Breaking News

ଶ୍ରୀ ମନ୍ଦିରରେ ଥିବା କଳ୍ପବଟ ଗଛର ପତ୍ର କାହିଁକି ଝଡ଼େ ନାହିଁ, ଜଣାନ୍ତୁ ପୁରା ରହସ୍ୟ, ଏହି ରହସ୍ୟ ଜାଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ଦର୍ଶକବନ୍ଧୁ କଳ୍ପବଟ ଯିଏକି ମନ୍ଦିର ମଧ୍ୟରେ ଦକ୍ଷିଣ ଦିଗରେ ରହିଛି କଳ୍ପବଟର ଅନେକ ମହିମା ରହିଛି ଯେତେବେଳେ ପ୍ରଳୟ ଜଳରେ ସମଗ୍ର ପୃଥିବ ଲୀନ ହୋଇଯିବ ସେହିଦିନ ସେଥିକି ବେଳେ ସେହି ବଟ ପତ୍ରରେ ବାଳ ମୁକୁନ୍ଦ ହୋଇ ପ୍ରଭୁ ନିଜେ ଶୟନ କରି ଭାସିବେ ଏହି ପ୍ରବାଦ ରହିଛି ଯୁଗେ ଯୁଗେ ଏହି ଭଳି ଲୀଳା କରିଥାନ୍ତି ମହା ପ୍ରଭୁ ମାରକଣ୍ଡ ରୁଷି ଯେତେ ବେଳେ ଭାସି ଭାସି ଯାଉଥିଲେ ସେତେବେଳେ ତାଙ୍କୁ ଉଦ୍ଧାର କରି ସେ ସେ ତାଙ୍କ ମୁଖ ପ୍ରବେଶରେ ସେ ନିଜ ପେଟ ଭିତକୁ ଛାଡି ଦେଇଥିଲେ ସେହି ହଉଛନ୍ତି ଵାଲ ମୁକୁନ୍ଦ ଯିଏକି କଳ୍ପବଟରେ ପତ୍ର ରେ ସେ ପ୍ରଳୟ ଜଳରେ ଭାସି ଥାନ୍ତି ସେଥି ପାଇଁ କଳ୍ପ ବଟ ଆଉ କୋଉଠି ନାହିଁ କିନ୍ତୁ କେବଳ ନୀଳାଚଳ ଧାମ ରେ ରହିଛି ଏବଂ ଶ୍ରୀ ମନ୍ଦିର ଅଭ୍ୟନ୍ତରରେ ରହିଛି ଯୋଉଟାକି କଳ୍ପବଟ |

ସେଥି ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ମନେ ପଡି ଯାଉଛି ( ମୋ ଦଧି କୂଳେ କଳ୍ପବଟ ମୂଳେ ବିଜେ କରିଛେ ବଡ଼ ଦେଉଳେ ) ତେଣୁ ମହା ପ୍ରଭୁ କଳ୍ପବଟ ମୂଳେ ବିଜୟ କରିଛନ୍ତି ଯେମିତି ଭାରତ ବର୍ଷରେ 2ଟି ବଟ ହେଉଛନ୍ତି ମହାନ ଗୋଟେ ହେଉଛନ୍ତି ବଞ୍ଚା ବଟ ଯିଏକି ପ୍ରୟାଗ ବା ସଙ୍ଗମ ତିଥ ରହିଥିଲେ ଏବଂ ତାର ଡାଳକୁ ଯିଏ ଧରି ମନସ୍କାମନା ପ୍ରଦାନ କରୁଥିଲା ଗଙ୍ଗାରେ ଶରୀରକୁ ବିସର୍ଜନ କରୁଥିଲା | ସେ ଯାହା ଚାହୁଁ ଥିଲା ସେହି ମନସ୍କମାନ ପୁରଣ ହୋଉଥିଲା ଅର୍ଥାତ ଗୋଟେ ଗରିବ ଲୋକ କିମ୍ଭା କାଙ୍ଗାଳ ଲୋକ ଯଦି ରାଜା ହେବ ପାଇଁ ସ୍ବପ୍ନ ଦେଖି ସେହି ବଞ୍ଚାବଟ କୁ ଧରି ରୃରକୁ ବିସର୍ଜନ କରୁଥିଲା ସାଙ୍ଗେ ସାଙ୍ଗେ ସେ ରାଜା ହୋଇ ବାହାରୁ ଥିଲା |

ଯେତେବେଳେ ବିଟିସି ସରକାର ଥିଲେ ଦେଖିଲେ ଅନେକ ଲୋକ ଆତ୍ମା ହତ୍ୟା କରିବାର ପ୍ରନ୍ଥ ଅବଲମ୍ବନ କରିଛନ୍ତି ତେଣୁ ସେ ଗଛକୁ ସେ ଲୋକିତ କରିଥିଲେ ଏବଂ ସେହି ଗଛକୁ ମୁ ଉରଃପାଦାନ କରିଥିଲେ ବୋଲି ଉଲେଖ ରହିଛି | ଆଉ ଗୋଟେ ଗଛ ରହିଛି ଶ୍ରୀକ୍ଷେତ୍ରର ନିଳାଚଳଧାମ ରେ ସେହି ଗଛ ରହିଛି ଯାହାକୁ କଳ୍ପବଟ ବୋଲି କୁହାଯାଏ ଅନେକ ଦର୍ଶକ ମାନେ ଅସୁଛନ୍ତୁ ସୂତା ସାହାଯ୍ୟରେ ଗୋଡି ବାନ୍ଧୁଛନ୍ତି ନିଜର ମନସ୍କାମନା ପୁରାଣ କରିବା ପାଇଁ ଏବଂ ମନସ୍କାମନା ପୁରଣ ହୋଇସାରିଲା ପରେ ଫୁଣି ଆସିକି ଦକ୍ଷିଣ ଦେଇକି ଗୋଡି ଫୁଣି ଖୋଲୁଛନ୍ତି | ଏବଂ ସେଠାରେ ବାଳ ମୁକୁନ୍ଦ ମଧ୍ୟ ପୂଜା ପାଉଛନ୍ତି |

ଏବଂ ତାର ଯେଉଁ ବଟ ପତ୍ର ଶୁଣିବାକୁ ମିଳେ ବଟ ବୃକ୍ଷ ପତ୍ର ଝାଡା ଦିଏନାହିଁ ପତ୍ର ତଳେ ପଡେ ନାହିଁ ଏହା ସବୁ ବାହୁଲ୍ୟ ପ୍ରତେକ ଜୀବନ୍ତ ବସ୍ତୁ କଳ୍ପବଟ ମଧ୍ୟ ବଟବୃକ୍ଷ ତାର ସମୟ ଅନୁସାରେ ପତ୍ର ଗୁଡିକ ଝଡେ ପତ୍ର ଝଡିଲେ ଯେଉଁ ଝାଡୁ ଵାଲା ମାନେ ଅଛନ୍ତି ମନ୍ଦିର ସଫେଇ କର୍ମଚାରୀ ମାନେ ଅଛନ୍ତି ସେମାନେ ମଧ୍ୟ ସଫା କରନ୍ତି ଏବଂ ସେହି ବଟବୃକ୍ଷ କାହିଁ କାହିଁ ଆନନ୍ଦି କାଳରୁ ଶ୍ରୀ ମନ୍ଦିର ଭିତରେ ରହିଛନ୍ତି |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.