Breaking News

ଷ୍ଟେଟ ବ୍ୟାଙ୍କରେ ଖାତାକୁ ନେଇ ଆସିଲା କିଛି ବଡ ଖବର ନିଶ୍ଚୟ ଦେଖନ୍ତୁ କଣ ରହିଛି ସେହି ବଡ଼ ଖବର !

ଯଦି ଆପଣ ଜଣେ SBI ଗ୍ରାହକ ଓ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ରେ ଖାତା ଅଛି ତେବେ ଜନିରଖନ୍ତୁ ଆସୁଛି କିଛି ବଡ ଖବର ଯାହାକି ସମସ୍ତ SBI ଗ୍ରାହକ ଙ୍କୁ ଲାଗିଛି ବଡ ଝଟକା ତେବେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା ତେବେ ଆସନ୍ତୁ ଜାଣିବା SBI ର ଆଜି ର ନୂଆ ଅପଡେଟ ଦେଶ ର ସବୁଠାରୁ ବଡ଼ ବ୍ୟାଙ୍କ ଗ୍ରାହକ ଙ୍କୁ ଝଟକା ଦେଇଛି SBI ମଜ୍ରଲ କଷ୍ଟ ଅଫ ଲଣ୍ଡିଂ ରେଟ ଅର୍ଥାତ୍ MCLR ରତେ ରେ ୧୦% ବୃଦ୍ଧି କରିଛି | ତେବେ ବ୍ୟାଙ୍କ ରେ ୱେବାଇଦେ ଅନୁସାରେ ଏହି ପରିବର୍ତ୍ତନ ଏପ୍ରିଲ ୧୫ ରୁ ଲାଗୁ ହୋଇଯାଇଛି ତେବେ MCLR ବୃଦ୍ଧି ଫଳରେ ହୋମ ଲୋନେ, ପ୍ରସ୍ନାଲ ଲୋନ ଓ ଅଟୋ ଲୋନ୍ ମଧ୍ୟ ମହଙ୍ଗା ହୋଇଯିବ |

ଏଥିଲାଗି ସିଧାସଳଖ EMI ଉପରେ ମଧ୍ୟ ପ୍ରଭାବ ପଡ଼ିବ ତେବେ SBI ର ୱେବ ସାଇଡ ଅନୁସାରେ ଗ୍ରାହକ ମାନଙ୍କ ପାଇଁ ଓଭର୍ ନାଇଟ୍ ରୁ ନେଇ ୩ ମାସ ପର୍ଯ୍ୟନ୍ତ ମର୍ଯାରାଲ କଷ୍ଟ ଲାଣ୍ଡିଂ ରେଟ ୬ .୬୫ ପ୍ରତିଶତ ବଦଳ ରେ ୬.୭୫ ପ୍ରତିଶତ ରଟେ ହେବ | ଏହା ଭିତରେ ୬ ମାସ ପାଇଁ ୬.୯୫ ପ୍ରତିଶତ ବଦଳ ରେ ୭.୫ ପ୍ରତିଶତ MCLR ରହିବ ଯାହା ଫଳରେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ EMI ସେହିଭଳି ଏକ ବର୍ଷା ବିଶିଷ୍ଟ MCIR ପାଇଁ ୭.୧୦ ପ୍ରତିଶତ ୨ ବର୍ଷ ପାଇଁ ୭.୩୦ ପ୍ରତିଶତ ରହିଛି | ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ୨୦୧୪ ରେ MCLR ବ୍ୟବସ୍ଥା ଆରମ୍ଭ କରାଯାଇଥିଲା |

ଏହା ଏକ ଆର୍ଥିକ ପ୍ରତିଷ୍ଠାନ ପାଇଁ ଏକ ଆଭ୍ୟନ୍ତରଣ ମାନଦଣ୍ଡ ତେବେ MCLR ପ୍ରକ୍ରିୟା ପାଇଁ ଋଣ ସହ ସୁଧ ହାର ସ୍ଥିର ହୋଇଛି | ତେବେ ଯାହାକି SBI ର ୱେବ୍ ସାଇଡ ଅନୁସାରେ ବଡ ଅପଡେଟ ମୁତାବକ ବଡ ଅପଡେଟ ମୁତାବକ MCLR ରେଟ ବୃଦ୍ଧି ହେବାପରେ ଆଣିକି ଆପଣଙ୍କୁ ସମସ୍ତ ହୋମ ଲୋନ୍, ପ୍ରସ୍ନାଳ ଲୋନ୍ ଏବଂ ଅଟୋ lone ମଧ୍ୟ ମହଙ୍ଗା ହୋଇଯିବ | ତେବେ ସେତିକି ନୁହେଁ ଅଧିକ ମଧ୍ୟ ପଡ଼ିବ EMI |

About odisha news

Check Also

ପରିବାରର ବୋଝ ମୋତେ ଦେଇଗଲ, କେମିତି ଚଳେଇବି ପରିବାର, ମତେ ଏବେ କିଏ Hero କରିବ ଦେଖନ୍ତୁ ପୁରା ଭିଡ଼ିଓ

ନମସ୍କାର ବନ୍ଧୁଗଣ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ କହୁଛି ବାପା …

Leave a Reply

Your email address will not be published. Required fields are marked *