Breaking News

ସୁନ୍ଦରୀଙ୍କୁ ହୋଇଯାଆନ୍ତୁ ସାବଧାନ,ଖଟ ଖାଇ ଖଟୁଲି ଖାଇଯିବେ ଏମାନେ, ସମ୍ପୂର୍ଣ୍ଣ ଖବର ଜାଣିଲେ ଆପଣଙ୍କ ହୋସ ଉଡିଯିବ।

ଦେଖିବାକୁ ଖୁବସୁନ୍ଦର କୌଣସି ପାରିଠାରୁ ବି କମ ନୁହେଁ | ଦେଖିବାକୁ ଏତେ ଶାନ୍ତ ସରଳ ଚେହେରା ଯେ ତାଙ୍କୁ ଦେଖିଲେ ଯେପରି ଲାଗୁଛି ଯେ ତାଙ୍କୁ କେହି ଠକି ଚାଲିଯାଇଛି | କିନ୍ତୁ ଏହି କୁଖ୍ୟାତ ଚେହେରା ପଛରେ ରହିଛି ଏକ କୁଖ୍ୟାତ ଠକ ବିବାଦ | କେତେବେଳେ ସେ ଡ୍ରେସ ଡିଜାଇନର ତ ଆଉ କେତେବେଳେ ସେ ଅନୁଗୁଳ ର ବଡ ହୋଲସେଲର | ଆଉ କେତେବେଳେ ଫାଇନାନ୍ସ କମ୍ପାନିର ଏଜେଣ୍ଟ |

ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିବା ଏହି ଝିଅ ଙ୍କ ନାମ ହେଉଛି ସୁପ୍ରିୟା ସ୍ଵାଇଁ (ଦୀପା) ଏବଂ ଘର ତାଳଚେର | ପେଷାରେ ଦୀପ ଶିକ୍ଷାନୁଷ୍ଠାନର କର୍ମଚାରୀ | କିନ୍ତୁ ସଉକ ହେଉଛି ଲୋକଙ୍କୁ ଠକିବା | ଆଉ ସେ ପୁଣି କୌଣସି ଛୋଟ ମୋଟ ଠକେଇ ନୁହେଁ ଲକ୍ଷ ଲକ୍ଷ ଟଙ୍କାର ଠକେଇ | ଏହି ସୁନ୍ଦରୀ ଠକ ଙ୍କ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବି ବୁଲାଇ ଦେବ | ସେ କୌଣସି ଛୋଟମୋଟ ଲୋକଙ୍କୁ ନିଜ ରୂପ ଜାଲରେ ଫସାନ୍ତି ନାହିଁ |

ଫସାନ୍ତି ତ କେବଳ ମାଲେମାଲ ଲୋକଙ୍କୁ | ଯାହାଙ୍କ ପାଖରେ ଥିବ ପ୍ରବଳ ଟଙ୍କା ନିକଟରେ ସେ ପଠାଇଲେ ଅବସର ପ୍ରାପ୍ତ ଡାକ୍ତରଙ୍କୁ | ତେବେ ଆସନ୍ତୁ ଜାଣିବା କିପରି ଠକିଥିଲେ ଡାକ୍ତର ଙ୍କୁ ଏହି ସୁନ୍ଦରୀ ଠକେଇ ଜଣକ | ତାଳଚେର ସହର ନିକଟସ୍ଥ ବାଘୁଆ ପୋଲ ସିବା ମନ୍ଦିର ପାଖରେ ରୁହନ୍ତି ଏହି ଅବସର ପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ | ଗତ କିଛି ଦିନ ତଳେ କୋଳିଅରି ଥାନା ଅନ୍ତର୍ଗତ ମାଝିକା ଗାଁର ଦୀପା ଅର୍ଥାତ ସୁପ୍ରିୟା ସ୍ଵାଇଁ ନାମକ ଜଣେ ୨୮ ବର୍ଷୀୟ ତରୁଣୀ | ନିଜକୁ ଫାଇନାନ୍ସ କମ୍ପାନୀ ର ଏଜେଣ୍ଟ ବୋଲି ପରିଚୟ ଦେଇ ଡାକ୍ତର ଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡି ଥିଲେ |

ନିଜର ସୁନ୍ଦରତା ଏବଂ ବାକ ଶକ୍ତି ବଳରେ ସୁନ୍ଦରୀ ଜଣକ ଡାକ୍ତର ଙ୍କ ନିକଟତର ହୋଇଯାଇଥିଲେ | ଆଉ କୌଶଳ କ୍ରମେ ସେ ଡାକ୍ତର ଙ୍କ ଏଟିଏମ କାର୍ଡ ଏବଂ ପିନ ନମ୍ବର ସେ ଡାକ୍ତର ଙ୍କ ପାଖରୁ ନେଇଆସିଥିଲେ | ଯାହାକୁ ବ୍ୟବହାର କରି ସେ ତାଙ୍କ ସ୍ଟେଟବ୍ଯାଙ୍କ ଏକାଉନ୍ଟ ରୁ ୪,୫୭,୩୮୫ ଟଙ୍କା ଉଠାଇଥିଲେ | ତେବେ ଏକାଉନ୍ଟ ରୁ ଏତେ ଟଙ୍କା ଉଠିବା ପରେ ଡାକ୍ତର ବାବୁ ଙ୍କ ବୁଦ୍ଧି ହଜିଯାଇଥିଲା | ଶେଷରେ ସେ ଏନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ |

ତଦନ୍ତ ପରେ ତାଳଚେର ପୁଲିସ ହାତକୁ ଆସିଥିଲେ ମିସ ଚାରସୋବିଷ | ପୁଲିସ ୪୨୦ ଦଫାରେ ସୁପ୍ରିୟା ଙ୍କୁ ଗିରଫ କରିଛନ୍ତି | ଏବଂ ଠକେଇ ତାଲିକାର ହିସାବ ଧରିବା ପାଇଁ ତଦନ୍ତ କରୁଛନ୍ତି ତଦନ୍ତକାରୀ ଟୀମ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.