Breaking News

ଶ୍ରୀ Jagannath ମନ୍ଦିର ମହାପ୍ରସାଦରେ କାହିଁକି ଆଳୁ ପଡେ ନାହିଁ, ଏହାର ରହସ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ !

ମହାପ୍ରସାଦରେ କାହିଁକି ଆଳୁ ପଡେ ନାହିଁ ଆଳୁ ସମସ୍ତଙ୍କ ରୋଷେଇ ଘରେ ଥାଏ ରୋଷେଇର ପ୍ରତେକ ଆଇଟମରେ ଆଳୁ ବେବହାର କରାଯାଏ ହେଲେ କାହଁକି ଆଳୁ ଜଗନ୍ନାଥ ମହାପ୍ରସାଦରେ ପଡେ ନାହିଁ କଣ ରହିଛି ଏହାର ପଚାର ରହସ୍ୟ | ମହା ପ୍ରଭୁ ଜଗନ୍ନାଥ କୁ ନେଇ ଅନେକ କଥା ରହିଛି |

ମନୁଷ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବାକୁ ଧାଇଁ ଆସେ ଦୂରରୁ ଆଉ କୁହାଯାଏ ମହାପ୍ରସାଧା ଟିକେ ପାଇଲେ ମୁଖ ପ୍ରାପ୍ତ ହୋଇଥାଏ | ଆମେ ସମସ୍ତେ ଜାଣିଛନ୍ତି ପ୍ରତିଦିନ ମହାପ୍ରଭୁଙ୍କ ପାଖର 56 ପ୍ରକାରର ବେଞ୍ଜନ ପ୍ରସ୍ତୁତ କରାଯାଏ ହେଲେ ଆପଣ ଜାଣିଛନ୍ତି କି ମହା ପ୍ରଭୁଙ୍କର ପାଖରୁ ହେଉଥିବା 56 ପ୍ରକାରର ବେଞ୍ଜନରୁ କୌଣସି ଖାଦ୍ୟରେ ଆଳୁ ପଡ଼ିନଥାଏ |

ତେବେ ଏହାକୁ ନେଇ କାରଣ ମଧ୍ୟ ରହିଛି ଆଳୁ ଏକ ବିଦେଶୀ ପାରିବ ଅଟେ ଏହା ବିଦେଶୀ ପାରିବ ହୋଇଥିବାରୁ | ମହାପ୍ରଭୁଙ୍କ ପାଖରେ ହୋଇଥିବା ମହାପ୍ରସାଧାରେ ଆଳୁ ପଡ଼ିନଥାଏ |ମହାପ୍ରସାଦ କେବଳ ଭାରତୀୟ ପନିପରିବାରେ ପ୍ରସ୍ତୁତ କରାଯାଏ କେବଳ ଆଳୁ ନୁହେଁ ଏପରି ଅନେକ ପାରିବ ରହିଛି |

ଯାହା ମହାପ୍ରସାଦରେ ପଡ଼ିନଥାଏ ମହାପ୍ରସାଦ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବାରୁ କୁହାଯାଏଯେ ମହାପ୍ରସାଦ କେବେ ହେଲେ କେବେ କାମ ପଡେ ନାହିଁ | କାରଣ ମହାପ୍ରସାଦରେ ଲକ୍ଷ୍ମୀ ମାଙ୍କର କୃପା ରହିଥାଏ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.