Breaking News

ସ୍ତ୍ରୀ ଙ୍କୁ ନିଆରା ଢଙ୍ଗରେ ସର୍ପାଇଜ ଦେଲେ ଓଡିଆ ହିରୋ ଆକାଶ (Akash Dasnayak) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଆପଣଙ୍କ ପ୍ରିୟ ଅଭିନେତା ଆକାଶ ଦାସ ଗତ କିଛି ଦିନ ତଳେ ଦ୍ଵିତୀୟ ସନ୍ତାନ ର ବାପା ହୋଇଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଆକାଶ ଓ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତେବେ ଆଜି ଆମେ ସେହି ଫଟୋ ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଆପଣ ଙ୍କ ପ୍ରିୟ ଅଭିନେତା ଆକାଶ ଦାସ ଙ୍କ ପ୍ରକୃତ ନାମ ହଉଛି ଆକାଶ ଦାସନାୟକ , ଆକାଶ 1981 ମସିହା ସେପ୍ଟେମ୍ବର 17 ଜନ୍ମ ଗ୍ରହଣ କରିଥିଲେ । ଆକାଶ ଙ୍କ ଯୋଗ୍ୟତା କହିଲେ ସେ ଯାଜପୁର କଲେଜ ରେ +3 ସମ୍ପୂର୍ଣ୍ଣ କରିବା ପରେ ଭୁବନେଶ୍ବର ଉତ୍କଳ ୟୁନିଭରସିଟି ରେ ଏଲଏଲବି କରିଛନ୍ତି ଓ ପରେ ଦିଲ୍ଲୀ ରେ ସେ ସାମ୍ବାଦିକତା ମଧ୍ୟ ପଢିଛନ୍ତି । ଆକାଶ ଙ୍କ ଅଭିନୟ ଜୀବନୀ ଆଲବମ ରୁ ଆରମ୍ଭ ହୋଇଥିଲା ।

ତେବେ ସେ ଲୋକ ପ୍ରିୟ ହେବା ପରେ 2008 ମସିହା ରେ ରେ ପ୍ରଥମ ଥର ଓଡିଆ ଚଳଚିତ୍ର ଦୁନିଆ ରେ ପାଦ ଦେଇଥିଲେ ଓ ଏହି ଚଳଚିତ୍ର ର ନାମ ଥିଲା କଳିଙ୍ଗ ପୁତ୍ର ଏହି ଚଳଚିତ୍ର ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିବା ପରେ ସେ ପରବର୍ତ୍ତୀ ସମୟ ବହୁ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇଥିଲେ । ବନ୍ଧୁଗଣ ଆକାଶ 2014 ମସିହା ରେ ବିଜେଡ଼ି ଯୋଗ ଦେବା ସହ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜୟୀ ହୋଇଥିଲେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆକାଶ ଦାସ ଶୁଭ୍ରଜ୍ୟୋତି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ତାଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଆକାଶ ଙ୍କ ପରିବାର କହିଲେ ଆକାଶ ଙ୍କ ବାପା,ମା,ପତ୍ନୀ ଓ ପୁଅ ତେବେ ବର୍ତ୍ତମାନ ସମୟ ରେ ତାଙ୍କ ପରିବାର ସଦସ୍ୟ ରେ ଆଉ ଜଣେ ସଦସ୍ୟ ଆସିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଆକାଶ ଓ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତେବେ ବନ୍ଧୁଗଣ ଏହି ଫଟୋ ଟି ହେଉଛି ଆକାଶ ଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଙ୍କ ସାଧଖିଆ ପାଳନ କରୁଥିବାର ଫଟୋ । ତେବେ ଏହି ସାଧଖିଆ ରେ ଆକାଶ ତାଙ୍କ ପତ୍ନୀ ଙ୍କୁ ବହୁସାରା ଉପହାର ଦେବା ସହିତ ନିଜ ପରିବାର ଲୋକ ଙ୍କ ସହିତ ବେସ ଧୁମଧାମ ରେ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *