Breaking News

Aajira Anuchinta: ସ୍ତ୍ରୀ କେଉଁ ଅଙ୍ଗରେ ସୁନା ପିନ୍ଧିଲେ ସ୍ୱାମୀ ହୋଇଥାଏ ଧନୀ, ପୁରୁଷ ମାନେ ଜାଣି ରଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆସନ୍ତୁ ଜାଣିବା କିଛି ମହତ ଅନୁଚିନ୍ତା ବିଷୟରେ

ନମ୍ବର 1 ରେ – ଯଦି ଜୀବନରେ ଆପଣଙ୍କର ବାରମ୍ବାର ସଙ୍କଟ ଦେଖା ଦେଉଥାଏ ତେବେ ଶ୍ମଶାନରେ କିଛି ପଇସା ପକାଇ ପଛକୁ ନ ଅନାଇ ଆସିବା ଦ୍ବାରା ସଙ୍କଟ ଦୂର ହୋଇଥାଏ ଏବଂ ଦୈବଇ ସହାୟତା ମଧ୍ୟ ପ୍ରାପ୍ତ ହୋଇଥାଏ ଯଦି କୌଣସି ଅସାଧ୍ୟ ରୋଗ ପାଇଁ ଔଷଧ କାମ ହେଉ ନଥାଏ ଶୋଇବା ସମୟରେ ମୁଣ୍ଡ ପାଖରେ ଗୋଟିଏ ତମ୍ଭା ପଇସା ରଖି ସଖାଲେ ଶ୍ମଶାନରେ ପକାଇ ପଛକୁ ନ ଅନାଇ ଆସିବା ଦ୍ବାରା ସେ ଔଷଧ ଆପଣଙ୍କର କାର୍ଯ୍ୟ କରିଥାଏ

ନମ୍ବର 2 ରେ – ଯଦି ଆପଣ ଘରେ ଆର୍ଥିକ ସମସ୍ୟା ଦେଖା ଦେଉଥାଏ କାର୍ଯ୍ୟରେ ବାଧା ବିଘ୍ନ ଆସୁଥାଏ ତେବେ ଶ୍ମଶାନ ପାଖରେ କୂଅ କିମ୍ବା ଜଳାଶୟ ଜଳ ଆଣି ସେଠାରେ ଗୋଟିଏ ଚାନ୍ଦିର ଛୋଟ ଖଣ୍ଡ ପକାଇ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଦ୍ବାରା ସବୁ ସମସ୍ୟା ଆପଣଙ୍କର ଦୂର ହୋଇଥାଏ

ନମ୍ବର 3 ରେ – ବେକରେ ହନୁମାନଙ୍କ ଲକେଟ୍ ପିନ୍ଧିବା ଦ୍ବାରା ଆତ୍ମିକ ବଳ ପ୍ରାପ୍ତ ହୋଇଥାଏ ତନ୍ତ୍ର ମନ୍ତ୍ର ଭୂତ ଦୂର ହୋବା ସହିତ ଆକସ୍ମିକ ଦୁର୍ଘଟଣା ରୁ ମଧ୍ୟ ରକ୍ଷା ମିଳିଥାଏ

ନମ୍ବର 4 ରେ – ଘରର ପାଇଖାନା ଏବଂ ପାହାଚ ସବୁ ବେଳେ ସଫା ସୁତୁରା ରଖିବା ଉଚିତ୍ କେବେବି ଅଳିଆ ଆବର୍ଜ୍ଜନା କରିବା ଉଚିତ୍ ନୁହେଁ କାରଣ ଏହା ଦ୍ଵାରା ରାହୁଙ୍କ ଖରାପ ପ୍ରଭାବ ପଡିବା ସହିତ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ

ନମ୍ବର 5 ରେ – ଯଦି ଘରର ଐଶାନ୍ୟ କୋଣ ରେ ପାଇଖାନା ରହିଥାଏ ତେବେ ଏହା ଅଶୁଭ ଅଟେ ଘରେ ଧନ ହାନି ହେବା ସହିତ ଆସନ୍ତି ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଥାଏ ଗାଧୁଆ ଘରେ ନୀଳ ରଙ୍ଗର ବାଲ୍ଟି ଓ ମଗ୍ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଗାଧୁଆ ଘରେ କୌଣସି ପ୍ରକାରର ଫଟୋ ଲଗେଇବା କେବେ ବି ଉଚିତ ହୋଇନଥାଏ

ନମ୍ବର 6 ରେ – ଯଦି କୌଣସି ତୀର୍ଥ ସ୍ଥାନ ଏବଂ ମନ୍ଦିର ଆପଣ ଯାଇଥାନ୍ତି ତେବେ ସେଠାରେ ଛୋଟ ପଥରର ଘର ଆକୃତି କରିବା ଶୁଭ ହୋଇଥାଏ ଏହା ଦ୍ବାରା ଘର ପ୍ରାପ୍ତିର ଇଚ୍ଛା ଆପଣଙ୍କର ପୂରଣ ହୋଇଥାଏ ଯଦି କୌଣସି ମନ୍ଦିର ନିର୍ମାଣ ହେଉଥାଏ ସେଥି କିଛି ଇଟା ଦାନ କରିବା ଅତ୍ୟନ୍ତ ମଙ୍ଗଳ କାରି ହୋଇଥାଏ ଏବଂ ଘର ପ୍ରାପ୍ତିର ଇଚ୍ଛା ମଧ୍ୟ ଆପଣଙ୍କର ପୂରଣ ହୋଇଥାଏ
ରହୁଥିବା ଘର ଉପରେ ଗୋଟିଏ ଚଢ଼େଇ ରହିବା ପାଇଁ ବସା ଟିଏ କରନ୍ତୁ ଏହା ଦ୍ଵାରା କଲ୍ୟାଣ କାରୀ ହୋଇଥାଏ ଦେବା ଦେବୀ କୃପା ପ୍ରାପ୍ତ ହେବା ସହିତ ଘର କରିବାର ସ୍ବପ୍ନ ମଧ୍ୟ ଆପଣଙ୍କର ପୂରଣ ହୋଇଥାଏ

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.