥିତି ରେ ସ୍ବାମୀଘରେ ସ୍ତ୍ରୀ ର ହକ ତା ଠାରୁ ଛିନ୍ନ କରାଯାଇପାରିବ ନାହିଁ | ଅର୍ଥାତ ପୁଅ ଭଳି ବୋହୁ କୁ ବି ଶାଶୂ ଘରେ ରହି ବାର ସମାନ ଅଧିକାର ମିଳିଛି |

ଏପରିକି ବୋହୁ ଉପରେ ସବୁ ଦୋଷ ଲଦିଦେଇ ସ୍ଵାମୀ ଘରୁ ତାକୁ କେହି ବି ତଡି ଦେଇ ପାରିବେ ନାହିଁ | ଜସ୍ଟିସ ଡି . ୱେଇ ଚନ୍ଦ୍ରସୌଡ ଅଧ୍ୟକ୍ଷତା ରେ ଗଠିତ ଖଣ୍ଡ ପିଠ ରେ ଏକ ମାମଲା ର ନିଷ୍ପତି କୁ ଶୁଣାଇବାକୁ ଯାଇ ଏହାର ପୂର୍ବ ନିଷ୍ପତି କୁ ବଦଳେଈ ଏଭଳି ରାୟ ଶୁଣାଇଛନ୍ତି ଅଦାଲତ | ଏପରିକି କୋର୍ଟ କହିଛନ୍ତି ଯେ କେବଳ ସ୍ଵାମୀ ଙ୍କ ସମ୍ପତି ରେ ନୁହେଁ, ଶାଶୂ ଶଶୁର ଙ୍କ ସମ୍ପତି ରେ ମଧ୍ୟ ରହିବ ସ୍ତ୍ରୀ ର ସମାନ ଅଧିକାର | କାହିଁକି ନା ସେ ବାହା ହୋଈ ସେ ଘରକୁ ଆସିଛନ୍ତି ଆଉ ସେ ସେ ଘର ର ମଧ୍ୟ ବୋହୁ |

 ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତି ! ଶାଶୂ ଘରେ ବୋହୁ କୁ ମିଳିବ ଏହି ଅଧିକାର . . .
କୋର୍ଟ ଙ୍କ ଅନୁସାରେ ସିନିୟର ସିଟିଜେନ ଆକ୍ଟ ୨୦୦୭ କୁ ଆଖି ରେ ରଖି ସବୁ କୁ ଅନୁମତି ଦିଆଯାଇଥାଏ , କିନ୍ତୁ ଏହା ସ୍ଵାମୀ ଘରେ ସ୍ତ୍ରୀ ର ଅଧିକାର କୁ ପ୍ରଭାବିତ କରୁଛି |

 ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତି ! ଶାଶୂ ଘରେ ବୋହୁ କୁ ମିଳିବ ଏହି ଅଧିକାର . . .
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *