Breaking News

ଶୁକ୍ରବାର ଘରେ କରନ୍ତୁ ଏହି ଛୋଟ ଉପାୟ ଖୋଲିଯିବ ଆପଣଙ୍କର ଭାଗ୍ୟ

ଦର୍ଶକବନ୍ଧୁ ସବୁ ଦିନ ଗୁଡିକରେ କିଛି ନା କିଛି ଖାସ ରହିଛି ସେହିଭଳି ଶୁକ୍ରବାର ଦିନ କିଛି ଖାସ ରହିଛି ତେବେ ବନ୍ଧୁଗଣ ଏହି ଦିନକୁ ମା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ | ବନ୍ଧୁଗଣ ଘରର ସୁଖ ସମୃଦ୍ଧି ପାଇଁ ଶୁକ୍ରବାର ଦିନ କରନ୍ତୁ କିଛି ଛୋଟ ଉପାୟ |ଦର୍ଶକବନ୍ଧୁ ମା ଲକ୍ଷ୍ମୀଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ଏଥିପାଇଁ ମା ଲକ୍ଷ୍ମୀଙ୍କୁ ଚିନି ଦହି କ୍ଷୀରି ଆଦି ଭୋଗ ଲଗାନ୍ତୁ ଏହି ଦିନ ଧଳା ରଙ୍ଗର ପୋଷାକ ପରିଧାନକୁ ଶୁଭ ବୋଲି ମନାଯାଏ |

ବନ୍ଧୁଗଣ ଶୁକ୍ରବାର ଦିନ ସନ୍ଧ୍ୟାରେ ମହିଳା ମାନେ ମଧ୍ୟ ସନ୍ତୋଷୀ ମା ଙ୍କର ବ୍ରତ ରଖିଥାନ୍ତି ଏହି ବ୍ରତ ସନ୍ତାନ ପ୍ରାପ୍ତି ସନ୍ତାନ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ରଖାଯାଏ | ତେବେ ଏହି ଦିନ ଖଟା ଏବଂ ଆମିଷ ଖାଇବ ଆଦଉ ଉଚିତ ନୁହେଁ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଟଙ୍କାର ଅଭାବ ରହୁଥିଲେ ଶୁକ୍ରବାର ଦିନ ଟଙ୍କା ରହୁଥିବା ଜାଗାରେ ପଦ୍ମ ଫୁଲ ରଖି ଦିଅନ୍ତୁ |

ଦର୍ଶକବନ୍ଧୁ କିଛି ଦିନ ପରେ ଫୁଲ ମଉଳି ଯିବାପରେ ଏହାକୁ ପରିବର୍ତନ କରି ଏକ ତାଜା ଫୁଲ ରଖିଦିଅନ୍ତୁ | ଶୁକ୍ରବାର ଦିନ ଆଲମାରୀ ରେ ପାଞ୍ଚଟି କୌଡି ମଧ୍ୟ ରଖିପାରିବେ | ବାସ୍ତୁ ଶାସ୍ତ୍ର ଅନୁସାରେ ପତି-ପତ୍ନୀ ଙ୍କ ମଧ୍ୟରେ ଝଗଡା କିମ୍ବା ମନ ମଳିନ ହେଉଥିଲେ ଶୁକ୍ରବାର ଦିନ ଶୟନ କକ୍ଷରେ ରାଧାକ୍ରିଷ୍ଣ ଫୋଟୋ ରଖନ୍ତୁ |

ଦର୍ଶକବନ୍ଧୁ ଶୁକ୍ରବାର ଦିନ ମନି ପ୍ଲାଣ୍ଟ ଲଗାଇବାକୁ ଶୁଭ ବୋଲି ମନାଯାଏ ଶୁକ୍ରବାର ଦିନ ଗଛ ଲଗାଇବା ବୋଲି ଶୁଭ ବୋଲି ଧରାଯାଏ | ଗଛକୁ କ୍ରୟ କରି ଆଣିଲା ପରେ ମାଙ୍କ ଚରଣରେ ରଖିଦିଅନ୍ତୁ ଏବଂ ଏହା ପରେ ଯାଇ ବୁଦାରେ ଲଗାନ୍ତୁ |

ବନ୍ଧୁଗଣ ଶୁକ୍ରବାର ଦିନ ସନ୍ଧ୍ୟାରେ ମାଙ୍କ ପାଖରେ ଆଳତି କରନ୍ତି ଏବଂ ସନ୍ତୋଷୀ ମାତା ଙ୍କର ବହି ପଢନ୍ତୁ ଏହାକୁ ପଢିବା ଦ୍ୱାରା ମା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ ଏହା ସହ ଆପଣଙ୍କ ଘର ସୁଖ ଶାନ୍ତି ଓ ଧନରେ ଭରିଯିବ | ତେବେ ବନ୍ଧୁଗଣ ଏସବୁ କୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.