Breaking News

ସୁଆଦିଆ ଗାଜର ହଲୱା ଏହିପରି ତିଆରି କରନ୍ତୁ || ହାତ ଚାଟି ଖାଇବେ

ବର୍ତ୍ତମାନ ପାରିବ ମାର୍କେଟ ରେ ଗାଜର ର ରେଟ ବଟୁତା ଶସ୍ତା ଅଛି। ତେବେ ନିଶ୍ଚିନ୍ତ ଏହି ଡିଶ କୁ ଘରେ ଥରେ ଟ୍ରାୟେ କରନ୍ତୁ। ଗାଜର ହାଲଓ୍ଵା ତ ଆପଣ ଖାଇଥିବେ ଏହାକୁ ପ୍ରାୟ ସମସ୍ତେ ପସନ୍ଦ ମଧ୍ୟ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଗାଜର କ୍ଷୀରି ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ଗାଜର କ୍ଷୀରି କେମିତି ପ୍ରସ୍ତୁତ କରାଯାଏ।

ଆବଶ୍ୟକ ସାମଗ୍ରୀ:-
1. ଅଧା କିଲୋ ଗାଜର (କଦ୍ଦୁକସ୍‌ ହୋଇଥିବା)
2. ଏକ ଚାମଚ ଚିନି
3. ୧୦ ଗ୍ରାମ କିସମିସ୍‌
4. କାଜୁ ଏବଂ ବାଦାମ୍‌
5. ୨ଟି ଅଳେଇଚ


ପ୍ରସ୍ତୁତି ପ୍ରଣାଳୀ:-
ଅଧା କିଲୋ ଗାଜରକୁ ଭଲଭାବେ ଧୋଇ ଚୋପା ବାହାର କରିଦିଅନ୍ତୁ। ଏହାପରେ ଏହାକୁ କଦ୍ଦୁକସ୍‌ କରିଦିଅନ୍ତୁ।

1. ଗ୍ୟାସ୍‌ ଉପରେ ଭାରି କଡେଇ ରଖନ୍ତୁ ଏବଂ ସେଥିରେ ଏକ ଚାମଚ ଦେଶୀ ଘିଅ ପକାନ୍ତୁ। ଘିଅ ମେଲ୍ଟ ହେଲାପରେ ସେଥିରେ ଗାଜର ପକାନ୍ତୁ ଏବଂ ଏହା ଉପରେ ଚିନି ପକାଇ ଏହାକୁ ଢ଼ାଙ୍କି ଦିଅନ୍ତୁ। ଏହିସମୟରେ ଗ୍ୟାସକୁ ଧୀମା ରଖନ୍ତୁ।

2. ଏହାର ଠିକ ଗୋଟେ କିମ୍ବା ୨ ମିନିଟ ପରେ ପ୍ଲେଟ ହଟାଇ ଗାଜର ଏବଂ ଚିନିକୁ ଭଲଭାବେ ମିକ୍ସ କରନ୍ତୁ ଏବଂ ୨ ରୁ ୫ ମିନିଟ ପାଇଁ ଆଞ୍ଚରେ ବସାନ୍ତୁ। ଏହାରି ଭିତରେ ଚାମଚ ସାହାଯ୍ୟରେ ଏହାକୁ ଲଗାତର ଚଲାନ୍ତୁ।


3. ଏବେ ଏଥିରେ କ୍ଷୀର ମିଶାନ୍ତୁ ଏବଂ କ୍ଷୀର ପକାଇବା ପରେ ଏହାକୁ ପ୍ରାୟ ୨ ମିନିଟ୍‌ ପାଇଁ ରାନ୍ଧନ୍ତୁ। ଏହାପରେ ଏହାଉପରେ କାଜୁ ଏବଂ ବାଦାମ କିମ୍ବା ପିସ୍ତା ପକାଇ ଗରମା ଗରମ ସର୍ଭ କରନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *