Breaking News

ସୁମନ କୁମାର ଙ୍କ ଜୀବନୀ ଓ ପରିବାର ଓ ସେ କେମିତି ଦିନ କାଟୁଥିଲେ, ଓ ସେ ସିରିଏଲ ଜଗତକୁ କେବେ ଆସିଲେ, ଆପଣ ନିହାତି ଜାଣିରଖିବା ଦରକାର…

ଦର୍ଶକବନ୍ଧୁ ସବୁଦିନେ ସର୍ଵଜୀତ ଅନୁ ସିରିଏଲ ନିଶ୍ଚୟ ଦେଖୁଥିବେ ସର୍ଵଜୀତ ଅନୁ ସିରିଏଲର ହିରୋ ସାଇଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ଆଜି ଆମେ ଆପଣଙ୍କୁ ସାଇଙ୍କ ଘର ପରିବାର ବିଷୟରେ ଜିଣିବା ଯାହା ଆଗରୁ ଆପଣ ମାନେ କେବେ ହେଲେ ଜାଣିନଥିବେ | ବନ୍ଧୁଗଣ ଆପଣ ମାନେ ସବୁଦିନେ ସର୍ଵଜୀତ ଅନୁ ସିରିଏଲ ସାଇଙ୍କୁ ବେଶେ ଭଲ ଭାବରେ ଜାଣିଥିବେ |

ସାଇଙ୍କ ଜବରଦସ୍ତ ଆକ୍ଟିଂଗି କୁଆଁରୀ ବହୂ ସିରିଏଲରେ ନିଶ୍ଚୟ ଭାବରେ ଦେଖିଥିବେ | ଆଉ ତାଙ୍କର ଜବରଦସ୍ତ ଆକ୍ଟିଂଗି ପାଇଁ ପାଇଁ କୁଆଁରୀ ବହୂ ସିରିଏଲଟି ସବୁ ସିରିଏଲ ଠାରୁ ନମ୍ବର 1 ସିରିଏଲ ଭାବରେ ପରିଚିତ ହୋଇଗଲା | କୁଆଁରୀ ସିରିଏଲଟି ସାରିବା ପରେ ସର୍ଵଜୀତବ ଅନୁ ସିରିଏଲରେ ନଜରରେ ଆସିଥିଲେ ସାଇ |

ସାଇଙ୍କ ପ୍ରକୃତ ଘର ହେଉଛି ବରପାଲି କିନ୍ତୁ ସେ ତାଙ୍କ ଘରଲୋକଙ୍କ ସହ ଭୁବେନେଶ୍ୱର ରେ ରୁହନ୍ତି ତାଙ୍କ ପରିବାରରେ ମା ଅଛନ୍ତି | ବନ୍ଧୁଗଣ ସୁମନଙ୍କର ଜଣେ ପ୍ରେମିକ ଅଛନ୍ତି ଆଉ ତାଙ୍କ ନାମ ହେଉଛି ସାରା ସେ ଏବେ ଜଣେ ସିରିଏଲ ଅଭିନେତ୍ରୀ ଅଟନ୍ତି ସୁମନ କୁଆଁରୀ ବୋହୂ ସିରିଏଲ ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ |

ସର୍ଵଜୀତ ଅନୁ ସିରିଏଲର ଅଭିନୟ କରୁଥିବା ସାଇ ବା ସୁମନ ତାଙ୍କ ଅଭିନୟ ଛଡା ସେ ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି | ଦର୍ଶକବନ୍ଧୁ ଆପଣ ମାନଙ୍କୁ ସୁମନ କେମିତି ଲାଗନ୍ତି ସୁମନ ଓ ସାରାଙ୍କ ଯୋଡି ଆପଣ ମାନଙ୍କୁ କେମିତି ଲାଗୁଥିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.