Breaking News

ସ୍ତ୍ରୀକୁ ଖୁସି କରିବାପାଇଁ ହେଲେ, ସ୍ୱାମୀ ମାନେ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ….

ଦର୍ଶକବନ୍ଧୁ ଆଜିର ସମାଜରେ ପ୍ରତେକ ନାରୀ ମାନେ ନିଜର ସ୍ୱାମୀଙ୍କ ସହିତ ଖୁସିରେ ଜୀବନ ଅତି ବହିଟି କରିବା ପାଇଁ ଇଚ୍ଛା ପ୍ରକାଶ କରି ଥାନ୍ତି ଯେମିତିକି ସ୍ୱାମୀ ନିଜ ସ୍ତ୍ରୀ ସବୁ ସମୟରେ ସବୁ ଖୁସି ଦେଇ ପାରୁଥିବା ତାର ପ୍ରତେକ ଇଚ୍ଛା କୁ ପୁରାଣ କରି ପାରୁଥିବା କିନ୍ତୁ ଆପଣ ମାନେ ଏହା ଜାଣିଥିବେ ଦାମ୍ପତ୍ୟ ଜୀବନରେ ଝଗଡା ଓ ମନାନ୍ତର ଦେଖା ଦେଇଥାଏ ଯାହାକୁ ସେମାନଙ୍କ ପରସ୍ପର ଠାରୁ ଅଲଗ କରି ଦିଏ ଏହାର କାରଣ ହେଉଛି କିଛି ପୁରୁଷ ମାନଙ୍କ ଠାରେ ତାଙ୍କର ପୁରୁଷୋତ କମ ଦେଖା ଦେଇଥାଏ ସେମାନେ କମଜୋର ହୋଇଥାନ୍ତି ନିଜ ଜୀବନ ସାଥିକୁ ଖୁସି କରିପାରନ୍ତି ନାହିଁ ନିରାଶ ହୋଇ ଥାନ୍ତି ଏଥି ପାଇଁ ନିଜ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଥାଏ |

ତେବେ ଏହାର ସମାଧାନ ପାଇଁ ବା ପୁରୁଷ ମାନଙ୍କର ପୁରୁଷୋତ ବୃଦ୍ଧି କରିବା ପାଇଁ ବା ନିଜର ପୁରୁଷୋତ ଫେରି ପାଇବା ପାଇଁ କିଛି ଘେରେଇ ଉପଚାର ବିଷୟରେ ଆମେ ଆପଣ ମାନଙ୍କୁ ଜଣାଇବୁ | ଏହାକୁ ସେବନ କଲେ ପୁରୁଷୋତ ବୃଦ୍ଧି ପାଇଥାଏ ବା ଉତେଜନା ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଏହା ସହିତ ଦୀର୍ଘ ସମୟ ସହବସର ଖେମତା ମଦ୍ୟ ବୃଦ୍ଧି ପାଇଥାଏ |

ତେବେ ଦର୍ଶକବନ୍ଧୁ ଏଥିପାଇଁ ଆବଶକ୍ୟ ହେଉଛି କିଛି ଗୁଜୁରାତି କିଛି ମିଶ୍ରି ଓ ଏକ ଗ୍ଲାସ କ୍ଷୀର ଏବଂ ଆସନ୍ତୁ ଜାଣିନେବ ଏହାର ପ୍ରସ୍ତୁତି ପ୍ରଣାଳୀ | ପ୍ରଥମେ 2ରୁ 3ଟି ଅଳେଇଚ ନେଇ ତାହାର ମଞ୍ଜି ବାହାର କରନ୍ତୁ ଏବଂ ଏହା ସହିତ କିଛି ମିଶ୍ରି ନେଇ ଗୁଣ୍ଡ କରନ୍ତୁ ଏବଂ ଏହାପରେ ଏକ ପାତ୍ରରେ ଏକ ଗ୍ଲାସ କ୍ଷୀର ନିଅନ୍ତୁ ସେଥିରେ ଗୁବଡ଼ କରାଯାଇଥିବା ଅଳେଇଚ ଓ ମିଶ୍ରି ଗୁଣ୍ଡକୁ ପକାଇ ଦିଅନ୍ତୁ ଏବଂ ହାଲୁକା ଆଞ୍ଚରେ ଗରମ କରନ୍ତୁ |

ଏହି ମିଶ୍ରିତ କ୍ଷୀର ଭଲ ଭାବରେ ସିଜି ଗଲା ପରେ ତାହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ ତେବେ ଦର୍ଶକବନ୍ଧୁ ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ 10 ରୁ 15 ଦିନ ସେବନ କରନ୍ତୁ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ସ୍ୱାମୀ ସ୍ତ୍ରୀର ଖୁସିର ବାତାବରଣ ବଜାଇରହିବ ଏହା ସହିତ ଅଧିକ ସମୟ ପର୍ଯ୍ୟନ୍ତ ସହବାସର ମଜା ନେଇ ପାରିବେ ଏହା ସୁଦ୍ଧ ଓ ସମ୍ପୂର୍ଣ ପ୍ରକୃତିକ ଓ ଘେରେଇ ଉପଚାର ଅଟେ ଏହାକୁ ଆପଣ ମାନେ ନିଶ୍ଚୟ ବେବହାର କରନ୍ତୁ |

About odisha news

Check Also

ଜାଣିଛନ୍ତି କି ପ୍ରତେକ ବର୍ଷ ରଥଯାତ୍ରା ପରେ ରଥ ସବୁ କୁଆଡେ ଯାଏ, ଏହି ସବୁ କଥା ଜାଣିରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

୧୨ ମାସରେ ଥରେ ମହାପ୍ରଭୁ ରତ୍ନ ସିଂହାସନ କୁ ଛାଡି ବଡ ଦାଣ୍ଡକୁ ନିଜର ଭକ୍ତ ମାନଙ୍କ ସହ ମିଶିବାକୁ …

Leave a Reply

Your email address will not be published.