ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଶ୍ରୀରାମ ପଣ୍ଡା ସେ ଜଣେ ଓଡ଼ିଆ ସିନେମା ଜଗତର ଜଣେ ବହୁତ ଭଲ ଅଭିନେତା ଅଟନ୍ତି ଏବଂ ତାଙ୍କ ଅଭିନୟ କୁ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି ତେବେ ସେହି ଲୋକପ୍ରିୟ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜନ୍ମସ୍ଥାନ ହେଉଛି ନବରଙ୍ଗପୁର ଓଡିଶା ଓ ତାଙ୍କ ପରିବାରରେ ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ତ୍ରିପୁରା ମିଶ୍ର ଏବଂ ତାଙ୍କର ଜନ୍ମସ୍ଥାନ ହେଉଛି ଗଞ୍ଜାମ ଓଡିଶା |
ଏବେ ଆସନ୍ତୁ ଜାଣିବା ତାଙ୍କର ବିଷୟରେ କିଛି ଅଜଣା କଥା ଦର୍ଶକବନ୍ଧୁ ଆପଣମାନେ ହୁଏ ତ ଜାଣିଥିବେ ତାଙ୍କର ପ୍ରଥମ ସିନେମା ହେଉଛି ଧରିତ୍ରୀ ଯାହା ୧୨୭୨ ମସିହାରେ ଆସିଥିଲା।ଏବଂ ତାଙ୍କର ଅଭିନୟ ଦର୍ଶକ ମାନଙ୍କ ହୃଦୟ ଜିଣିପାରିଥିଲା।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଆ ସିନେମା ଜଗତରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ ଓ ତାଙ୍କର ଅନେକ ଅଭୁଲା ସ୍ମୃତି ମଧ୍ୟ ରହିଛି ଯାହା ଦର୍ଶକମାନଙ୍କ ଅତି ପ୍ରିୟ ସେ ଅନେକ ଗୀତରେ ମଧ୍ୟ ଅଭିନୟ କରିବାର ଦେଖା ଯାଇଛନ୍ତି |
ଏବଂ ତାଙ୍କ ଅଭିନୟ ଦ୍ୱାରା ସେ ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି | ସେ ଏକାଧାରରେ ଥିଲେ ଜଣେ କଳାକାର ପ୍ରଯୋଜକ ଏବଂ ଜଣେ ଯୋଗ ଶିକ୍ଷକ ମଧ୍ୟ।ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ସେ ଶ୍ରୀରାମ ପଣ୍ଡାରୁ ସ୍ୱମୀ ନିତ୍ୟ ଚୈତନ୍ୟ ପାଲଟିଥିଲେ।ସେ ଏକ ଭିଡିଓରେ ମଧ୍ୟ କହିଛନ୍ତି ଶ୍ରୀରାମ ପଣ୍ଡା ଠାରୁ ସ୍ୱମୀ ନିତ୍ୟ ଚୈତନ୍ୟ ପର୍ଯ୍ୟନ୍ତ ତାଙ୍କର ଜୀବନ ଏକ ଯାତ୍ରା ଅଟେ।
ଏବଂ ସେ ଏହା କହିଥିଲେ ତାଙ୍କର ଜୀବନକୁ ସେ ପରିଚାଳିନ କରିପାରିନଥିଲେ ମଧ୍ୟ କହିଥିଲେ।ଶ୍ରୀରାମ ପଣ୍ଡାଙ୍କୁ ୨୦୧୧ ମସିହାରେ ଜୟଦେବ ଆୱାର୍ଡ ମିଳିଥିଲା।ଏବଂ ଏହି ପୁରସ୍କାର ନେବାପାଇଁ ସେ ନିଜ ସାଧୁସନ୍ଥ ବେଶରେ ଆସିଥିଲେ।ତାଙ୍କୁ ରାଜ୍ୟପାଳ ଜୟଦେବ ପୁରଷ୍କାରରେ ସ୍ନମାନିତ କରିଥିଲେ।ତାଙ୍କର ଶ୍ରୀରାମ ପଣ୍ଡା ଠାରୁ ନେଇ ସ୍ୱମୀ ନିତ୍ୟଚୈତନ୍ୟ ପର୍ଯ୍ୟନ୍ତ ଜୀବନ ଅବିସ୍ମରଣୀୟ ଅଟେ ତେବେ ଫ୍ରେଣ୍ଡ୍ସ ଆପଣମାନେ ଶ୍ରୀରାମ ପଣ୍ଡା ଙ୍କୁ ଜାଣିଥିଲେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …