Breaking News

ସ୍ତ୍ରୀ ଙ୍କୁ ସ୍ୱାମୀର ଏହି ପଟରେ ଶୋଇବା ଅନୁଚିତ ନହଲେ ସ୍ୱାମୀର ହୋଇଥାଏ ଅକାଳ ମୄ-ତ୍ୟୁ ଏବଂ Swamiକୁ ଆସିଥାଏ ଦରିଦ୍ର ପରିସ୍ଥିତି !

ନମସ୍କାର ବନ୍ଧୁଗଣ ସୁଖ ମୟ ଜୀବନ ବଞ୍ଚିବା ପାଇଁ ମନୁଷ୍ୟ ଜୀବନ ରେ ବସ୍ତୁ ଶାସ୍ତ୍ରର ଅନେକ ଭୂମିକା ରହିଛି ତେବେ ଆଜି ଆମେ ଜାଣିବା ଯେ ବସ୍ତୁ ଶାସ୍ତ୍ର ର ନିୟମ ଅନୁସାରେ ପତ୍ନୀକୁ ପତି ର କେଉଁ ପଟରେ ଶୋଇବା ଦରକାର ପୂଜା ପଠା ଓ ବିବାହ ସମୟ ରେ ପତ୍ନୀ କୁ ପତି ର କେଉଁ ପଟ ରେ ରହିବା ଦରକାର ନଚେତ୍ ଜୀବନ ରେ ଭୟ କର ଦୁଃଖ ର ସାମ୍ନା କରିବା କୁ ପଡ଼ି ଥାଏ ଏବଂ ବୈବାହିକ ଜୀବନ ରେ ଫାଟ ସୃଷ୍ଟି ହେବାର ୪ ଟି କାରଣ ବିଷୟରେ ତେବେ ଚାଲନ୍ତୁ ଜାଣିବା ବନ୍ଧୁଗଣ ଆପଣ ମାନେ ଦେଖିଥିବେ ସବୁବେଳେ ପତ୍ନୀ ପତି ର ବାମ ପାଖରେ ବସି ଥାଏ ଏବଂ ଶୋଇବା ସମୟରେ ପତ୍ନୀ ପତିର ବାମ ପାଖରେ ସୋଇଥାଏ ଆଜି ଆମେ ଅପାଣ ମାନକୁ ଏହାର କାରଣ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ |

ଶାସ୍ତ୍ର ଅନୁଯାୟୀ ପତ୍ନୀ କୁ ବାମା ଅଙ୍ଗି ଯାହାର ଅର୍ଥ ହେଉଛି ପତିର ବାମ ଅଙ୍ଗର ଅଧିକାରୀ ହେଉଛି ପତ୍ନୀ ସେଥିପାଇଁ ପୁରୁଷ ଶରୀର ର ବାମ ପାର୍ଶ୍ୱରେ ସ୍ତ୍ରୀ ର ହୋଇଥାଏ ଏହା ର କାରଣ ହେଉଛି ଭାଗବନ ଶିବ କର ବାମ ଅଙ୍ଗ ରୁ ସ୍ତ୍ରୀ ର ଉତ୍ପନ୍ନ ହୋଇଥିଲା | ଏବଂ ଡାହାଣ ଅଙ୍ଗ ରୁ ପୁରୁଷ ଏହାର ପ୍ରତୀକ ହେଉଚି ଭଗବାନ ଶିବ ଅର୍ଦ୍ଧ ନାରିଶ୍ୱର ରୂପ ହସ୍ତ ରେଖା ଓ ଯୋତିର ବିଜ୍ଞାନ କ୍ଷେତ୍ର ରେ ପୁରୁଷ ବାମ ହାତରେ ସ୍ତ୍ରୀ ର ଭାଗ୍ୟ କୁ ଅନୁମାନ କରାଯାଏ |

ସେଥି ପାଇ ଶୋଇବା ସମୟରେ ସଭା ସମିତି ରେ ସିନ୍ଦୂର ଓ ଆଶୀର୍ବାଦ ନେବା ସମୟରେ ସବୁବେଳେ ସ୍ତ୍ରୀ କୁ ସ୍ୱାମୀର ବାମ ପାଖରେ ରହିବା ଉଚିତ୍ ଏହା ସହିତ ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀ କୁ ସ୍ବାମୀ ର ବାମ ପାଖରେ ରହିବା ଉଚିତ୍ ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ | ଏବଂ ବୈବାହିକ ଜୀବନ ସୁଖ ମୟ ହୋଇଥାଏ ବାମ ଅଙ୍ଗୁ ହୋଇ ମଧ୍ୟ ସ୍ତ୍ରୀ କୁ କିଛି କାର୍ଯ୍ୟ ରେ ସ୍ୱାମୀର ଡାହାଣ ପାର୍ଶ୍ଵରେ ରହିବ ଉଚିତ୍ ଶାସ୍ତ୍ର ରେ କୁହାଯାଇଛି କୁ କନ୍ୟା ଦାନ ସମୟ ରେ ବିବାହ ଜାତକ କର୍ମ ନାମକରଣ ଏହି ସବୁ ସମୟରେ ସ୍ତ୍ରୀ କୁ ସବୁବେଳେ ପତି ର ଡାହାଣ ପାର୍ଶ୍ଵରେ ରେ ରହିବା ଉଚିତ୍ |

ଏହାର ମୁଖ୍ୟ କାରଣ ହେଉଛି ଯେଉଁ ସବୁ କାର୍ଯ୍ୟ ସାଂସାରିକ ହୋଇଥାଏ ସେହି କାମ ପାଇ ସବୁବେଳେ ପତ୍ନୀ କୁ ପତିର ବାମ ପାଖରେ ରହିବା ଆବଶ୍ୟକ କାରଣ ଏହି ସବୁ କାର୍ଯ୍ୟ ପାଇ ସ୍ତ୍ରୀ କୁ ପ୍ରଧାନ କର୍ମ ର ମାନ୍ୟତା ଦିଆଯାଇଛି ତେବେ ଏବେ ଆସନ୍ତୁ ଜାଣିବା କେଉଁ କାରଣ ପାଇ ବୈବାହିକ ଜୀବନ ଫାଟ ସୃଷ୍ଟି ହୋଇଥାଏ | ଯଦି ପତି ପତ୍ନୀ ଦୁହେଁ ଦୂହିଁ କୁ କଥା ଲୁଚାଇ ରଖି ଥାନ୍ତି ତେବେ ଜାଣିବେ ଯେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଛି ପତି ପତ୍ନୀ କ ସମ୍ପର୍କ କେବଳ ଭବନତ୍ମକ ନୁହେ କେବଳ ଜଣେ ଅନ୍ୟ ଜଣ କୁ ସମ୍ମାନ ଦେବା ମଧ୍ୟ ଜରୁରୀ ଅଟେ |

ଯଦି ପତି ପତ୍ନୀ ଜଣେ ଅନ୍ୟ ଜଣ କୁ ସମ୍ମାନ ନା କରିବେ ତେବେ ସମ୍ପର୍କ ଭାଙ୍ଗିଲା ବୋଲି ଜାଣି ନିଅନ୍ତୁ ପତି ଓ ପତ୍ନୀ କେବେ ଜଣେ ଅନ୍ୟ ଜଣ କ କର ଧନ ଉପରେ ଲୋଭ ରଖିବା ଉଚିତ୍ ନୁହେଁ ଯେଉଁ ସ୍ତ୍ରୀ ସ୍ବାମୀ ଠୁ ଟଙ୍କା କୁ ଅଧିକ ଗୁରୁତ୍ୱ ଦେଇ ଥାଏ ଏବଂ ଜଣେ ଅନ୍ୟ ଜଣ କୁ ସମ୍ମାନ ଦେଇ ନଥାନ୍ତି ତେବେ ତାଙ୍କର ବୈବାହିକ ଜୀବନ ଦୁଃଖ ହୋଇଥାଏ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.