Breaking News

Students କପି କରିବା ପଡିଲା ମାହାଙ୍ଗା, ପୁରା ଘଟଣା ଜାଣିଲେ ଆପଣ ଛାନିଆ ହୋଇଯିବେ…ଛୋଟ ଛୁଆ ଦୟାକରି ଦେଖନ୍ତୁ ନାହିଁ

ହେଲୋ ଫ୍ରେଣ୍ଡ୍ ବିତିଯାଇଥିବା କିଛି ବର୍ଷ ମଧ୍ୟରେ ପଢିବା ଠୁ ଆରମ୍ଭ କରି ପରୀକ୍ଷା ଦେବା ପର୍ଯ୍ୟନ୍ତ ବହୁତ କିଛି ପରିବର୍ତ୍ତନ ହୋଇଛି କିନ୍ତୁ ବୋହୁତ ବଦଳିବା ପରେ ମଧ୍ୟ ବଦଳି ନାହିଁ କପି କରିବାର ତରିକା ବର୍ଷ ସାରା ପଡ଼ିବା ରୁ ଦୂରେଇ ରହିବା ପରେ କେତେ ଛାତ୍ର ପାଖରେ କେବଳ କପି କରିବା ଏମିତି ଏକ ରାସ୍ତା ବଞ୍ଚେ ଯାହା ଦ୍ଵାରା ସେମାନେ ପାସ ହେଇକି ତାପର କ୍ଲାସ କୁ ଯାଇ ପାରିବେ ବହୁ ବର୍ଷ ଧରି ଚାଲି ଆସୁଥିବା ଏହି କପି ରେ ବୋହୁତ ବିକାଶ କରିଛି ଆସନ୍ତୁ ଜାଣିବା କିଛି ଏମିତି କପି କରିବା ତରିକା ଜାଣିବା ।

ଅନଲାଇନ କ୍ଲାସ ଲାଗୁଛି ଛୁଆଙ୍କୁ ନିକମା କରି ଦେଇଛି ପଡ଼ିବା ଲେଖିବା ଛାଡନ୍ତୁ ତାଙ୍କ ପାଖରୁ କପି କରିବାର ତରିକା ମଧ୍ୟ କୁଆଡେ ଚାଲି ଗଲାଣି । CAE ପ୍ରକଟିକାଲ ଭାଇବା ରେ ଯେତେ ବେଳେ ରିତେଶ ନାମର ଜଣେ ଛାତ୍ର କୁ what is Virtualization ପଚରା ଗଲା ତେବେ ସେ ନିଜକୁ ଚାଲାଖ ଭାବି ପ୍ରଶ୍ନ କୁ ଗୁଗଲ ରେ ଟାଇପ କରି ଉତ୍ତର କହିବାକୁ ଲାଗିଲେ କିନ୍ତୁ ସେ ଭୁଲି ଗଲେ କି ତାଙ୍କର ସ୍କ୍ରିନ ସେୟାର ହେଉଛି ମାଷ୍ଟର ତାର ଏହି କାମ ଦେଖିକି ମାଷ୍ଟର ମଧ୍ୟ ବାବୁଥିବ ରିତେଶ ଠିକ୍ ସେ କପି ମଧ୍ୟ କରି ପାରୁ ନାହିଁ ।

ଏମିତି 2021 ରେ ହରିୟାଣା ଶିକ୍ଷକତା ପରୀକ୍ଷା HTET ଦ୍ବାରା ପରୀକ୍ଷା ଦେବା ପାଇଁ ଆସିଥିବା ଭାବି ଶିକ୍ଷକ ନିଜେ କପି କରୁଥିବାର ଜଣା ପଡ଼ିଲେ ଯାହାଙ୍କୁ କପି କରୁଥିବାର କ୍ୟାମେରାରେ କଣ୍ଟ୍ରୋଲ ରୁମ୍ ଦେଖି ଦେଲେ ।

2017 ରେ ଅହମଦାବାଦ ର ପଟାନ ଜୁନିୟର କ୍ଲାର୍କ ପରୀକ୍ଷା ସମୟରେ ଧଳା ରଙ୍ଗର ସାର୍ଟ ପିନ୍ଧି ଥିବା ଗୋଟିଏ ପିଲା ତାର ଉତ୍ତର ଖାତା ତଳେ କପି ରଖି ସମସ୍ତଙ୍କ ସାମନାରେ ଲେଖୁଥିଲେ ସାଇଡ ରେ ଥିବା ଝିଅ ଟି ସାହସ ଦେଖାଇ ତାକୁ କପି କରିବାରୁ ଅଟକାଇଲା ତାହା ପରେ ସବୁ ଷ୍ଟୁଡେଣ୍ଟ୍ ମିଶିକି ତାର ବିରୁଦ୍ଧ ଗଲେ ଧାରା ପଡ଼ିଯିବା ଡରରେ ସେ କପି କାଗଜକୁ ପାଟିରେ ପୁରେଇ ଚୋବାଈ ବାକୁ ଲାଗିଲା ଆଉ ତାକୁ ଝରକା ବାହାରେ ପକେଇବା ପାଇଁ ଲାଗିଲା ଗୋଟିଏ ପିଲା ତାକୁ ଅଟକାଇବା ପାଇଁ ଚାହିଁଲା କିନ୍ତୁ ସେ କପି କରିଥିବା କାଗଜ ଟି ବାହାରକୁ ଫୋପାଡ଼ି ଦେଲା ଏହା ଶୁଣି ଶିକ୍ଷକ ଆସିଲେ ତାଙ୍କୁ ଶାନ୍ତ କରିବାରେ ଲାଗିଲେ ।

କପି କେବଳ ପରୀକ୍ଷାରେ ପିଲା କରନ୍ତି ନାହିଁ ବୋହୁତ ଲୋକ ଜୀବନର ସବୁ ସମୟରେ ମଧ୍ୟ କରନ୍ତି ସମସ୍ତଙ୍କ ବାପା ମା ଙ୍କର ସ୍ଵପ୍ନ ଥାଏ କି ତାଙ୍କ ପୁଅ ସରକାରୀ ଚାକିରି କରିବ କିନ୍ତୁ ହରିୟାଣାର ଜଣେ ଛାତ୍ରକୁ ଜଣା ଥିଲା ଏହା ସମ୍ଭବ ନୁହେଁ କାରଣ ତାର ହାଇଟ 2 ଇଞ୍ଚ୍ କମ୍ ଥିଲା କିନ୍ତୁ ସେ ହାର ମାନିଲା ନାହିଁ ହରିୟାଣା ପୋଲିସ କନେଟାବ୍ଲେ ଶାରିରୀକ ମାପ୍ ରେ ନିଜ ମୁଣ୍ଡରେ ଏକ ଏପରି ଚୂଳର ୱକ୍ ଲଗେଇ ଦେଲା ଯାହା ଦ୍ଵାରା ତାର ହାଇଟ୍ 2 ଇଞ୍ଚ୍ ବଢିଯିବ ଏକ୍ସାମିନର 2 ମିନିଟ ରେ ତାର ଚୋରି ଧରି ଦେଲେ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.