Breaking News

ଷ୍ଟେଟ ବ୍ୟାଙ୍କରେ ଖାତାକୁ ନେଇ ଆସିଲା କିଛି ବଡ ଖବର ନିଶ୍ଚୟ ଦେଖନ୍ତୁ କଣ ରହିଛି ସେହି ବଡ଼ ଖବର !

ଯଦି ଆପଣ ଜଣେ SBI ଗ୍ରାହକ ଓ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ରେ ଖାତା ଅଛି ତେବେ ଜନିରଖନ୍ତୁ ଆସୁଛି କିଛି ବଡ ଖବର ଯାହାକି ସମସ୍ତ SBI ଗ୍ରାହକ ଙ୍କୁ ଲାଗିଛି ବଡ ଝଟକା ତେବେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା ତେବେ ଆସନ୍ତୁ ଜାଣିବା SBI ର ଆଜି ର ନୂଆ ଅପଡେଟ ଦେଶ ର ସବୁଠାରୁ ବଡ଼ ବ୍ୟାଙ୍କ ଗ୍ରାହକ ଙ୍କୁ ଝଟକା ଦେଇଛି SBI ମଜ୍ରଲ କଷ୍ଟ ଅଫ ଲଣ୍ଡିଂ ରେଟ ଅର୍ଥାତ୍ MCLR ରତେ ରେ ୧୦% ବୃଦ୍ଧି କରିଛି | ତେବେ ବ୍ୟାଙ୍କ ରେ ୱେବାଇଦେ ଅନୁସାରେ ଏହି ପରିବର୍ତ୍ତନ ଏପ୍ରିଲ ୧୫ ରୁ ଲାଗୁ ହୋଇଯାଇଛି ତେବେ MCLR ବୃଦ୍ଧି ଫଳରେ ହୋମ ଲୋନେ, ପ୍ରସ୍ନାଲ ଲୋନ ଓ ଅଟୋ ଲୋନ୍ ମଧ୍ୟ ମହଙ୍ଗା ହୋଇଯିବ |

ଏଥିଲାଗି ସିଧାସଳଖ EMI ଉପରେ ମଧ୍ୟ ପ୍ରଭାବ ପଡ଼ିବ ତେବେ SBI ର ୱେବ ସାଇଡ ଅନୁସାରେ ଗ୍ରାହକ ମାନଙ୍କ ପାଇଁ ଓଭର୍ ନାଇଟ୍ ରୁ ନେଇ ୩ ମାସ ପର୍ଯ୍ୟନ୍ତ ମର୍ଯାରାଲ କଷ୍ଟ ଲାଣ୍ଡିଂ ରେଟ ୬ .୬୫ ପ୍ରତିଶତ ବଦଳ ରେ ୬.୭୫ ପ୍ରତିଶତ ରଟେ ହେବ | ଏହା ଭିତରେ ୬ ମାସ ପାଇଁ ୬.୯୫ ପ୍ରତିଶତ ବଦଳ ରେ ୭.୫ ପ୍ରତିଶତ MCLR ରହିବ ଯାହା ଫଳରେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ EMI ସେହିଭଳି ଏକ ବର୍ଷା ବିଶିଷ୍ଟ MCIR ପାଇଁ ୭.୧୦ ପ୍ରତିଶତ ୨ ବର୍ଷ ପାଇଁ ୭.୩୦ ପ୍ରତିଶତ ରହିଛି | ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ୨୦୧୪ ରେ MCLR ବ୍ୟବସ୍ଥା ଆରମ୍ଭ କରାଯାଇଥିଲା |

ଏହା ଏକ ଆର୍ଥିକ ପ୍ରତିଷ୍ଠାନ ପାଇଁ ଏକ ଆଭ୍ୟନ୍ତରଣ ମାନଦଣ୍ଡ ତେବେ MCLR ପ୍ରକ୍ରିୟା ପାଇଁ ଋଣ ସହ ସୁଧ ହାର ସ୍ଥିର ହୋଇଛି | ତେବେ ଯାହାକି SBI ର ୱେବ୍ ସାଇଡ ଅନୁସାରେ ବଡ ଅପଡେଟ ମୁତାବକ ବଡ ଅପଡେଟ ମୁତାବକ MCLR ରେଟ ବୃଦ୍ଧି ହେବାପରେ ଆଣିକି ଆପଣଙ୍କୁ ସମସ୍ତ ହୋମ ଲୋନ୍, ପ୍ରସ୍ନାଳ ଲୋନ୍ ଏବଂ ଅଟୋ lone ମଧ୍ୟ ମହଙ୍ଗା ହୋଇଯିବ | ତେବେ ସେତିକି ନୁହେଁ ଅଧିକ ମଧ୍ୟ ପଡ଼ିବ EMI |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.