Breaking News

ସୁଦଶା ବ୍ରତ କଣ ଓ ଏହାର ନିୟମ ସବୁ କଣ କଣ ରହିଛି ?

ଦର୍ଶକବନ୍ଧୁ ସୁଦଶା ବ୍ରତ ଘରେ ଘରେ ସାଧବ ନାରୀ ମାନେ ପୂଜା କରୁଛନ୍ତି ମା ଲକ୍ଷ୍ମୀଙ୍କୁ ତେବେ ସୁଦଶାର ଅର୍ଥ କଣ ବିବାହିତ ନାରୀ ମାନେ ଏହି ବ୍ରତ ପାଳନ କରନ୍ତି ଏହି ବ୍ରତର ଅନେକ ମହତ୍ୱ ରହିଛି ଯାହା ପୁରାଣରେ ଲେଖା ଅଛି ତେବେ ଆଜି ଧର୍ମ କଥାରେ ସୁଦଶା ବ୍ରତ ବିଷୟରେ ଜାଣିବା ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ରେ ପଡେ ସୁଦଶା ବ୍ରତ ଯାହା ସୁଦଶା ବ୍ରତ ରୂପେ ପାଳିତ ହୁଏ ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଲକ୍ଷ୍ମୀ ହେଉଛନ୍ତି ଧନ ବତୀ ତାଙ୍କୁ ପୂଜା କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ |

ଏହି ପର୍ବ ଓଡ଼ିଶାର ବିଶେଷତ୍ୱ ଏହାକୁ କେବଳ ଓଡ଼ିଆ ମହିଳା ମାନେ ପାଳନ କରିଥାନ୍ତି ଭାରତର ଅନ୍ୟ ରାଜ୍ୟରେ ଭାରତ ବାହାରେ ଏହା ଦେଖା ଯାଏ ନାହିଁ | ଆପଣ ଜାଣିଛନ୍ତିକି ସୁଦଶାର ଅର୍ଥ କଣ କୁହାଯାଏ ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପାଳି ମାନଙ୍କ ସମ୍ବାଦରେ ସୁଦଶା ଶବ୍ଦ ସହିତ 10 ସାଂଖ୍ୟଟି ସଂଯୋଗ ହୋଇଆସୁଛି ଯାହା ଫଳରେ ପୂଜା କଲା ବେଳରେ 10 ଫାକୁଡ଼ା ପଦ୍ମ ଓ 10 ବ୍ରଣ ମୁର୍ଯ୍ୟ 10 ମୁଖି ଦୀପ 10 ମୁଠା ଚାଉଳ 10 ମେଞ୍ଚା କଦଳୀ 10 ଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶ ନାମ |

ଏହି ପୂଜାରେ 10 ଖିଅ ସୂତାରେ ବ୍ରତ ପୂଜା କରାଯାଏ | ସେହି ବ୍ରତକୁ ପରବର୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ଏହି ଦିନ ସକାଳୁ ସକାଳୁ ଉଠି ସାଧବ ନାରୀ ମାନେ ଘର ଦ୍ୱାରା ଲିପା ପୋଛା କରନ୍ତି | ଘର ଦ୍ୱାର ମୁହଁରେ ଝୋଟି ପକାନ୍ତି ସମସ୍ତ ରୀତି ନୀତି ସହ ବିଭିନ୍ନ ପ୍ରକାରର ପିଠା ପାନ କରି ପୂଜା ପାଠ କରିଥାନ୍ତି | ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ସମ୍ପତି ସୁଖ ସାମ୍ୱବୃତିରେ ପୁରୀ ଉଠେ |

ପୁରାଣ କଥା ଅନୁସାରେ ଜଣେ ବିଧବା ବ୍ରମହଣି ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତ ଟିକୁ ହଜାଇ ଦେଇଥିଲେ ବ୍ରତ ହରାଇ ବିକଳ ଭାବେ କାନ୍ଦିବା ବେଳେ ଜଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟ ବଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀ ଙ୍କୁ ଦେଇଦେଲେ | ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତ ଦାନକଲେ ଲକ୍ଷ୍ମୀ ଛଡା ହେବାକୁ ରାଣୀ ଅତି କୁଣ୍ଠାର ସହ ବ୍ରତ ଟିକୁ ଦାନ କଲେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.