Breaking News

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଦଉଡ଼ି ଆସିଲେ ବଲିଉଡ୍ ର ସୁପର ଷ୍ଟାର୍ ଗୋବିନ୍ଦା

ହଁ ବନ୍ଧୁ ଆଜି ଆମେ ଜାଣିବା ଜଣେ ଏମିତି ଏକ ଅଭିନେତା ଙ୍କ ବିଷୟ ରେ । ଯାହାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ସବୁଠି ପରିଚିତ । ଆମେ କହୁଛୁ ବଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଗୋବିନ୍ଦା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ତାଙ୍କୁ ଅନେକ ବଲିଉଡ୍ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ସେ ଦର୍ଶକ ମାନ ଙ୍କୁ ହସାଇବା ସହିତ ବହୁତ୍ ମନୋରଞ୍ଜନ କରାଇଥାନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ଙ୍କ ପାଖ ରେ ଅତିପ୍ରିୟ ହବା ସହିତ ଭାରତ ର ଘରେ ଘରେ ପରିଚିତ ।

ତାଙ୍କର ଫ୍ୟାନ ମାନେ ତାଙ୍କ ଫିଲ୍ମ୍ କୁଲି ନମ୍ୱର୍ ୱାନ,ବିବି ନମ୍ୱର୍ ୱାନ , ଆଣ୍ଟି ନମ୍ୱର୍ ୱାନ ଆଦି ବହୁ ଗୁଡ଼ିଏ ଫିଲ୍ମ୍ ସୁପର ହିଟ୍ ହବା ସହିତ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ବର୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ଓଡ଼ିଶା କୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅନାର୍ଥ ନାଥ ଜଗନ୍ନାଥ ଯାହା ପାଖ ରେ ନା ଜାତି ଅଜାତି, ଛୋଟ ବା ବଡ଼ ଆଦି କିଛି ବାରଣ ନାହିଁ ତା ପାଇଁ ସମସ୍ତେ ସମ୍ମାନ ।

ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ଓଡ଼ିଶା ବାହାରୁ ,ଦେଶ ବାହାରୁ ଲୋକ ମଧ୍ୟ ଆସିଥାନ୍ତି ଦେଖିବା ପାଇଁ । ସେମିତି ବଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଗୋବିନ୍ଦା ଆସିଛନ୍ତି ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ । ତାଙ୍କ ସହିତ ତାଙ୍କ ପତ୍ନୀ ସୁନୀତା ମଧ୍ୟ ଆସିଛନ୍ତି ।

ଗୋବିନ୍ଦା ମଧ୍ୟ କହିଛନ୍ତି ତାଙ୍କ ସ୍ବପ୍ନ ରେ ଆସିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେଥିପାଇଁ ତୁରନ୍ତ ଦଉଡ଼ି ଆସିଲି ପୁରୀ କୁ । ମହାପ୍ରଭୁ ଙ୍କ ଦର୍ଶନ କରିବା ସହିତ ମହାପ୍ରଭୁ ଙ୍କ ଆଶିର୍ବାଦ ନେବାକୁ ଆସିଥିବା କହିଥିଲେ । ସେ ଆହୁରି କହିଥିଲେ ମଧ୍ୟ ସେ କଠିନ ପରିଶ୍ରମ ଦେଇ ଗତି କରୁଛନ୍ତି । ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନୀତା ଦର୍ଶନ କରିବା ସହିତ ଜଗନ୍ନାଥ ଆର୍ଶୀବାଦ ମଧ୍ୟ ନେଲେ ।।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *