Breaking News

Sadhubani : ସ୍ତ୍ରୀମାନେ ନଗାଧୋଇ ରୋଷେଇ ଘରେ ପ୍ରବେଶ କଲେ ପରିବର ଉପରେ କେଉଁ ବିପଦ ଆସିଥାଏ….ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ ବର୍ଣିତ ରହିଛି ଯାହାକୁ ପ୍ରତେକ ବ୍ୟକ୍ତି କେବେବି ନିଜ ଜୀବନରେ କରିବା ଉଚିତ ନୁହେଁ ନଚେତ ବ୍ୟକ୍ତି ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ପରି କିଛି କାର୍ଯ୍ୟ ବିଷୟରେ |

1. କେବେବି ବାମ ନାକରେ ନିଶ୍ୱାସ ଯାଉଥିବା ବେଳେ ଖାଦ୍ୟ ଖାଇବା ଉଚିତ ହୋଇନଥାଏ ନଚେତ ଏହା ଦ୍ୱାରା ଶରୀରରେ ଗ୍ୟାସ ଏସିଡ଼ିଟି ଭଳି ସମସ୍ୟା ଦେଖାଦେଇଥାଏ | କିନ୍ତୁ ଦକ୍ଷିଣ ନାକ ପୁଡାରେ ଶ୍ୱାସ ଯାଉଥିବା ସମୟରେ ଖାଦ୍ୟ ଖାଇବା ଉଚିତ ହୋଇଥାଏ | ଏହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ଏବଂ ଶରୀର ସୁସ୍ଥ ମଧ୍ୟ ହୋଇଥାଏ |

2. କେବେବି କାର୍ତିକ ମାସ, ମାଘ ମାସ ଏବଂ ପୌଷ ମାସରେ କେବେବି ପୁର୍ଣ ଭୋଜନ କରିବା ଉଚିତ ହୋଇନଥାଏ | ନଚେତ ଏହା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇନଥାଏ ଏବଂ ଶରୀର ପାଇଁ ହାନିକାରକ ହୋଇଥାଏ | ଆଉ ଚୈତ୍ର ମାସରେ ପିତା ଜିନିଷ ଖାଇବା ଉଚିତ ହୋଇଥାଏ ଏହା ଦ୍ୱାରା ବର୍ଷକ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ କୌଣସିମଧ୍ୟ ଚର୍ମ ରୋଗ ହୋଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ |

3. ଘିଅ ସହିତ କେବେବି ଆମିଷ ଭୋଜନ କରିବା ଉଚିତ ନୁହେ ଏହା କରିବା ଦ୍ୱାରା ଶରୀରରେ ମସ୍ତିସ୍କ ରୋଗ ଦେଖା ଦେବାର ସମ୍ଭାବନା ରହିଥାଏ ଏବଂ ମାଂସ ଖାଇଥିବା ଦିନ କେବେବି କ୍ଷୀର ,ଗୁଡ କିମ୍ବା ବିରି ଜାତୀୟ ଖାଦ୍ୟ ଖାଇବା ଉଚିତ ହୋଇନଥାଏ ନଚେତ ଏହା ଆପଣଙ୍କର ଦୃଷ୍ଟି ଶକ୍ତିକୁ ଦୁର୍ବଳ କରିଦେଇଥାଏ |

4. କେବେବି ପୁର୍ଣିମା କିମ୍ବା ଅମାବାସ୍ୟାରେ ମାଛ,ମାଂସ କିମ୍ବା ମଦ୍ୟ ପାନ କରିବା ଉଚିତ ହୋଇନଥାଏ ନଚେତ ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ଅସାଧ୍ୟ ରୋଗ ଦେଖାଦେଇଥାଏ | କେବେବି ଏକାଦଶୀ ତିଥିରେ ସିମ୍ବ କିମ୍ବା ଆମିଷ ଭୋଜନ ମଧ୍ୟ କରିବା ଉଚିତ ହୋଇନଥାଏ ନଚେତ ଏହା ଦ୍ୱାରା ଆପଣଙ୍କ ଆୟୁଷ ହାନି ହୋଇଥାଏ |

5. ଶନିବାର ଦିନ କେବେବି ପିତା ଜିନିଷ କିମ୍ବା ସିମ୍ଭ ଖାଇବା ଉଚିତ ହୋଇନଥାଏ ଏହା ଦ୍ୱାରା ଶରୀର ରୋଗଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହିଥାଏ | ସକାଳୁ ଉଠିବା ପରେ ତମ୍ବା ଗ୍ଲାସରେ ଦୁଇ ଗ୍ଲାସ ପାଣିପିବା ଉଚିତ ଏବଂ ପ୍ରାତଃ ଭ୍ରମଣ କରିବା ଦ୍ୱାରା ମଧୁମେୟ ଭଳି ମାରାତ୍ମକ ରୋଗ ନିଅନ୍ତ୍ରଣ ହୋଇଥାଏ ଏବଂ ଆପଣଙ୍କ ଶରୀର ପାଇଁ ମଙ୍ଗଳ କରି ହୋଇଥାଏ |

6. ରୋଗଗ୍ରସ୍ତ ଥିବା ଲୋକ ମାନେ କେବେବି ଥଣ୍ଡା ପାଣି ପିଅନ୍ତୁ ନାହିଁ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବା ଉଚିତ ହୋଇଥାଏ ଏହା ଦ୍ୱାରା ସ୍ୱାସ୍ଥ୍ୟ ଶୀଘ୍ର ଠିକ ହୋଇଥାଏ ଏବଂ କେବେବି ରାତିରେ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଉଚିତ ହୋଇନଥାଏ ନଚେତ ଏହା ଅମଙ୍ଗଳ କରି ହୋଇଥାଏ |

7. ସକାଳ ସମୟରେ ମଲା ତ୍ୟାଗ କଲେ ପଶ୍ଚିମ ଦିଗକୁ ମୁହଁ କରି କରିବା ଉଚିତ ହୋଇଥାଏ ଏବଂ ସଂନ୍ଧ୍ୟା ସମୟରେ ପୂର୍ବକୁ ମୁଖ କରି ମଳତ୍ୟାଗ କରିବା ଉଚିତ ହୋଇଥାଏ ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ଶରୀର ପାଇଁ ମଙ୍ଗଳ କରି ସାବ୍ୟସ୍ତ ହୋଇଥାଏ | ଯେଉଁ ମହିଳା ମାନେ ପରିସ୍ରା କରିସାରିବା ପରେ ଜଳ ଦ୍ୱାରା ଅଙ୍ଗ ଶୋଧନ କରନ୍ତି ନାହିଁ କିମ୍ବା ହାତ ଗୋଡ ଓ ମୁହଁ ଧୁଅନ୍ତି ନାହିଁ ସେମାନଙ୍କ ଠାରେ ସର୍ବଦା ଶାରୀରିକ ରୋଗ ବୈରାଗ ଓ ଦରିଦ୍ରତା ଦେଖା ଦେଇଥାଏ |

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.