Breaking News

ଶ୍ରୀଲଙ୍କା ରୁ ମିଳିଲା Hanuman ଙ୍କ ସୁନା ର ଗଦା ଦେଖି ବୈଜ୍ଞାନିକ ମାନଙ୍କର ଉଡ଼ିଗଲା ହୋସ ଦେଖିବାକୁ ଲାଗିଗଲା ସହ ସହ ଲୋକଙ୍କ ଭିଡ଼…

ଦର୍ଶକବନ୍ଧୁ ଅଞ୍ଜନି ପୁତ୍ର ପବନ ସୂତ ବୀର ବିକ୍ରମ ବଜରଙ୍ଗ ଆଦି ନାମରେ ଜଣା ଯାଇଥିବା ଭଗବାନ ଶ୍ରୀରାମଙ୍କର ପ୍ରିୟ ହନୁମାନ ତାଙ୍କର ସୁନାର ଗଦା ଶ୍ରୀଲଙ୍କାରେ ମାଟି ଖୋଳା ଚାଲିଥିବା ବେଳେ ମାଟି ତଳୁ ମିଳିଛି ବୋଲି ଏହି ଖବର ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆ ଯେମିତିକି ଫେସବୁକ୍ ଓ ୱାଟସପ ରେ ଘୁରି ବୁଲୁଛି |

ଦର୍ଶକବନ୍ଧୁ ଏହା ମଧ୍ୟ ଆପଣମାନଙ୍କ ପାଖକୁ ଆସିଥାଏ ପରେ ଏହାକୁ ଦେଖିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ମାନଙ୍କର ଆଖି ସେହି ପବିତ୍ର ଗଦାର ଦର୍ଶନ ପାଇଁ ବ୍ୟାକୁଳ ହୋଇ ଯାଇଛି ଏମିତି ଅନେକ ୱାଟସପ୍ ଓ ଫେସବୁକ୍ ରେ ଆସିଥିବା ଫଟୋ ରେ କୁହା ଯାଇଛି ଯେ ଭଗବାନ ହନୁମାନଙ୍କର ସୁନାର ଗଦା ମାଟି ଖୋଳିବା ସମୟରେ ଇଣ୍ଟରନେସନାଲ ରାମାୟଣ ରିସର୍ଚ୍ଚ ସେଣ୍ଟର କୁ ଶ୍ରୀଲଙ୍କା ରୁ ମିଳିଛି |

ଦର୍ଶକବନ୍ଧୁ ଖବର ଅନୁସାରେ ଏହି ଗଦା ଶହେ କିଲୋଗ୍ରାମ ଓଜନର ବୋଲି କହାଯାଇଛି ଯାହାକୁ ଉଠାଇବା ପାଇଁ 2 ଟି କ୍ରେନର ସାହାଯ୍ୟ ମଧ୍ୟ ନେବାକୁ ପଡ଼ିଛି ଆସନ୍ତୁ ଜାଣିବା ଏହା ପଛର ସତ୍ୟତା କଣ ଏହା ପଛର ସତ୍ୟତା ହେଉଛି ଏହି ଗଦା ହନୁମାନଙ୍କର ନୁହେଁ ବରଙ୍ଗ କିଛି ମଜା ଉଠାଇବା ପାଇଁ କିଛି ଲୋକ ଏହାକୁ ଇଣ୍ଟରନେଟ ରେ ଛାଡି ଛନ୍ତି ଯାହାକି ସମ୍ପୂର୍ଣ୍ଣ ଭାବରେ ମିଛ କଥା |

ବନ୍ଧୁଗଣ ଏହି ଗଦା ଶ୍ରୀଲଙ୍କା ନୁହେଁ ବରଙ୍ଗ ଏହା ଭାରତର ଜବଲ ପୁରରେ ଏହି ଗଦା ଯାତ୍ରା କରାଯାଇଥିଲା ଏହି ବିଶାଳକାୟ ଗଦା ବର୍ଷରେ ଥରେ ମାତ୍ର ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ବାହାରକୁ ବାହାର୍ କରାଯାଇଥାଏ ଏବଂ ଗଦା ଯାତ୍ରା କରାଯାଇଥାଏ କିନ୍ତୁ ଏହି ଗଦା ଯାତ୍ରା କୁ ମିଛ ଖବର କରି ଶ୍ରୀଲଙ୍କାରୁ ହନୁମାନଙ୍କ ଗଦା ମିଳିଛି ବୋଲି ଇଣ୍ଟରନେଟ ରେ ଭାଇରାଲ କରାଯାଉଛି |

ଦର୍ଶକବନ୍ଧୁ ଏହି ସୋସିଆଲ ମିଡ଼ିଆ ୱାଟସପ ଓ ଫେସବୁକ୍ ରେ ଖବର ପ୍ରାପ୍ତ କରିବାର ଗୋଟିଏ ସାଧନ ଅଟେ ଏହା ଦ୍ବାରା ଲୋକମାନଙ୍କୁ ଭର୍ମିଭୂତ କରି ତାଙ୍କର ଶ୍ରଦ୍ଧାର ଉପହାସ କରିବା କେତେ ଦୂର ଠିକ୍ ଲୋକମାନଙ୍କର ଧାର୍ମିକ ଭାବନା କୁ ଆଘାତ ଦେବା କଣ ଠିକ୍ କଥା କି ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.