Breaking News

ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଭଗବାନ ହନୁମାନ ଏବେ ମଧ୍ୟ ଜୀବିତ ଅଛନ୍ତି !!

ଶୁଣିଲେ ଆଶ୍ଚର୍ଯ୍ୟ ହେବେ |ଭଗବାନ ହନୁମାନ ଏବେ ମଧ୍ୟ ଜୀବିତ ଅଛନ୍ତି |ତେବେ ଆସନ୍ତୁ ଜାଣିବା ସେ ବିଷୟରେ |   ପୌରଣିକ କିମ୍ବଦନ୍ତୀ ଅନୁସାରେ ହନୁମାନ ଆଜି ମଧ୍ୟ ଜୀବିତ ଅଛନ୍ତି |ହିମାଳୟ ର ପର୍ବତ ରୁ ଗୁମ୍ଫା ଭିତରେ ଜଣେ ଯାତ୍ରୀ ହନୁମାନ ଙ୍କ ମୂଳ ବା ପ୍ରକୃତ ଫଟୋ ଦେଖିଛନ୍ତି |ଏହି ଫଟୋ ରେ ଭଗବାନ ହନୁମାନ ଜୀ ରାମାୟଣ ର ଉପନ୍ୟାସିକ ପୁସ୍ତକ ପଢୁଥିବା ଦେଖିବାକୁ ମିଳିଛି ||ହିମାଳୟ ର ପର୍ବତ ରୁ ଗୁମ୍ଫା ଭିତରେ ଜଣେ ଯାତ୍ରୀ ନେଇ ଥିବା ଏହା ହନୁମାନ ଙ୍କ ଅସଲ ଫଟୋ | ଭଗବାନ ହନୁମାନ ଜୀ ରାମାୟଣ ର ଉପନ୍ୟାସିକ ପୁସ୍ତକ ପଢୁଥିବା ଦେଖିବାକୁ ମିଳିଛି |

ସୂଚନା ଅନୁସାରେ ଏକ ଗୋଷ୍ଠୀ ତୀର୍ଥ ଯାତ୍ରା ନିମନ୍ତେ ମାନସରୋବର ର ପବିତ୍ର ହ୍ରଦ କୁ ଯାଇଥିଲେ |ସେଠାରେ ଥିବା ଜଣେ ବ୍ୟକ୍ତି ହନୁମାନ ଙ୍କ ଜଣେ ମହାନ ଅନୁଗାମୀ ଥିଲେ |ସେ କିଛି ଗୁମ୍ଫା ଅନୁ ସନ୍ଧାନ କରୁ ଥିଲେ |ଏବଂ ହଠାତ ପ୍ରଭୁ ହନୁମାନ ଙ୍କ ପରି ଦେଖା ଯାଉଥିବା ଏକ ବାନର କୁ ସେ ଦେଖି ଥିଲେ |ସମସ୍ତଙ୍କର କ୍ୟାମେରା ଥିଲା |ଏହି ବ୍ୟକ୍ତି ତାଙ୍କ କ୍ୟାମେରା ରେ ଏହି ଫଟୋ ନେଇ ଥିଲେ |ଫଟୋ ନେଉ ଥିବା ବେଳେ ହଠାତ ହାର୍ଟ ଚୋକ ହେଇ ଥିଲା |ଡାକ୍ତର ଙ୍କ ଅନୁଯାୟୀ ଅଜଣା କାରଣ ରୁ ତାଙ୍କର ତୀର୍ଥ ଯାତ୍ରା ରେ ମୃ -ତ୍ୟୁ ହୋଇ ଥିଲା | ଏହି ଚିତ୍ର ପ୍ରମାଣ କରେ ଯେ ,ଭଗବାନ ହନୁମାନ ଆଜି ମଧ୍ୟ ଶରୀର ରୂପରେ ଅବତୀର୍ଣ୍ଣ ଅଛନ୍ତି |

ଭଗବାନ ହନୁମାନ ଜୀ ରାମାୟଣ ର ଉପନ୍ୟାସିକ ପୁସ୍ତକ ପଢୁଥିବା ଦେଖିବାକୁ ମିଳିଛି |ହନୁମାନ ଚିରଞ୍ଜୀବି ଅଟନ୍ତି |ଚିରଞ୍ଜୀବି ଅର୍ଥ ସେହି ବ୍ୟକ୍ତି ପୃଥିବୀ ର ଶେଷ ବା ମହା ପ୍ରଳୟ ପର୍ଯ୍ୟନ୍ତ ବଞ୍ଚିବେ |ସୀତା ମାତା ଦ୍ଵାରା ଭଗବାନ ବଜରଙ୍ଗ ବାଲୀ ଙ୍କୁ ଏହି ବର ପ୍ରଦାନ କରା ଯାଇଥିଲା |ଫଳରେ ହନୁମାନ ଭଗବାନ ରାମ ଙ୍କ ନାମ ଜପ କରି ସାରା ବିଶ୍ଵ ରେ ପ୍ରଚାର ପ୍ରସାର କରି ପାରିବେ |ସେହି ବ୍ୟକ୍ତି ଙ୍କ ର ଜଣେ ସାଙ୍ଗ କୁହନ୍ତି ତାଙ୍କ ମୃତ ଶରୀର ର ହିମାଳୟ ର ଏକ ଗୁମ୍ଫା ରୁ ମିଳି ଥିଲା |ସେହି ଦିନ ସେ ଗୁମ୍ଫା ରେ ଏକା ବୁଲୁ ଥିଲେ |ସେଠାରୁ ତାଙ୍କ ମୃତ ଦେହ ଉଦ୍ଧାର କରା ଯାଇ ଥିଲା |ପରେ ତାଙ୍କ କ୍ୟାମେରା ଚେକ କରିବା ପରେ ବଜରଙ୍ଗବାଲୀ ଙ୍କ ଫଟୋ ଦେଖି ବାକୁ ମିଳି ଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର ନେଲେ ବଡ ପଦକ୍ଷେପ, ୬୦୦ ଟି ମ-ଦ ଦୋକାନକୁ ସରକାର ବନ୍ଦ କରିଦେବେ

ଦର୍ଶକ ବନ୍ଧୁ ଆପଣ ମାନେ ଅଜାଣିଥିବେ ଦୁନିଆ ର 85 ପ୍ରତିଶତ ଲୋକ ମ-ଦ ପିଇଥାନ୍ତି , କିଏ ରେଷ୍ଟୁରାଣ୍ଟ …

Leave a Reply

Your email address will not be published. Required fields are marked *