Breaking News

ଓଡ଼ିଶାରେ 24 କେରେଡ ସୁନା ଓ ରୂପାର ମୂଲ୍ୟ ହ୍ରାସ ପାଇଛି..

ନମସ୍କାର ଦର୍ଶକବନ୍ଧୁ ଫୁଣି ରାଜ୍ୟରେ କମିଲା ସୁନା ଦର ଯାହାକି ସୁନା ଏବଂ ରୂପା ଦର ରେ କ୍ରମଶ ଦେଖିବାକୁ ମିଳିଛି 22 କେରେଡ ସୁଧ ସୁନା 24 କେରେଡ କେତେ ଟଙ୍କା କମିଛି ବଜାରରେ ଆପଣ କିଣିବାକୁ ଚାହୁଁଥିଲେ କେତେ ଟଙ୍କା ଦେଇ କିଣି ପାରିବେ | ଆଜି ଭାରତର ରାଜଧାନୀ ଦିଲ୍ଲୀ ସହରରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 51707 ଟଙ୍କା ଥିଲା ବେଳେ | 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 47450 ଟଙ୍କା ରହିଛି |

ସେହିଭଳି ଭାରତର ପ୍ରମୁଖ ସହର ମୁମ୍ବାଇରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 51760 ଟଙ୍କା ଥିଲା ବେଳେ | 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 47340 ଟଙ୍କା ରହିଛି | ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇ ରେ ସୁଦ ସୁନା 24 କେରେଡ ସୁନା ର ମୂଲ୍ୟ 10 ଗ୍ରାମ ପିଛା 52510 ଟଙ୍କା ଥିଲା ବେଳେ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 48140 ଟଙ୍କା ରହିଛି |

ରାଜ୍ୟର ରାଜଧାନୀ ଭୁବନେଶ୍ୱର ରେ ସୁଦ ସୁନା 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 51520 ଟଙ୍କା ଥିଲା ବେଳେ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 46840 ଟଙ୍କା ରହିଛି | ତେବେ ରାଜ୍ୟରେ ରୂପା ଦର 10 ଗ୍ରାମର ମୂଲ୍ୟ 690 ଟଙ୍କା ଥିଲା ବେଳେ 100 ଗ୍ରାମ ରୁପାର ମୂଲ୍ୟ 6900 ସେହିଭଳି ଗୋଟିଏ କେଜି ରୂପାର ମୂଲ୍ୟ 6900 ରେ ପହଁଚିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.