Breaking News

ସ୍ତ୍ରୀ ଲୋକଙ୍କ ଏହି 5ଟି ଭୁଲ ତାଙ୍କ ସ୍ୱାମୀଙ୍କୁ କରିଦିଏ ଦାଣ୍ଡ ର ଭିକାରି, ଆପଣ କରୁଛନ୍ତି କି ଏହି ଭୁଲ, ଜାଣି Rakhantu ଏହି ଭୁଲ କଣ କଣ ?

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ସ୍ତ୍ରୀ ର କେଉଁ ଗୁଣ ସ୍ଵାମୀ କୁ ଭିକାରୀ ବନେଇଦିଏ ଆମ ହିନ୍ଦୁ ଧର୍ମ ରେ ୧୬ ସଂସ୍କାର ର ପ୍ରଥା ରହିଛି ସେଥି ମଧ୍ୟ ରୁ ବିବାହ ପ୍ରଥା ଅନ୍ୟତମ କାରଣ ବିବାହ ବନ୍ଧନ ରେ ବାନ୍ଧି ହୋଇ ସ୍ବାମୀ ସ୍ତ୍ରୀ ସାତ ଜନ୍ମ ର ସାଥିହୋଇଥାଆନ୍ତି ବିବାହ ପରେ ତାଙ୍କର କର୍ମ ଗୋଟିଏ ଜାଗାରେ ଯୋଡ଼ି ହୋଇଯାଇଥାଏ ତାଙ୍କ ମଧ୍ୟ ରୁ ଯିଏ ଭଲ ଜଣ କରୁ ବା ଖରାପ ଦୁହିଁଙ୍କ ଉପରେ ତାହାର ପ୍ରଭାବ ପଡିଥାଏ |

ଯଦି ଜଣେ ମଧ୍ୟ ଖରାପ କର୍ମ କରେ ତାହା ଦୁଇ ଜଣଙ୍କୁ ଭୋଗିବାକୁ ପଡ଼ିଥାଏ ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ ଏହି ୫ ଟି କାମ ଲେଖାଯାଇଛି ଯାହାକୁ କରିବା ଦ୍ଵାରା ଏହାର କିଛି ପ୍ରଭାବ ପଦାକୁ ପଡ଼ି ନଥାଏ କିନ୍ତୁ ତାର ସ୍ବାମୀ ସବୁ ବେଳେ ଗରିବ ର ଜୀବନ ବିତେଇଥାଏ ତାଙ୍କ ଜୀବନ ରେ ସବୁବେଳେ ଦୁଃଖ ଦୁର୍ଦ୍ଦଶା ଲାଗିରହେ ସମୟ ଯେତେ ଆଗକୁ ଆଗେଇଲେ ମଧ୍ୟ ଆମେ ଆମ ହିନ୍ଦୁ ଧର୍ମ କୁ କେବେହେଲେ ଭୁଲିବା ନାହିଁ |

କିନ୍ତୁ ଏବେ ଅନେକ ମହିଳା ମଡର୍ନ ହେଲେଣି ସେମାନେ ଜାଣି କି ହେଉ ଅବା ଅଜଣା ରେ ବହୁତ୍ ଭୁଲ କରିବସନ୍ତି ପ୍ରଥମେ ହେଉଛି ମହିଳା ମାନେ ସନ୍ଧ୍ୟା ବେଳେ ଝାଡୁ ଦେଇଥାନ୍ତି କିନ୍ତୁ ଜାଣି ନିଅନ୍ତୁ ଏହା କରିବା ଉଚିତ୍ ନୁହେଁ ଦ୍ଵିତୀୟ ରେ ହେଉଛି ମହିଳା ମାନେ ଘରେ ଘରେ ବିନା କାରଣ ରେ ଝଗଡ଼ା କରିବା ସହ କଟୁ କଥା ବ୍ୟବହାର କରିଥାନ୍ତି ଏପରି କରିବା ଦ୍ୱାରା ଘରେ ସର୍ବଦା କଳହ ସୃଷ୍ଟି ହୋଇଥାଏ |

ଶାସ୍ତ୍ର ରେ ଲେଖା ଅଛି ଯେଉଁ ଘରେ ଏପରି ସ୍ତ୍ରୀ ଲୋକ ରହିଥାନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ଏପରି କରିବା ଦ୍ବାରା ଘରେ ସମସ୍ତଙ୍କ ଶରୀର ଖରାପ ହୋଇଥାଏ ତୃତୀୟରେ ହେଉଛି ଘର୍ ର ସ୍ତ୍ରୀ ବହୁତ୍ ଡେରି ପର୍ଯ୍ୟନ୍ତ ବହୁତ୍ ଡେରି ପର୍ୟନ୍ତ୍ ଶୋଇବା ଏପରି ଘରେ ମାଲକ୍ଷ୍ମୀ କେବେ ହେଲେ ରୁହନ୍ତି ନାହିଁ ଏହା ହିଁ ମୁଖ୍ୟ କାରଣ ଘରେ ଟଙ୍କା ପଇସା ନ ରହିବା ର ଚର୍ଥୁତ୍ ହେଉଛି |

ଯେଉଁ ମହିଳାମାନେ ପର ପୁରୁଷ ପ୍ରତି ଆଖିରଖିଥନ୍ତି କିମ୍ବା ନିଜ ସ୍ଵାମୀ ସହ ଘୃଣା ଭାବ ରଖି ଆଉ ଜଣେ ପୁରୁଷ ସହ ସ-ମ୍ପ-ର୍କ ରଖିବା ଦ୍ଵାରା ଘରେ କେବେ ହେଲେ ଶାନ୍ତି ରହେ ନାହିଁ ପଞ୍ଚମ ଟି ହେଉଛି ସ୍ତ୍ରୀ ଲୋକମାନେ ରୋଷେଇ କରିବା ସମୟ ରେ ତରକାରୀ ଲୁଣ ହେଉଛି ନ ନାହିଁ କଢ଼େଇ ରୁ ହାତ ପୁରାଇ ଅଇଁଠା କରି ଟେଷ୍ଟ କରିଥାନ୍ତି କିନ୍ତୁ ଏହା ତାଙ୍କ ଦ୍ଵାରା ବହୁତ୍ ବଡ଼ ଭୁଲ ହୋଇଥାଏ ଏପରି କରିବା ଦ୍ୱରା ସ୍ଵାମୀଙ୍କ ଉପରେ ବିପଦ ପଡ଼ିଥାଏ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.