Breaking News

ସ୍ତ୍ରୀ ଠାରୁ Swami ବୟସରେ କାହିଁକି ହୋଇଥାଏ ବଡ, ଏହାପଛର କାରଣ ଜାଣିଲେ ଆପଣ ଖୁସିରେ ନାଚିଉଠିବେ ଦେଖନ୍ତୁ !

ହେଲୋ ଫ୍ରେଣ୍ଡ ଆସନ୍ତୁ ଜାଣିବା ସ୍ବାମୀ ଠାରୁ ସ୍ତ୍ରୀ ର ବୟସ କାହିଁକି କମ୍ ହୋଇଥାଏ ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତି ନୀତି ରେ ପୁଅ ଝିଅଙ୍କର ବୟସ ତାର୍ତମ୍ୟ ଥାଏ ଦେଖିବା ପାଇଁ ଗଲେ ପୁଅ ଝିଅ ଠାରୁ ବୟସରେ ବଡ଼ ହୋଇଥାଏ ଏହି ଧାରଣା ସମସ୍ତ ଙ୍କ ମନ ଭିତରେ ଥାଏ କିନ୍ତୁ ଏହା ପଛର କାରଣ କଣ ଆସନ୍ତୁ ଜାଣିବା

ପୁଅ ଝିଅଙ୍କ ବୟସ ସମ୍ମାନ ହେଲେ କଳି ଲଗିବାର ସମ୍ଭାବନା ଥାଏ କେହି କାହାକୁ ଟିକେ କଥାରେ ଛାଡି ନଥାନ୍ତି ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ ତେଣୁ ବୟସର ତାର ତ୍ରମ୍ୟ ରହିଲେ ଏହି ସବୁ ଅସୁବିଧା ଦେଖା ଯାଉନଥାଏ ପୁରୁଷ ମାନେ ନିଜ ବୟସ ଠାରୁ କମ୍ ଥିବା ବୟସର ଝିଅଙ୍କୁ ବିବାହ କରି ବିବାହ ପାଇଁ ପସନ୍ଦ କରିଥାନ୍ତି

ପ୍ରେମ ବି ପୁରୁଷଙ୍କର କମ୍ ବୟସ ଝିଅଙ୍କ ସହିତ ହୋଇଥାଏ ଏହି ମାନସିକତା ବି କମ୍ ବୟସର ଝିଅଙ୍କୁ ବିବାହ କରିବା ପାଇଁ ସାହାଯ୍ୟ କରିଥାଏ ପୁଅ ମାନେ ବୟସରେ ବଡ ହୋଇଥିବା କାରଣରୁ ସେମାନଙ୍କର ଧର୍ଯ୍ୟ ଶକ୍ତି ଅଧିକ ଥାଏ ଯାହା ଫଳରେ ଉଭୟଙ୍କ ମଧ୍ୟରେ ବୁଝାବଣା ଠିକ୍ ରହିଥାଏ ବିଜ୍ଞାନ ଅନୁସାରେ ପୁଅ ମାନଙ୍କର ବୟସ ଅନୁସାରେ ଝିଅ ମାନେ ମେଚୁଅଡ ଥାଆନ୍ତି

ତେଣୁ ପୁଅଙ୍କ ର ବୟସ ଝିଅ ଙ୍କ ଠାରୁ ଅଧିକ ରହିଲେ ବିବାହ ଜୀବନ ସୁଖକର ହୁଏ ବୟସର ତାର୍ତ୍ୟମ୍ୟ ଅନୁସାରେ ବିଚାର ମଧ୍ୟ ଭିନ୍ନ ହୋଇଥାଏ ପୁଅଙ୍କ ବୟସ ଅଧିକ ରହିଲେ ବୈବାହିକ ଜୀବନ ର ବିଚାର ଧାରା ଠିକ୍ ରହିଥାଏ

ସୁଖ ଦୁଃଖ ବାଣ୍ଟିବା ପାଇଁ ଝିଅଟିଏ ପୁଅ ଠାରୁ ସାନ ହୋଇଥିଲେ ଜଣେ ଜଣଙ୍କୁ ବୁଝିବାରେ ସାହାଯ୍ୟ ହୋଇଥାଏ ବୟସ ଅନୁସାରେ ଝିଅଙ୍କର ଶାରିରୀକ ସମ୍ବାଧ ର ଚାହିଦା ଅଧିକ ଥାଏ ତେଣୁ ପୁଅ ଟିଏ ବଡ ହୋଇଥିଲେ ଏହି ସମ୍ବାଧ ରଖିବାର ସନ୍ତୁଳନ ରକ୍ଷା କରିଥାଏ

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.