Breaking News

ସୁକନ୍ୟା ସମୃଦ୍ଧି Yojna ରେ ସରକାର ଆଣିଲେ ନୂଆ ନିୟମ ଟଙ୍କା ରଖୁଥିଲେ ଜାଣି ରଖନ୍ତୁ ଏହି ସବୁ ନେହେଲେ ପଛରେ ପସ୍ତେଇବେ !

ନମସ୍କାର ବନ୍ଧୁଗଣ ଏବେ ଏବେ ସରକାର କଲେ ବଡ଼ ଘୋଷଣା ବଦଳିଗଲା ସୁକନ୍ୟା ସମୃଦ୍ଧି ଯୋଜନା ଯଦି ଆପଣ ଏଥିରେ ଟଙ୍କା ରଖୁଛନ୍ତି ତେବେ ଶୀଘ୍ର ଦେଖନ୍ତୁ ତେବେ ବନ୍ଧୁଗଣ ଝିଅ ମାନଙ୍କ ବହୁତ ବଡ଼ ଖୁସି ଖବର ସୁକନ୍ୟା ସମୃଦ୍ଧି ଯୋଜନା କୁ ନେଇ ସରକାର ଜାରିକଲେ କଡା ନିୟମ ଏବେ ସୁକନ୍ୟା ସମୃଦ୍ଧି ଯୋଜନା ରେ ଲାଗୁ ହେବାକୁ ଯାଉଛି ଗୋଟେ ବହୁତ ବଡ଼ ନିୟମ |

ଦର୍ଶକବନ୍ଧୁ ଯେଉଁଠି ଆପଣ ଝିଅ ମାନଙ୍କ ପାଇଁ ନେଇ ପାରିବେ ଏକ ବହୁତ ବଡ଼ ସୁବିଧା ସଠିକ ସମୟରେ ପାଇଁ ପାରିବେ ଏହାର ଡବଲ ଫାଇଦା ତେବେ ସୁକନ୍ୟା ଯୋଜନା ରେ ଲାଗୁ ହୋଇଛି ନୂଆ ନିୟମ ସଠିକ ସମୟରେ ଉଠାଇ ପାରିବେ ଜମା ଟଙ୍କା ଝିଅ ବାହାଘର ପାଇଁ ହେଉ କି ଶିକ୍ଷା ପାଇଁ ହେଉ ଉଠାଇ ପାରିବେ |

ବନ୍ଧୁଗଣ ଏହି ଜମା ର ଅର୍ଥ କେନ୍ଦ୍ର ସରକାରଙ୍କ ଏହି ଯୋଜନା ର ନିୟମ ଅନୁସାରେ ସୁଦ୍ଧ 7.6% ହାରରେ ଉପଲବ୍ଧ ରହିବ 15 ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ଟଙ୍କା ଭାରତ ସରକାର ଙ୍କ ଦ୍ୱରା ବାଳିକା ମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା କୁ ସୁକନ୍ୟା ସମୃଦ୍ଧି ଯୋଜନା ବୋଲି କୁହାଯାଇଥାଏ |

ଦର୍ଶକବନ୍ଧୁ ଯେଉଁଥିରେ 21 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମାକରିବାକୁ ପଡ଼ିଥାଏ ମୁଖ୍ୟତଃ ଏଥିରେ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ ପରେ 6 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା ନ କରି ଏକାଉଣ୍ଟ ଖାଲି ରଖିଲେ ମଧ୍ୟ ଚଳିବ ତେବେ ଆସନ୍ତୁ ଜାଣିବା କେମିତି ଆପଣ ଟଙ୍କା ଜମା କରିପାରିବେ |

ବନ୍ଧୁଗଣ ସୁକନ୍ୟା ସମୃଦ୍ଧି ଯୋଜନା ରେ ଯେତେବେଳେ ଆପଣ ଟଙ୍କା ଉଠାଇପାରିବେ ସେତେବେଳେ ଆପଣଙ୍କ ଝିଅର ବୟସ 18 ବର୍ଷ ହୋଇଥିବ ଏହି ସମୟରେ ଆପଣ ଝିଅ ବାହାଘର କରି 50% ସୁଦ୍ଧ ରେ ଟଙ୍କା ଉଠାଇ ପାରିବେ ବାହାଘର 3 ମାସ ପୂର୍ବରୁ ବା ମଧ୍ୟରେ ଉଠାଇ ପାରିବେ ଟଙ୍କା 21 ବର୍ଷ ବୟସ ପରେ ଆପଣଙ୍କୁ ପୁରା ଟଙ୍କାର ଜମା ରାଶି ମିଳିପାରିବ |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଉଚ୍ଚଶିକ୍ଷା ପାଇଁ କେମିତି ମିଳିବ ସୁବିଧା ଆହୁରି ମଧ୍ୟ ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ଦଶମ ପରେ ଜମା ଟଙ୍କାର 50% ଉଠାଇ ପାରିବେ ଏହି ସବୁ ସୁବିଧା ର ଲାଭ ଆପଣ 18 ବର୍ଷ ପରେ ଉଠାଇ ପାରିବେ ଟଙ୍କା କିସ୍ତି ଅନୁସାରେ କିମ୍ବା ଏକାଥର ଉଠାଇ ପାରିବେ କିନ୍ତୁ 5ବର୍ଷ ପର୍ଯ୍ୟନ୍ତ ପଇସା ଉଠାଇ ପାରିବେ ତେବେ ଟଙ୍କା ଉଠାଇବା ପାଇଁ ଝିଅର ପରିଚୟ ପତ୍ର ସହିତ ଶିକ୍ଷା ସାର୍ଟିଫିକେଟ ଦେବାକୁ ପଡିଥାଏ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.