Breaking News

ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ପାଇଁ – ସ୍ୱାମୀ ସବୁବେଳେ ଅସୁବିଧାରେ ପଡିଥାଏ ଏବଂ, ଏହି କାମ କରିବା ଦ୍ୱାରା ମଧ୍ୟ ସ୍ୱାମୀ ଦାଣ୍ଡର ଭିକାରି ହୋଇଯାଇଥାଏ !

ବନ୍ଧୁଗଣ ଭାରତୀୟ ସଂସୃତି ଅନୁସାରେ ପ୍ରତେକ ମହିଳା ବିବାହ ପରେ ଗୋଡ଼ରେ ଗୋଡ଼ ମୁଦି ପିନ୍ଧିଥାନ୍ତି କୁହାଯାଏକି ଗୋଡ ମୁଦି ସ୍ୱାମୀର ଆୟୁଷ କୁ ବୃଦ୍ଧି କରିବାସହ ମହିଳା ମାନକୁ ଶାରୀରିକ ବା ମାନସିକ ଭାବେ ସୁସ୍ଥ ରଖିଥାଏ ପ୍ରୟତ ପ୍ରତେକ ମହିଳା ଗୋଡ଼ରେ ଗୋଡ଼ ମୁଦି ପିନ୍ଧିଥାନ୍ତି କିନ୍ତୁ ଅନେକ ମହିଳା ଜାଣିନଥାନ୍ତି ଗୋଡ ମୁଦିକୁ ଭୁଲୁଭାବରେ ପିନ୍ଧିବା ଦ୍ୱାରା ଏହା ଭୁଲୁ ବେବହାର ଦ୍ୱାରା ସ୍ୱାମୀଙ୍କ ଉପରକୁ ମାଡି ଆସିଥାଏ ବିପଦ | ଏବଂ ସେ ଋଣରେ ରେ ବୁଡି ରୁହନ୍ତି ଏଥି ସହ ଘରେ ଟିକେ ଟିକେ କଥାରେ ଝଗଡା ମଧ୍ୟ ହୋଇଥାଏ |

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ କୁହାଯାଇକି ଜଣେ ମହିଳା ଯଦି ଗୋଡ଼ରେ ଗୋଡ ମୁଦି ଏବଂ ମଥାରେ ସୁନା ନପିନ୍ଧିଛି ସେ ନାରୀ ନାରୀ ରୂପରେ ବିବେଚତ ହୋଇପାରେ ନାହିଁ ଜଣେ ବିବାହିତା ନାରୀକୁ ଷୋଳ ସିଗାର ଗୋଡ ମୁଦି ପିନ୍ଧିବା ଆବଶକ୍ୟ ଏହି ମୁଦି କାହଁକି ପିନ୍ଧିବା ଉଚିତି | ବନ୍ଧୁଗଣ ଜାଣି ରଖନ୍ତୁ ଗୋଡ ମୁଦି ଜଣେ ମହିଳାର ଗର୍ଭ ଶୟକୁ ନିୟନ୍ତ୍ରଣ କରିବା ସହିତ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏହା ମନକୁ ଶାନ୍ତ ରଖିଥାଏ ତେଣୁ ପ୍ରତେକ ମହିଳା ଗୋଡ଼ରେ ଗୋଡ ମୁଦି ପିନ୍ଧିବା ଉଚିତି କିନ୍ତୁ ଏହା ସହ ମଧ୍ୟ ଧ୍ୟାନ ରଖିବେ ଯେପରି ଗୋଡ ମୁଦି ଭୁଲୁଭାବରେ ନପିନ୍ଧନ୍ତୁ ବନ୍ଧୁଗଣ ଚାଲନ୍ତୁ ଜାଣିବା କଣ ସେହି ଭୁଲୁ ସ୍ୱାମୀ ଏବଂ ଘର ପରିବାର ଉପରେ ବିପଦ ପାକିଥାଏ |

କେବେହେଲେ ଗୋଡ ମୁଦି ଢିଲା ଭବରେ ପିନ୍ଧିବେ ନାହିଁ ମାନେ କିଛି ପରିମାଣରେ ଢିଲା ହେଲେ ଚଳିବ କିନ୍ତୁ ଏପରି ପିନ୍ଧିବେ ନାହିଁ ଯେପରି ଆଙ୍ଗୁଳିରୁ ବାହାରି ପଡୁଥିବ ଗୋଡ ମୁଦି ଯଦି ଗୋଡ଼ରୁ ବାହାରିଯାଏ ଥା ଅଶୁଭ ହୋଇଥାଏ ଏହା ଦ୍ୱାରା ସ୍ୱାମୀଙ୍କ ଉପରେ ବିପଦ ଆସିବା ସହ ସେ ସବୁବେଳେ ଧାର କରାଜରେ ବୁଡି ରହିଥାନ୍ତି ତା ଛଡା ଆର୍ଥିକ ସ୍ତିସ୍ଥି ଭଲ ରହିନଥାଏ |

କେବେହେଲେ ନିଜ ଗୋଡ଼ରେ ପିନ୍ଧିଥିବା ମୁଦିକୁ ଅନ୍ୟ ଜଣକୁ ଦିଅନ୍ତୁ ନାହିଁ ଏହା ସବୁଠାରୁ ବଡ଼ ଭୁଲୁ ହୋଇଥାଏ ତେଣୁ ଏପରି କରନ୍ତୁ ନାହିଁ ଏପରି କରିବା ଦ୍ୱାରା ଅସମୟରେ ରୋଗ ଏବଂ ଦୁଃଖ ଆସିଥାଏ ଜଣକ ପରେ ଅନ୍ୟ ଜଣକ ଦେହ ଖରାପ ହୋଇଥାଏ ଛୋଟ ଛୋଟ କଥାରେ ସମସ୍ତ ମନକୁ ନେଇ ମନ ଉଣା ହେବାସହ ଝଗଡା ମଧ୍ୟ ହୋଇଥାଏ |

ତମ୍ବାର ଗୋଡ ମୁଦି କେବେହେଲେ ପିନ୍ଧିବେ ନାହିଁ ତମ୍ବୁର ଗୋଡ ମୁଦି ପିନ୍ଧିବା ଦ୍ୱାରା ପିଲା ହେବା ସମୟରେ ଅସୁବିଦା ହୋଇଥାଏ ଯଦି ଗୋଡ ମୁଦି ଫାଟିଯାଏ ସେହିପରି ଭାବେ ଆଉ ପିନ୍ଧିବେ ନାହିଁ ଏପରି କିଛି ଲୋକ ଭୁଲୁ କରିଥାନ୍ତି ସେମାନେ ଫାଟି ଯାଇଥିବା ଗୋଡ ମୁଦିକୁ ଫୁଣିଥରେ ପିନ୍ଧିଦେଇଥାନ୍ତି କିନ୍ତୁ ଏପରି କରିବା ଠିକି ନୁହେଁ ଏଥିସହ ଧ୍ୟାନ ଦେବ ତମ୍ବୁର କିଛି ଦିନିଷ ପିନ୍ଧିବା ଉଚିତି ନୁହେଁ ସେ ମୁଦି ହଉ କିମ୍ବା ଅନ୍ୟ କିଛି |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.