Breaking News

ଶ୍ରୀକୃଷ୍ଣଙ୍କ ଏହି କଥା ସର୍ବଦା ମନେ ରଖନ୍ତୁ କେବେ ରହିବନି ଧନ ର ଅଭାବ !

ବନ୍ଧୁଗଣ ଭଗବାନ ଶ୍ରକୃଷ୍ଣଙ୍କର କହିଥିବା ଏହି ଦୁଇଟି କଥା କଣ | ଆପଣ ମାନେ ଜାଣିଥିବେ କି ସାଧାରଣ ତ ଆମର ଯେତେବେଳେ ଖରାପ ସମୟ ଆସିଥାଏ ସେତେବେଳେ ଆମେ ନିଜକୁ କିପରି ସଚେତନ କରିଥାଉ | କେତେବେଳେ ଆମେ ନିଜକୁ ସମ୍ଭାଳିବାକୁ ଅସମର୍ଥ ହୋଇଥଉ | ଆମେ ଏହି ଭଳି କିଛି କାର୍ଯ୍ୟ କରିଦେଇଥାଉ ଯାହା ଫଳରେ ଆମର ଅନେକ ଗୁଡ଼ିଏ କ୍ଷତି ହୋଇଥାଏ | ଯୋଉ କାର୍ଯ୍ୟ କୁ ଆମେ କରିବା କଥା ନୁହେଁ ସେହି କାର୍ଯ୍ୟ କୁ ଆମେ ଆଗେ କରିଥାଉ |

ନମ୍ବର ୧ ଭଗବାନ ଶ୍ରୀକଷ୍ଣ କହିଛନ୍ତି ଯଦି ଆପଣମାନଙ୍କ ଖରାପ ସମୟ ଆସିଥାଏ ସେତେବେଳେ ଆପଣମାନଙ୍କୁ ନିଜ ସାହାସ ମଧ୍ୟମ ରେ କାର୍ଯ୍ୟ କରିବା ଆବଶ୍ୟକ | ଏବଂ ନିଜ ଭଗବାନ ଙ୍କ ଉପରେ ଭରସା ରଖିବା ମଧ୍ୟ ଉଚିତି | ନିଜ ଭବିଷ୍ୟତ କୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ | କାରଣ ଭଗବାନ ଙ୍କ ଉପରେ ଭରସା ଛୁଟିଗଲେ ଅନେକ ସମସ୍ୟା ଆସିଥାଏ | ଭଗବାନ ଙ୍କ ଉପରେ ଭରସା ରଖୁଥିବା ବ୍ୟକ୍ତି କେବେ ହେଲେ ଦୁଃଖୀ ହୁଏନାହିଁ |

ନମ୍ବର ୨ ଖରାପ ସମୟ ରେ କେବେବି କର୍ମ ଏବଂ ଚେଷ୍ଟା ବନ୍ଦ କରିବ ଉଚିତ୍ ନୁହେଁ | ଏପରି କେତୋଟି ବକ୍ତି ଅଛନ୍ତି ଯିଏ ଖରାପ ସମୟ ରେ ଚିନ୍ତିତ ହୋଇପଡନ୍ତି ଏବଂ ସାହାସ ହାର ହୋଇପଡନ୍ତି | ଏମିତି କିଛି ଚେଷ୍ଟା ମଧ୍ୟ କରନ୍ତି ନାହିଁ | ଖରାପ ସମୟ ମଣିଷ ର ପରୀକ୍ଷା ସମୟ ହୋଇଥାଏ | ଯେଉଁ ବ୍ୟକ୍ତି ଏହି ପରୀକ୍ଷା ରେ ଅସଫଳ ହୋଇଯାଏ ସେହି ବ୍ୟକ୍ତି ଭବିଷ୍ୟତ ରେ କୌଣସି କାର୍ଯ୍ୟ କରିପାରେ ନାହିଁ ଓ ଯେଉଁ ବ୍ୟକ୍ତି ପାସ ହୋଇଯାଏ ସେମାନେ ସଫଳତା ନିଶ୍ଚିନ୍ତ ଭାବରେ ପାଇପାରନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.